Category କଳିଙ୍ଗର କାହାଣୀ

ଆମ୍ବିଳିଝରିର ପ୍ରାଚୀନ କୂଅ

ଲେଖା: ଶ୍ରୀକାନ୍ତ ସିଂହ ~ ଆମ୍ବିଳିଝରିର ପ୍ରାଚୀନ କୂଅ ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…

କନିକା

ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…

କନିକା

ଲେଖା: ଦେଵ ତ୍ରିପାଠୀ ୧୬୦୦ ଖ୍ରୀଷ୍ଟାବ୍ଦ ! ଦୁର୍ଗ-ଜାଲ ଜଡ଼ିତ ଓଡ଼ିଶା ପ୍ରଦେଶ ଭ୍ରମଣରେ ଆସିଥିଲେ ବିଦେଶୀ ପରିବ୍ରାଜକ #ଆବୁଲ_ଫାଜଲ ! ଭୂଖଣ୍ଡର ବିଭିନ୍ନ ସ୍ଥାନରେ ସେ ଦେଖିଥିଲେ ଛୋଟବଡ଼ ଗଡ଼ସବୁ ! ପ୍ରତ୍ୟେକ ଗଡ଼ ଥିଲା ଏକ ଏକ ଗଡ଼ଜାତ ରାଜ୍ୟର ଆଭିଜାତ୍ୟପୂର୍ଣ୍ଣ ରାଜଧାନୀ ! ସୈନ୍ୟସାମନ୍ତ ଅଧ୍ୟୁଷିତ ସେଇ ଗଡ଼ଗୁଡ଼ିକର ଅଧିପତିମାନେ ଥିଲେ…

କନିକା

ଲେଖା: ଦେଵ ତ୍ରିପାଠୀ ~ କନିକା ~ “ତାଳୀବନ-ଶ୍ୟାମ କନିକା, କୁଜଙ୍ଗ ମରିଚ ହରିଶପୁର ଅସ୍ତରଙ୍ଗ । ବରାହ-ପାଳିତ ବାଲିପୂର୍ଣ୍ଣ ଆଳି କ୍ଷତ୍ରିବୃନ୍ଦ ଯାର ମହାବୀର୍ଯ୍ୟଶାଳୀ ।” (#ନନ୍ଦିକେଶ୍ୱରୀ/କବିବର ରାଧାନାଥ) ଇଏ ଏମିତି ଏକ ରାଜ୍ୟ, ଯାହାର ସୁଦୁର ଅତୀତକୁ ରୋମନ୍ଥନ କଲେ ଦୃଶ୍ୟମାନ ହୁଏ ଇତିହାସର ବହୁ ବିସ୍ମୟକର ସ୍ମାରକୀ ! ନାଚି ଯାଏ…

କନିକା

ଲେଖା: ଦେଵ ତ୍ରିପାଠୀ  ~ କନିକା ~ ପୂର୍ବ ଆଲୋଚନା ଗୁଡ଼ିକରୁ ଆମେ ଜାଣିଛେ କନିକାର ବୀରଯୋଦ୍ଧାଗଣ ପ୍ରାୟ ଦୁଇଶହ ବର୍ଷ କାଳ ମୁସଲମାନ, ମୋଗଲ, ମରାଠାମାନଙ୍କ ସହ ଓ ଅର୍ଦ୍ଧ ଶତାବ୍ଦୀ କାଳ ବ୍ରିଟିଶ ଶକ୍ତି ବିରୁଦ୍ଧରେ ନିଜର ବିଜୟଯାତ୍ରା ବଜାୟ ରଖିଥିଲେ । କନିକାର ବଳ ଦମ୍ଭ ଅତୁଟ ରହିବାର କେତୋଟି ବଳିଷ୍ଠ…

ବାରବାଟୀ

ଲେଖା: ଦେଵ ତ୍ରିପାଠୀ ୧୮୦୩ ମସିହା, ସେପ୍ଟେମ୍ବର ୮ ତାରିଖ । ଗଞ୍ଜାମ ମାଟିରୁ ଏକ ବିଶାଳ ସୈନ୍ୟବାହିନୀ ପ୍ରସ୍ତୁତ ହେଉଥିଲେ ଏକ ବହୁପ୍ରତୀକ୍ଷିତ ଯୁଦ୍ଧାଭିଯାନ ପାଇଁ ! ବ୍ରିଟିଶ ସେନାର #କର୍ଣ୍ଣେଲ_ହାରକୋଟ୍ ଙ୍କ ନେତୃତ୍ବରେ !  ଆଜି କର୍ଣ୍ଣେଲଙ୍କ ମନ ଉଚ୍ଚାଟ ! ଦୀର୍ଘ ଦିନର ଇପ୍ସିତ ଏ ଯାତ୍ରା ! ଏ ଅଭିଯାନ…

କନିକା ରାଜ୍ୟ

ଲେଖା: ଦେଵ ତ୍ରିପାଠୀ “ସହସ୍ର ବହିତ୍ର ପୁଣି ଶୁକ୍ଳ କରି ବାରିଧି ଉରସେ ଚଳିଲା, ଦୋହଲି ମନ୍ଦେ ପବମାନ ମଧୁର ପରଶେ ! ଦମ୍ଭଭରେ, ସିନ୍ଧୁପାରେ ଖୋଜିବାକୁ ଅଜ୍ଞାତ ବିଦେଶ, ଦେବାକୁ ଜଗତଜନେ ଜଗତର ଅଜ୍ଞାତ ସନ୍ଦେଶ ସ୍ଥାପିବାକୁ ତୋହରି ମା’ ଯୁଗ-ଯୁଗ ବ୍ୟାପିନୀ କିରତି ଅୟି ଭାଗ୍ୟବତୀ !” (ଡ. ମାୟାଧର ମାନସିଂହ) ଦିନ…

କନିକା

ଲେଖା: ଦେଵ ତ୍ରିପାଠୀ “ସିଂହଳ ଦ୍ଵୀପରୁ ଚାରୁ ମଙ୍ଗଳା ମୂରତି, ଅଣାଇ ନିଜ ନଗରେ ନରେନ୍ଦ୍ର ସୁମତି ।।” ସରସ୍ବତୀ ଦାମୋଦର ମିଶ୍ରଙ୍କ #ଭଞ୍ଜକନିକା କାବ୍ୟର ନାୟକ #ନରେନ୍ଦ୍ର_ସାଧବ ଯେ କେବଳ #ସିଂହଳ ଦ୍ଵୀପରୁ ମା’ ମଙ୍ଗଳାଙ୍କ ମୂର୍ତ୍ତି ଆଣି ଉତ୍କଳର ପବିତ୍ର ମାଟିରେ ଥାପନା କରିଥିଲେ ଏବଂ ତାଙ୍କରି ନାମ ଅନୁସାରେ ପ୍ରାଚୀନ ଉତ୍କଳର…

ଯୁଗେ ଯୁଗେ ଓଡ଼ିଶା

ସୌରଭିତ ସୃଷ୍ଟି: ଡ. ହରେକୃଷ୍ଣ ମହତାବ  ~ ଯୁଗେ ଯୁଗେ ଓଡ଼ିଶା ~ ପ୍ରତିବର୍ଷ ବୈଶାଖ ମାସ ଆରମ୍ଭରେ ପଞ୍ଜିକାର ଯେତେବେଳେ ଏହି ଦେଶର କୌଣସି ଗଜପତି ଗୌଡ଼େଶ୍ଵର କର୍ଣ୍ଣାଟୋତ୍କଳେବର୍ଗେଶ୍ଵର ବୀରାଧିବୀରବର ପ୍ରତାପୀ ରାଜାଙ୍କ ନାମରେ ପ୍ରଚଳିତ ସମ୍ବତ୍ସରର ଶୁଭାଶୁଭ ଫଳ ଶୁଣାଏ, ସେତେବେଳେ ଓଡ଼ିଶାର ଅସଂଖ୍ୟ ଅଧିବାସୀଙ୍କ ମନରେ ସେଇ ହଜି ଯାଇଥିବା ଦିନଗୁଡ଼ିକର…

ବିରଞ୍ଚିନାରାୟଣ

ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ~ ବିରଞ୍ଚିନାରାୟଣ ମନ୍ଦିର ~ କୂଅର ପାଣି ବଢ଼ିଚାଲିଥିଲା। ପାଣି ଉଛୁଳି ମନ୍ଦିର ବେଢା ଜଳମଗ୍ନ ହେଲାଣି। ମନ୍ଦିର, ଗଛ ,ପତ୍ର ସବୁ ଯେମିତି ପାଣି ଭିତରେ ମିଳେଇଯାଉଥିଲେ। ମୋ ଚାରିପଟରେ କଣ ଘଟିଯାଉଥିଲା ମୁଁ କିଛି ବୁଝିପାରୁନଥିଲି। ବିରଞ୍ଚିନାରାୟଣ ମନ୍ଦିର ବେଢାରେ ଥିବା କୁଅର ଚାନ୍ଦିନୀ ଉପରେ ବସିଥିଲି…