Category କଳିଙ୍ଗର କାହାଣୀ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ ପ୍ରଥମେ ରଣପୁର ପ୍ରଜାମେଳିର ଚିତ୍ର ଆସିଥାଏ। ସେଥିରେ ଆଖିଆଗରେ ନାଚିଉଠେ ଦୁଇଜଣ ସୁନ୍ଦର, ଉଦୟମାନ ଯୁବ ସଂଗ୍ରାମୀଙ୍କ ମୁହଁ, ଯେଉଁମାନେ ନିଜ ଯୌବନର ପ୍ରଥମ ଭାଗରେ ଦେଶମାତୃକା ପାଇଁ ହସିହସି ଫାଶୀଦଣ୍ଡକୁ ଆଲିଙ୍ଗନ କରିଥିଲେ।…

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା’ ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି ଉତ୍କଳ ଭୂଖଣ୍ଡ ଶକ୍ତିପୂଜାର ନାଭିକେନ୍ଦ୍ର ଭାବେ ପରିଚିତ ହୋଇ ଆସିଛି। ଦେବୀ ପୁରାଣ ଅନୁସାରେ, ସତୀ ଦେବୀଙ୍କ ଦକ୍ଷ ଯଜ୍ଞ ବିନାଶ ପରେ ତାଙ୍କ ଅର୍ଦ୍ଧଦଗ୍ଧ ଶରୀରର ଏକ ଅଂଶ ଏହି ପବିତ୍ର ଉଡ୍ରଭୂମିରେ…

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ ରଳବଗଡ଼ ନାମରେ ପରିଚିତ । ଏହାକୁ ନୟାଗଡ଼ର ପ୍ରଥମ ଗଡ଼ ବୋଲି ମଧ୍ୟ କୁହାଯାଏ। ଇତିହାସ ସାକ୍ଷୀ ଯେ, ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଭାଗରେ ଏହି ପବିତ୍ର ଭୂମିରୁ ଦିନେ ଓଡ଼ିଶାର ଏକ ନୂତନ ଗଡ଼ଜାତ…

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ ସୀମା ବିବାଦ ତଥା ସାମାନ୍ୟ କିଛି ଘଟଣାକୁ ନିଜ ଅପମାନ ଏବଂ ସ୍ୱାଭିମାନ ସହ ଯୋଡ଼ି ପରସ୍ପର ମଧ୍ୟରେ ଅନେକ ଥର ଯୁଦ୍ଧରେ ଲିପ୍ତ ରହୁଥିଲେ । ତନ୍ମଧ୍ୟରୁ କେତେକ ଯୁଦ୍ଧ ତୃତୀୟ ରାଜ୍ୟ…

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା, ନୟାଗଡ଼, ଖଣ୍ଡପଡା, ରଣପୁର ଏବଂ ଦଶପଲ୍ଲା I British writter Hunter ସାହେବ ଏବଂ Remesy ସାହେବ ଙ୍କ ଲିଖିତ ଓଡିଶା ଗଡଜାତ ପୁସ୍ତକ ଅନୁସାରେ, ନୟାଗଡ଼, ଦଶପଲ୍ଲା ଆଦି ଗଡଜାତ ସୃଷ୍ଟି ପୁର୍ବରୁ,ଏହା ଓଡିଶା…

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ଵୀରତ୍ୱ ଓ ଵଳିଦାନର କାହାଣୀ ଲିପିବଦ୍ଧ ରହିଛି, ମାତ୍ର ଵିଂଶ ଶତାବ୍ଦୀର ବହୁ ପୂର୍ଵରୁ ଓଡ଼ିଶା ମାଟିରେ ଵିଦେଶୀ ଶାସକଙ୍କ ଵିରୋଧରେ ଯେଉଁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା, ତାହା ସମଗ୍ର ଭାରତଵର୍ଷରେ…

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର। ଏହା କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ; ବରଂ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ, ଧାର୍ମିକ ଓ କଳାତ୍ମକ ଐତିହ୍ୟର ଏକ ଅମୂଲ୍ୟ ଭଣ୍ଡାର। ଏଠାର ଶୈଳଚିତ୍ର, ଶିଳାଲିପି, ଗୁମ୍ଫା, ପ୍ରସ୍ତରମୂର୍ତ୍ତି, ଭଗ୍ନାବଶେଷ ଏବଂ ସ୍ଥାନୀୟ ଲୋକବିଶ୍ୱାସ…

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର କ୍ଷେତ୍ର l ତ୍ରିଭୁବନେଶ୍ୱର ରାଜାଧିରାଜ ବାବା ଲିଙ୍ଗରାଜ ସମେତ ରାମେଶ୍ୱର ଯମେଶ୍ୱର ଲଷ୍ମଣେଶ୍ୱର ଆଦି ଶତାଧିକ ଶିବ ମନ୍ଦିରରେ ଶୋଭିତ ଏ କ୍ଷେତ୍ର l କଥିତ ଅଛି ଏକ ଉଣା ଲକ୍ଷେ ଶିବ ଲିଙ୍ଗ…

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ମହାପ୍ରତାପୀ କପିଳେନ୍ଦ୍ର ଦେବଙ୍କ 591 ତମ ସିଂହାସନ ଆରୋହଣ ଦିବସ “ଗଜପତି ଦିବସ” ପାଳିତ ହେଉଅଛି l ପଞ୍ଚଦଶ ଶତାବ୍ଦୀର ଏହି ମହାନାୟକଙ୍କ ରାଜତ୍ୱ ସମୟ…

ମା’ ନାରାୟଣୀ

~ ମା’ ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼, ଖଲ୍ଲିକୋଟ, ଧରାକୋଟ ଏବଂ ମହୁରୀ ରାଜାଙ୍କ ମିଳିତ ଆକ୍ରମଣରେ ବାଣପୁର ରାଜା ପରାଜିତ ହେବା ଏବଂ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଆଠଗଡ଼ ଆଗମନ, ତଥା ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ସେଇ ପ୍ରଥମ…