Physical Address
Sai Samarpanam, Satya Vihar, Bhubaneswar

~ ନୟାଗଡ଼ର ମା’ ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପରି ରଣପୁର ଗଡ଼ରେ ଦେବୀଙ୍କ ଅନୁରୂପ ଅନ୍ୟ ଏକ ବିଗ୍ରହ ପୂଜା ପାଇ ଆସୁଛନ୍ତି । ଏହି ଦେବୀଙ୍କ ଆସ୍ଥାନଟି ରଣପୁର ନିଜିଗଡ଼ ବଡଦାଣ୍ଡ ସାହିର ହେରାସାହି ମଧ୍ୟରେ । ମା’ ଏଠାରେ…

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ ପ୍ରଥମେ ରଣପୁର ପ୍ରଜାମେଳିର ଚିତ୍ର ଆସିଥାଏ। ସେଥିରେ ଆଖିଆଗରେ ନାଚିଉଠେ ଦୁଇଜଣ ସୁନ୍ଦର, ଉଦୟମାନ ଯୁବ ସଂଗ୍ରାମୀଙ୍କ ମୁହଁ, ଯେଉଁମାନେ ନିଜ ଯୌବନର ପ୍ରଥମ ଭାଗରେ ଦେଶମାତୃକା ପାଇଁ ହସିହସି ଫାଶୀଦଣ୍ଡକୁ ଆଲିଙ୍ଗନ କରିଥିଲେ।…

~ ନୟାଗଡ଼ର ମା’ ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି ଉତ୍କଳ ଭୂଖଣ୍ଡ ଶକ୍ତିପୂଜାର ନାଭିକେନ୍ଦ୍ର ଭାବେ ପରିଚିତ ହୋଇ ଆସିଛି। ଦେବୀ ପୁରାଣ ଅନୁସାରେ, ସତୀ ଦେବୀଙ୍କ ଦକ୍ଷ ଯଜ୍ଞ ବିନାଶ ପରେ ତାଙ୍କ ଅର୍ଦ୍ଧଦଗ୍ଧ ଶରୀରର ଏକ ଅଂଶ ଏହି ପବିତ୍ର ଉଡ୍ରଭୂମିରେ…

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ ରଳବଗଡ଼ ନାମରେ ପରିଚିତ । ଏହାକୁ ନୟାଗଡ଼ର ପ୍ରଥମ ଗଡ଼ ବୋଲି ମଧ୍ୟ କୁହାଯାଏ। ଇତିହାସ ସାକ୍ଷୀ ଯେ, ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଭାଗରେ ଏହି ପବିତ୍ର ଭୂମିରୁ ଦିନେ ଓଡ଼ିଶାର ଏକ ନୂତନ ଗଡ଼ଜାତ…

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ ଶ୍ରୀ ରଘୁନାଥ ଦିଅଁ ଓ ଶାଳଗ୍ରାମ ହୋଇଥାନ୍ତି। କିଛି ମଠରେ ଶ୍ରୀ ରାଧାକୃଷ୍ଣଙ୍କୁ ମଧ୍ୟ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ। ସମୟ ପ୍ରଭାବରେ ଏହି ମଠମାନଙ୍କ ମଧ୍ୟରୁ କିଛି, ମନ୍ଦିର ପରମ୍ପରାରେ ପରିଣତ…

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ ସୀମା ବିବାଦ ତଥା ସାମାନ୍ୟ କିଛି ଘଟଣାକୁ ନିଜ ଅପମାନ ଏବଂ ସ୍ୱାଭିମାନ ସହ ଯୋଡ଼ି ପରସ୍ପର ମଧ୍ୟରେ ଅନେକ ଥର ଯୁଦ୍ଧରେ ଲିପ୍ତ ରହୁଥିଲେ । ତନ୍ମଧ୍ୟରୁ କେତେକ ଯୁଦ୍ଧ ତୃତୀୟ ରାଜ୍ୟ…

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା, ନୟାଗଡ଼, ଖଣ୍ଡପଡା, ରଣପୁର ଏବଂ ଦଶପଲ୍ଲା I British writter Hunter ସାହେବ ଏବଂ Remesy ସାହେବ ଙ୍କ ଲିଖିତ ଓଡିଶା ଗଡଜାତ ପୁସ୍ତକ ଅନୁସାରେ, ନୟାଗଡ଼, ଦଶପଲ୍ଲା ଆଦି ଗଡଜାତ ସୃଷ୍ଟି ପୁର୍ବରୁ,ଏହା ଓଡିଶା…

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ ପ୍ରଦେଶରେ ରହିଥିବା ପ୍ରମୁଖ ଶକ୍ତିପୀଠ ଏବଂ ଦଶମହାବିଦ୍ୟା ତଥା ଅଷ୍ଟକାଳୀଙ୍କ ମଧ୍ୟରେ ମା’ ଚର୍ଚ୍ଚିକା ଦେବୀ ହେଉଛନ୍ତି ଅନ୍ୟତମା ତଥା ଶ୍ରେଷ୍ଠଦେବୀ | ପୁରୀ ଶ୍ରୀଜଗନ୍ନାଥଙ୍କ କେତକ ପର୍ବପର୍ବାଣି ନୀତିକାନ୍ତି ସହ ଏହି ଦେବୀ…

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର। ଏହା କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ; ବରଂ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ, ଧାର୍ମିକ ଓ କଳାତ୍ମକ ଐତିହ୍ୟର ଏକ ଅମୂଲ୍ୟ ଭଣ୍ଡାର। ଏଠାର ଶୈଳଚିତ୍ର, ଶିଳାଲିପି, ଗୁମ୍ଫା, ପ୍ରସ୍ତରମୂର୍ତ୍ତି, ଭଗ୍ନାବଶେଷ ଏବଂ ସ୍ଥାନୀୟ ଲୋକବିଶ୍ୱାସ…

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣଶୂରର ରାଜ୍ୟ ଥିଲା ବାଣପୁର, ଯାହାର ଐତିହାସିକ ନାମ ଥିଲା ବଙ୍କାଡ଼ଗଡ଼। ବ୍ରଜବନ୍ଧୁ ଦାଶଙ୍କ ବାଣପୁର ଇତିହାସ ଏବଂ ଡାକ୍ତର ଦିବ୍ୟସିଂହ ମିଶ୍ରଙ୍କ ବାଣପୁର ଇତିକଥା ପୁସ୍ତକର ତଥ୍ୟ ଓ ଓଡିଶା…