Physical Address
Sai Samarpanam, Satya Vihar, Bhubaneswar

ଲେଖା: ବନ୍ଧନ ଦଳାଇ ଅଢେଇ ହଜାର ବର୍ଷର ପୁରୁଣା ସହର କଟକ । ଓଡ଼ିଶାର ପୁରୁଣା ରାଜଧାନୀ। କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର କଟକ ସହର। ଉତ୍ତରରେ ମହାନଦୀ ଦକ୍ଷିଣରେ କାଠଯୋଡି ନଦୀ ପ୍ରବାହିତ ହୋଇ କଟକ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ। ସେଇ ଐତିହାସିକ କଟକ ମହାନଗରୀର ଅଧିଷ୍ଠାତ୍ରୀ ଦେବୀରୂପେ ଖ୍ୟାତ ମା’ କଟକଚଣ୍ଡୀ।…

ସୌରଭିତ ସୃଷ୍ଟି: ଜାତୀୟ କବି ବୀରକିଶୋର ଦାସ ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ଭାଷା ସମ୍ବନ୍ଧୀୟ ଅମର ଯଥାର୍ଥ ଵିଚାର । ନିମ୍ନରେ ପ୍ରଦତ୍ତ ସମସ୍ତ ସୂକ୍ତି ଶ୍ରୀ ନନ୍ଦଶର୍ମାଙ୍କ “ଓଡି଼ଆ ଶବ୍ଦ ସନ୍ଦର୍ଭ” ପ୍ରବନ୍ଧରୁ ଉଦ୍ଧାର କରାଗଲା । ୧. ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ, ଅନ୍ଯ…

ଲେଖା: ବନ୍ଧନ ଦଳାଇ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜନମାନସ, ଓଡ଼ିଆ ସଂସ୍କୃତି, ମାଟି, ପାଣି, ପବନ ଏବଂ ସର୍ବୋପରି ଓଡିଶା ଭୂଖଣ୍ଡ ସହ ଓତଃପ୍ରୋତ ଭାବରେ ଜଡିତ! ମଣିମା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳର ରାଷ୍ଟ୍ରଦେବତା, ସର୍ବଧର୍ମର ସମନ୍ୱୟ । ରଥଯାତ୍ରା ଜାତି ଧର୍ମ ବର୍ଣ ନିର୍ବିଶେଷରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡଦାଣ୍ଡରେ…

ସୌରଭିତ ସୃଷ୍ଟି: ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଓଡ଼ିଆ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବତୀଖୁଣ୍ଟ ସଦୃଶ। ଡ. ମାୟାଧର ମାନସିଂହଙ୍କ ଭାଷାରେ “ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଅନାବାଦୀ ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ…

ଲେଖା: ଦେଵ ତ୍ରିପାଠୀ ଶ୍ରୀଚୈତନ୍ୟଙ୍କ ଆବାସସ୍ଥଳୀ ପୁରୀ ବାଲିସାହିସ୍ଥିତ ଶ୍ରୀରାଧାକାନ୍ତ ମଠ ବା ଗମ୍ଭୀରା ସନ୍ନିକଟରେ ଅବସ୍ଥିତ ସୁପ୍ରସିଦ୍ଧ ସିଦ୍ଧବକୁଳ ମଠ । ଏଇ ମଠର ବିଜେସ୍ଥଳୀଟି ଏକଦା ଉକ୍ତ ସାହିର ପଣ୍ଡିତ କାଶୀ ମିଶ୍ରଙ୍କ ପୁଷ୍ପଉଦ୍ୟାନ ଥିଲା । ଶ୍ରୀ ଚୈତନ୍ୟ ପଣ୍ଡିତଙ୍କୁ ଯବନଭକ୍ତ ଶ୍ରୀହରିଦାସଙ୍କ ପାଇଁ ନିର୍ଜନ ସ୍ଥାନଟିଏ ମାଗି ଉକ୍ତ ଉଦ୍ୟାନରେ…

~ ବିଦ୍ୟୁତପ୍ରଭା ଦେବୀ ~ ଲେଖା: ଅମୃତେଶ ଖଟୁଆ “ତୁମେ – ଆସିଲେ ଅଚିରାତେ, ଉଗ୍ର ପଦାଘାତେ ବହ୍ନିଶିଖା ଜାଳି ଘୋଟଇ ଘୋର ତ୍ରାସ- ତୁମରି ପ୍ରତାପରେ, ବିଶ୍ଵ ଥରହରେ, ନାଚଇ ବାଲୁ-ବୁକେ କୁହୁକ ଜଳାଭାସ। ଯେଦିନ ପୁଣି ଆସ, ଖେଲାଇ ଘନ ରାସ ଧରଣୀ-କାନେ ପଡେ ବରଷା ଗୀତ…

Prof. Dr. Prafulla Kumar Mohanty Ansupa lake is so named as it is a part of the river, the Mahanadi. This lake is situated in Banki Block of Cuttack district under Athagarh Forest Division. Geographically, it is within 20.26’28.43″ to…

ଗବେଷଣା: ଶିଶିର ସାହୁ ମନୋଜ “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ, ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।” ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି । ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶା ଓ ଆସା…

ଲେଖା: ନିରଞ୍ଜନ ସାହୁ “ମୁଁ ସଚି ରାଉତରାୟ (ନୁହେଁ ଟାଗୋର ଅବା ଶେଲୀ) ମୁଁ ଏ ମାଟିର ଧାରା ଆଉ ଆକାଶର କବି। କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି। ପେଶାଦାର ଗାୟକ ମୁଁ ନୁହଁ ତୁମେ ମୋର ଛପା ବହି ଯେତେବେଳେ ଛୁଅଁ ଛୁଅଁ ନୂଆ ମଣିଷର ଛାତି । ତା’ର…