Physical Address
Sai Samarpanam, Satya Vihar, Bhubaneswar

ବାଇମୁଣ୍ଡି ଲେଖା: ନିରଞ୍ଜନ ସାହୁ ସୋମବଂଶୀ ରାଜା ଜନ୍ମେଜୟ ଚୌଦ୍ଵାର ପର୍ଯ୍ୟନ୍ତ ଅଧିକାର ପୂର୍ବକ ଆଗ୍ରାହାଟ ଠାରେ ଯଜ୍ଞାନୁଷ୍ଠାନ କରିଥିଲେ। ତାଙ୍କ ପରେ ପ୍ରଥମ ଯଯାତି ଓ ଧର୍ମରଥ ମଧ୍ୟ ଏହି ଅଞ୍ଚଳରେ ଶାସନ କରିଥିଲେ। ଚୌଦ୍ଵାରରେ ସୋମବଂଶୀମାନେ ଚାରିଗୋଟି ଦ୍ଵାର ବିଶିଷ୍ଟ ରାଜଧାନୀ ସ୍ଥାପନ କରିଥିବାରୁ ଏହି ସ୍ଥାନର ନାମ ଚୌଦ୍ଵାର ହୋଇଥିଲା। ସୂଚନାଯୋଗ୍ୟ…

~ ଗଜପତି କପିଳେନ୍ଦ୍ର ଦେବ ~ ଲେଖା: ଅମୃତେଶ ଖଟୁଆ ବହୁକାଳ ବିଗତ ଇତିହାସର ସୁବର୍ଣ୍ଣ ପ୍ରହର ଦଣ୍ଡାୟମାନ । ସେପଟେ ଦାକ୍ଷିଣାତ୍ୟରେ ତୁମୁଳ କନ୍ଦଳର ସୂତ୍ରପାତରେ ବିଷଣ୍ଣ ଓଡ଼ିଆ ରାଜ୍ୟର ସୀମା । ସମସ୍ତ ଉନ୍ନତି ଲାଗି ପ୍ରଥମେ ପ୍ରାଚୀନ ସୀମା ରକ୍ଷିତ ହେବା ନିତାନ୍ତ ଆବଶ୍ୟକ ତାଙ୍କ ନିମନ୍ତେ । ଏଥିରେ ସମଗ୍ର…

ଲେଖା: ଅମ୍ବିକା ପଟ୍ଟନାୟକ ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପଶ୍ଚିମ ଦିଗରେ ଅବସ୍ଥିତ ଚିତ୍ରକାରିଣୀ ମନ୍ଦିର ସମୂହ l ଲିଙ୍ଗରାଜ ମନ୍ଦିର କର୍ଜନ ସ୍ତମ୍ଭ ରାସ୍ତା ଦେଇ ପଶ୍ଚିମକୁ ଆଗେଇ ଚାଲିଲେ ଚିତ୍ରକାରିଣୀ ମନ୍ଦିର l ତେବେ ମନ୍ଦିର ଆଗରୁ…

~ ଲାଙ୍ଗୁଳା ନରସିଂହଦେବ ~ ଲେଖା: ରୁଦ୍ର ନାରାୟଣ ସାହୁ ବୀରଶ୍ରୀ ଗଜପତି ତ୍ରିକଳିଙ୍ଗାଧିପତି ଯବନ-ସଂହାରକାରୀ ବଜ୍ରବାହୁ ବୀରାଧିବୀରବର ଗୌଡବାଡ ଆଗଙ୍ଗାଗୋଦାବରୀ ଅଧିଶ୍ବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଲାଙ୍ଗୁଳା ନରସିଂହଦେବ ୧୨୩୮ ଖ୍ରୀଷ୍ଟାବ୍ଦରେ ମାତ୍ର ଅଠର ବର୍ଷ ବୟସରେ ଉତ୍କଳ ସିଂହାସନ ଆରୋହଣ କରିଥିଲେ । ତତ୍କାଳୀନ ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଢେଙ୍କାନାଳର କଥା: ବଣିଆପଡ଼ାର ଧୀରସାମନ୍ତ ~ ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା, ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦା । ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ “ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି”…

ଲେଖା: ନୟାଗଡ଼ ଇତିହାସ ~ ନୟାଗଡ଼ ସହର (ନିଜିଗଡ଼) ସ୍ଥାପନ ତଥ୍ୟ ~ ବ୍ରିଟିଶ ଲେଖକ ହଣ୍ଟର ସାହେବଙ୍କ ଲିଖିତ ପୁସ୍ତକ “ଓଡିଶା ଗଡ଼ଜାତ ଇତିହାସ” ଏବଂ ଶ୍ରୀ କୈଳାଶଚନ୍ଦ୍ର ପାଣିଗ୍ରାହୀଙ୍କ “ନୟାଗଡ଼ ଇତିହାସ” ପୁସ୍ତକରେ ଆଜିର ନୟାଗଡ଼ ସହର, ଯାହାର ଅନ୍ୟ ନାମ “ନିଜିଗଡ଼” ଅର୍ଥାତ ରାଜା ନିଜେ ଏଠି ରହୁଥିବାରୁ ଏହାର ଅନ୍ୟନାମ ନିଜିଗଡ଼…

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଢେଙ୍କାନାଳର କଥା – ୧ ~ ଢେଙ୍କାନାଳର “ଢେଙ୍କାନାଳ ସଦର” ବ୍ଲକରେ କେତେକ ପ୍ରାଚୀନ ଗ୍ରାମ ରହିଛି ତନ୍ମଧ୍ୟରୁ ନାଗେନା ଗ୍ରାମ ଅନ୍ୟତମ । ଆଜି ନାଗେନା ନାମଯୁକ୍ତ ଚାରୋଟି ଗ୍ରାମ ଢେଙ୍କାନାଳ ସଦରରେ ଥିଵା ଦେଖାଯାଏ । ଯଥା – ବଡ଼ନାଗେନା, ସାନନାଗେନା, ନାଗେନା ରୟତି…

ଲେଖା: ତେଜସ୍ୱ ତ୍ରିପାଠୀ ~ ବାହୁନୁଛି ଦୁର୍ଗ ବାରବାଟୀ ~ ବାରବାଟୀ ଷ୍ଟାଡିୟମର ଆଗରେ ଥିବା ଖୋଲା ପଡ଼ିଆରେ ଥରେ ବୁଲୁଥିଲା ମନ୍ଦମଳୟର ସ୍ପର୍ଶରେ ମନ ଆନ୍ଦୋଳିତ ହେଉଥାଏ l ହଠାତ ଶୁଣାଗଲା ପବନରେ ଏକ ଅସ୍ପଷ୍ଟ କାନ୍ଦଣାର ସ୍ୱର l ସତେ ଅବା ଗୁମୁରି ଗୁମୁରି କିଏ କାନ୍ଦୁଚି l ମାତ୍ର କିଏ ସେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ବିଲୁପ୍ତଐତିହ୍ୟ: ଶିଶୁପାଳଗଡ଼ ~ “ତକୀ ଖାଁର ଲସ୍କର ମାନେ ଶିଶୁପାଳଗଡ଼ ସୀମା ମାଡିବାକୁ ପ୍ରଥମେ ଭରସୁ ନ ଥିଲେ l ଅତୀତରେ ବହୁ ଦନ୍ତା ଦନ୍ତା ଫୌଜଦାର ଶିଶୁପାଳଗଡ଼ର ପାଇକମାନଙ୍କ ମାଡ଼ରେ ମୁହଁ ମାଡ଼ି ପଡ଼ିଛନ୍ତି l କଳାପାହାଡ଼ ସୁଦ୍ଧା ଶିଶୁପାଳଗଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଟିପ ଦେଇ ପାରି…

ଲେଖା: ତେଜସ୍ବ ତ୍ରିପାଠୀ ~ ବାରବାଟୀ ~ “ବାରବାଟୀ” ଏ ନାମ ହିଁ ଯଥେଷ୍ଟ l ଏ ନାମ ନିଜେ ହିଁ ନିଜର ପରିଚୟ l ଏ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଉତ୍କଳୀୟ ଧମନୀର ପ୍ରତି ରକ୍ତ ବିନ୍ଦୁରେ ଦେଶପ୍ରୀତି ଜାଗ୍ରତ ହୁଏ l ଆଉ ଶତ୍ରୁ ବୁକୁରେ ଖେଳିଯାଏ ଅଜଣା ଭୟର ଆତଙ୍କ…