Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅରବିନ୍ଦ ମହାନ୍ତି ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ସୁପରିଚିତା ଦେବୀ ଭୁବନେଶ୍ଵରୀ। ଏକାମ୍ର କ୍ଷେତ୍ର ଯେପରି ଗୁପ୍ତ ସେଇଭଳି ଗୁପ୍ତ ରହସ୍ୟଯୁକ୍ତ ଦେବୀଙ୍କ ତତ୍ଵ ମଧ୍ୟ। ସେ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଶକ୍ତି ସ୍ୱରୁପା। ସେଥିଲାଗି ତାଙ୍କ ନାମ ମଧ୍ୟ ତ୍ରିଭୁବନେଶ୍ଵରୀ। ତ୍ରିଭୁବନେଶ୍ଵରୀ ଶବ୍ଦରୁ ପରବର୍ତ୍ତୀ କାଳରେ ଭୁବନେଶ୍ଵରୀ ନାମ ଉଦ୍ଧୃତ ହୋଇଅଛି।…

ଲେଖା: ଦେଵ ତ୍ରିପାଠୀ “ଵଉଳଗାଡିଆ ପଥର ଛାତିରେ ହସେ ଆମ ଚାରୁକଳା, ମୋଗଲ ତାମସା ସ୍ମୃତି ଓ ସଂସ୍କୃତି ଚିରକାଳ ମଧୁବୋଳା” । ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କରି ପରାକ୍ରମୀ ବାବର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥାର ତଦାରଖ ତଥା ମୋଗଲ ଶାସନର ପ୍ରଭୁତ୍ୱ ବିସ୍ତାର…

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ କେଦାରେଶ୍ବର ମନ୍ଦିର ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ହିମରାଜ ହିମାଳୟଙ୍କ ଇଷ୍ଟ ହେତୁ ଏହି ଲିଙ୍ଗଙ୍କ ନାମ କେଦାରେଶ୍ବର ହୋଇଅଛି। ଏହି ଲିଙ୍ଗ ଦଶଲକ୍ଷ ଶିବ ଲିଙ୍ଗଙ୍କ ସମାହାର ଅଟେ। ଯେତେବେଳେ ହିମାବନ ନିଜ ପୁତ୍ରୀ ପାର୍ବତୀ ଓ ଜ୍ୱାଇଁ ମହେଶ୍ୱରଙ୍କୁ ଦେଖା କରିବାକୁ ଏକାମ୍ରକୁ ଆସିଲେ…