Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଆମର ଓ ଜଗାର ଅଭିଧାନ ତଥା ଶବ୍ଦାଦି ମଧ୍ୟରେ କେତେକ ଭିନ୍ନତା ରହିଛି । ଆମେ ପ୍ରଜା ସେ ରଜା, ରଜାଙ୍କ ପରି ସହସ୍ରାଧିକ ଵର୍ଷକାଳ ଶଵର ଓ ଓଡ଼ିଆଙ୍କ ଦ୍ଵାରା ପୂଜିତ ହୋଇଆସୁଛି ସେଇ କଳାଵଦନ ନୀଳାଚଳିଆ । ରଜାଙ୍କ ଦୈନନ୍ଦିନ ଜୀଵନ, ରୀତିନୀତି, ଚଳଣି ଇତ୍ୟାଦିସାଧାରଣ ଜନତାଙ୍କଠାରୁ…

By: Rusiraj Pattanayak The former capital of Mayurbhanj State was founded by Maharaja Harihar Bhanja in the year 1400 A.D and the magnificent brick of Rasikaraya Temple is regarded as a vestige of the glorious deeds of the Bhanja Rulers.…

By: Rusiraj Pattanayak Kaptipada Estate in the district of Mayurbhanj was a separate Estate till its merger with Mayurbhanj in1890. From 1890, Kaptipada was continuing as a Sarbarakar under the rulers of Mayurbhanj. The ancient history of Kaptipada Estate is…

ଲେଖା: ନିରଞ୍ଜନ ସାହୁ (ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସ୍ଵରୋତ୍ତଳନ କରୁଥିବା ଜଣେ ଯୁବକକୁ ପ୍ରଲୋଭନ ଦେଖାଇ ସେଦିନର ଇଂରେଜ ସରକାର ଡେପୁଟି ମାଜିଷ୍ଟ୍ରେଟ ଚାକିରୀ ପାଇଁ ମନୋନୀତ କରିଥିଲେ । ସେହି ଯୁବକର ଉତ୍ତର ଥିଲା, “ମୋତେ ଯଦି ବଡ଼ଲାଟ୍ କରାଯାଏ, ତାକୁ ମଧ୍ୟ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।” ଏହା ଥିଲା…

ଲେଖା: ଋଷିରାଜ ପଟ୍ଟନାୟକ ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା, କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀ, ଆଳି ରାଜବଂଶରେ ଦେବବଂଶୀ ଓ କନିକା ରାଜବଂଶରେ ଭଞ୍ଜବଂଶୀ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜେୟ ସ୍ୱାଧୀନଚେତା ରାଜା ବଳଭଦ୍ର ଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା…

ଅକ୍ଷୟ ଓଝା ଆମ ଗାଆଁ ମୁଣ୍ଡରେ ପରିତ୍ୟକ୍ତ ଘରଟିଏ । ଭାଙ୍ଗି ଆସୁଥିବା ମାଟି କାନ୍ଥ । ମାଟି ଖୁପୁରୀରେ ଛାଆ ହେଇଥିବା ଛପର ଜରାଜୀର୍ଣ୍ଣ ଘର ଟିଏ । ଭଗ୍ନ ସ୍ତୁପ ପରି ଛଡା ହେଇଛି କେଉଁ କାଳରୁ । ଅଲରା ବଲରା ସରୀସୃପଙ୍କ ଆଡ୍ଡା । ପାଖରେ ଖୁବ ଡର ଲାଗେ ।…

ଲେଖା: ମିହିର ପଟ୍ଟନାୟକ ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ନାମ ହେଉଛି ପୁରୁଷୋତ୍ତମ, ହେଲେ ସାଧାରଣ ଭାବେ ଯଦି ମହାପ୍ରଭୁଙ୍କ ପ୍ରଥମ ନାମ ସମ୍ପର୍କରେ କାହାକୁ ପଚରାଯାଏ ତେବେ ସେ ନିଶ୍ଚିତ କହିବ ନୀଳମାଧବ, ନ ହେଲେ ମାଧବ । ଏହି ନାଁଟି ହିଁ ଶାବରୀୟ ସଭ୍ୟତା ଓ ଆର୍ଯ୍ୟ ସନାତନୀ ସଭ୍ୟତାର ସମନ୍ୱୟ ସେତୁ।…

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବଜାରରେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ନିର୍ମିତ ଜଗନ୍ନାଥ ମନ୍ଦିର ଓଡ଼ିଶା କଳା ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ ଅଟେ। ଜଗନ୍ନାଥ ସଂସ୍କୃତିର ଇତିହାସ ଅତି ପ୍ରାଚୀନ। ଇତିହାସର ତଥ୍ୟ ଅନୁସାରେ କୁଷାଣ ରାଜତ୍ଵ କାଳରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ସମୟରେ ଶ୍ରୀକୃଷ୍ଣ, ବଳରାମ ଓ…

ଲେଖା: ଅରବିନ୍ଦ ମହାନ୍ତି ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରତିପଦରୁ ନବଦିନାତ୍ମକ ପୂଜା ଆରମ୍ଭ ହୁଏ। ଏହା ଶାରଦୀୟ ନବରାତ୍ରୀ ନାମରେ ପ୍ରସିଦ୍ଧ। ସିଂହବାହିନୀ ଦେବୀ ଦୁର୍ଗା ଏବର୍ଷ ଗଜବାହନରେ ବିଜେ କରିଅଛନ୍ତି। ବର୍ଷଟି କିପରି କଟିବ ଦେବୀଙ୍କ ବାହାନ ଉପରେ ନିର୍ଭର କରିଥାଏ ବୋଲି ଭକ୍ତମାନେ ବିଶ୍ୱାସ ରଖିଥାନ୍ତି। ବିଶ୍ୱାସ ରହିଛି ଯେ ନବରାତ୍ରୀର ପ୍ରଥମ…