ଅନ୍ତରଙ୍ଗ କଳିଙ୍ଗ

Reliving the Glorious Past of Odisha

ବିଶେଷ ଆଲେଖ୍ୟ

ଅନ୍ତରଙ୍ଗ କଳିଙ୍ଗ ବିଷୟରେ

  • ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁକ୍ତଳଃ ସ୍ମୃତଃ। ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ।। କପିଳ ସଂହିତାରେ ବର୍ଣ୍ଣିତ ଉତ୍କଳ ପାଇଁ ଏହାହିଁ ସର୍ବକାଳୀନ ସତ୍ୟ। ଯେଉଁ ଉତ୍କଳ ମହୀତଳେ ଶ୍ରେଷ୍ଠ ଆସନରେ ଅଳଙ୍କୃତ, ତାର ସଂସ୍କୃତି କେତେ ମହାନ୍ ହୋଇପାରେ ତାର କଳନା କରିବା କଷ୍ଟକର ନିଶ୍ଚିତ। ସେହି ଉତ୍କଳ ତ ଆମରି ଓଡିଶା, ଉଡ୍ର ଓ କଳିଙ୍ଗ! ସେହି ଜନନୀର ଗାଥା ଛତ୍ରେ ଛତ୍ରେ ପ୍ରସ୍ଫୁଟିତ ସମଗ୍ର ବିଶ୍ଵରେ । ଯୋଜନବ୍ୟାପୀ ତାର ଐତିହ୍ୟ, କଳା, ସାହିତ୍ୟ,ଚଳଣି , ସଂସ୍କୃତି, ଶୋର୍ଯ୍ୟ, ବୀରତ୍ଵର ପରାକାଷ୍ଠା, ଧର୍ମ, ଅନ୍ୟକୁ ଆପଣେଇବାର ମହତାକାଙ୍କ୍ଷା।

  • ସେହି କଳିଙ୍ଗର ପ୍ରାଣ ପ୍ରତିଷ୍ଠାତା ତ ଆମେ ! ତେବେ " କେହି କେବେ ଚିହ୍ନିଛ କି ଆପଣାକୁ ଆପେ (?)" ନ୍ୟାୟରେ ଆମେ କିପରି ହୋଇଗଲେ ଏକ ପତନମୁଖୀ ଜାତି ? ଏଇ ଶ୍ମଶାନିତ ଜାତି ତ ସର୍ବଦା ଇତିହାସ ବିମୁଖ ! ଶତାବ୍ଦୀର ସୂର୍ଯ୍ୟଙ୍କ ବାଣୀ କେମିତି ମନେ ପଡ଼ୁନି ଆମର ? "ତୋହର ଜନନୀ ବୀର ପ୍ରସବିନୀ ଧୂଳିରେ ପଡ଼ିଛି ଦେଖ, ଜନସମାଜର ଏ ମହୀ ମଧ୍ୟରେ କିପରି ଦେଖାଉ ମୁଖ ?" ଏବେ ବି ସମୟ ଅଛି, ଆହୁରି ଆଗକୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି? ଯୋଗାଯୋଗ କରନ୍ତୁ

ଫଟୋ ଗ୍ୟାଲେରୀ

ଅନ୍ତରଙ୍ଗ କଳିଙ୍ଗ ବିଷୟରେ

ସବୁ ମନୁଷ୍ୟ ଜନ୍ମକାଳରୁ ସ୍ୱାଧୀନ. ସେମାନଙ୍କର ମର୍ଯ୍ୟାଦା ଓ ଅଧିକାର ସମାନ. ସେମାନଙ୍କଠାରେ ପ୍ରଜ୍ଞା ଓ ବିବେକ ନିହିତ ଅଛି. ସେମାନେ ପରସ୍ପର ପ୍ରତି ଭାତୃଭାବ ପୋଷଣ କରି କାର୍ଯ୍ୟ କରିବା ଦରକାର.

FAQs

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ…

ଲେଖା: ସୋନାଲି ସୁଚିସ୍ମିତା ପରିଡା ~ କୁମାରୀ ବିବାହ ଓ କୁମାର ପୂର୍ଣ୍ଣିମା ~ ଭାଗବତ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା…

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର କଥା।…

ଅନ୍ତରଙ୍ଗ କଳିଙ୍ଗ‌‌‌ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ

Deoghar Rayagada Kandhamal Jajpur Puri Jagatsinghpur Bhadrak କେନ୍ଦୁଝର

Jagatsinghpur

Bhadrak

କେନ୍ଦୁଝର

ଆମ ସହିତ ଯୋଗାଯୋଗ କରନ୍ତୁ

Head office

ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା

Phone +91 9437131981

Email antarangakalinga@gmail.com

Scroll to Top