Physical Address
Sai Samarpanam, Satya Vihar, Bhubaneswar

~ ୧୫ ଅଗଷ୍ଟ ୧୯୪୭ ~ ସୌରଭିତ ସୃଷ୍ଟି: ପଦ୍ମଶ୍ରୀ ଡ. ସଚ୍ଚି ରାଉତରାୟ ଦୀର୍ଘ ଶତାବ୍ଦୀର ଔପନିବେଶିକ ଶାସନାଧୀନ ରହି ନାନାବିଧ ଘଟଣାଘଟଣରେ ଭାରତୀୟ ସଭ୍ୟତାର ପଟ୍ଟପରିବର୍ତ୍ତନ ହେଇ ସାରିଥାଏ। ପ୍ରଥମେ ଦୁର୍ଦ୍ଧର୍ଷ ଜେନେରାଲ୍ ରବର୍ଟ କ୍ଲାଇଭଙ୍କ ସହ ମିଶି ବିଶ୍ଵାସଘାତକ ସାଜିଥିଲେ ମୀର୍ ଜାଫର୍, ବଙ୍ଗ ନବାବଙ୍କ ସେନାଧ୍ୟକ୍ଷ। ଏହି ବିଶ୍ଵାସଘାତକର ରାଜ୍ୟ-ପିପାସାର…

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ। ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି। ତେଣୁ ତାଙ୍କର ମହତ୍ତ୍ୱ ତ୍ରିଦେବଙ୍କ ପରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ମହାମୁନି କଶ୍ୟପଙ୍କ ଔରସରୁ ଏବଂ…

ଲେଖା: ହରେକୃଷ୍ଣ ସାହୁ ଏଇଠି ଠିଆ ହୋଇ ଚାହିଁଲେ ଘଞ୍ଚ ଗଛଲତାର ମଥାନ ଉପରେ ଫର ଫର ହୋଇ ଉଡ଼ୁଥିବ ନାଲିଆ ପତାକାଟିଏ। ସେଇଟି ହେଲା ଆମ ଗାଁ ଇଷ୍ଟଦେବତା ରଘୁନାଥ ମନ୍ଦିରର ନେତ। ସେହି ଗଛର ଗହଳି ଭିତରେ ଲୁଚିଛି ଆମ ଗାଁ। ମୋର ଭାରି ପ୍ରିୟ। ମୋ ଗାଁ ମୁଗପାଳ। ଓଡ଼ିଶାର ସବୁ…

ଲେଖା: ଅରବିନ୍ଦ ମହାନ୍ତି ଶଙ୍କରଙ୍କ କ୍ଷେତ୍ରେ ପୁଣି ତାଙ୍କ ପୁତ୍ରଙ୍କ ଉପସ୍ଥିତି ନଥିବ ତାହା କେବେ ସମ୍ଭବ ନୁହେଁ। ଯେଉଁଠାରେ ଶିବାଳୟ ଥିବ ସେଠାରେ ଅଗ୍ରପୂଜ୍ୟ ଶ୍ରୀବିନାୟକଙ୍କ ଉପସ୍ଥିତି ନିଶ୍ଚୟ ରହିଥିବ। ଶ୍ରୀ ଦେଉଳର ବେଢା ମଧ୍ୟରେ ଦୃଶ୍ୟମାନ ଦୁଇଟି ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ସୁଦୃଶ୍ୟ ମନ୍ଦିର ରହିଅଛି। ~ ଏକାମ୍ରରେ ଶ୍ରୀଗଣେଶ ୧. ସିଦ୍ଧି…

~ ଶ୍ୟାମସୁନ୍ଦର ରାଜଗୁରୁ ~ ଲେଖା: ଅମୃତେଶ ଖଟୁଆ “ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର, ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି, ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି। ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ, ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ। × × …

~ ଚରମପତ୍ର ~ ସୌରଭିତ ସୃଷ୍ଟି: ବିପ୍ଳବୀ କବି ରବି ସିଂ ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ! ଆଗାମୀ ଚବିଶ ଘଣ୍ଟା ଭିତରେ ଆଗାମୀ କାଲିର ଏହି ପ୍ରଭାତରେ ଖାଲିକର ତମେ ଗୋଲୋକ-ସିଂହାସନ ଘେନ ଭଗବାନ, ଚରମ ପତ୍ର ଘେନ।ଛାଡିଦିଅ ତୁମ ହାତରୁ ବିଶ୍ଵ-ସଂସାର-ଦଣ୍ଡ, ଡୋରି! ନହେଲେ…

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଉତ୍କଳ ସମ୍ମିଳନୀରେ ଗାନ ହେବା ନିମିତ୍ତ ଏହି ଭାରତ ଗୀତିକା ରଚନା କରିଥିଲେ କବିବର ରାଧାନାଥ ରାୟ । ୧୯୦୮ ମସିହା ଏପ୍ରିଲ ମାସରେ ପୁରୀ ନଗରୀରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ତିନି ପଦ ଯୁକ୍ତ ହୋଇଥିଲା ଏହି ଭାରତ…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

ଲେଖା: ନିରଞ୍ଜନ ସାହୁ “ଚରମ ପତ୍ର ଦେଲି ଭଗବାନ ଚରମ ପତ୍ର ଘେନ ! ଆଗାମୀ ଚବିଶ ଘଣ୍ଟା ଭିତରେ , ଆଗାମୀ କାଲିର ଏଇ ପ୍ରଭାତରେ ଖାଲି କର ତମେ ଗୋଲକ ସିଂହାସନ ଘେନ ଭଗବାନ, ଚରମ ପତ୍ର ଘେନ । ସୂର୍ଯ୍ୟର ମେରୁଦଣ୍ଡ ଉପାଡ଼ି ଈଶ୍ୱର ଶିରେ ପିଟି ଉଠିବି ସେଦିନ ସୌର…

ଲେଖା: ନିରଞ୍ଜନ ସାହୁ ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ ! ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା…