Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କାର୍ଯ୍ୟାଳୟରେ ଥରେ ଜଣେ ଶିକ୍ଷିତ ବିହାରୀ ଭାଇଙ୍କ ସହିତ କଥା ହେଉଥାଏ । କହୁ କହୁ କହିଲେ, ଏଇ କାମରେ ବହୁତ tension, ଆଖି ବୁଜିଵାକୁ ବି ସମୟ ମିଳୁନାହିଁ । ଆମର ଏଠି ଦଶଟା ଝିଅ ହେଲେ ଚିନ୍ତା ବଢ଼େ କିନ୍ତୁ ୟୁରୋପରେ ଦଶଟା ପୁଅ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଘଇତା/ଘଏତା ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଚଳିଆସୁଛି କିନ୍ତୁ ଅଧୁନା ଅନେକ ଓଡ଼ିଆ ଲୋକେ ଏ ଶବ୍ଦକୁ ଅଶ୍ଳୀଳ ଵିଚାର କରୁଅଛନ୍ତି ଓ ଏହି ଶବ୍ଦ ପରିଵର୍ତ୍ତେ ପତି ଓ ସ୍ଵାମୀ ଆଦି ତତ୍ସମ ଶବ୍ଦର ଆଜି ଵିଶେଷ ଭାବେ ପ୍ରୟୋଗ ହୋଇଥାଏ ।…

ଲେଖା: ଶ୍ରୀକାନ୍ତ ସିଂହ ପୁଣ୍ୟତୋୟା ପ୍ରାଚୀନଦୀ ଅବବାହିକାରେ ହାତଗଣତି କେତୋଟି ସୁକ୍ଷ୍ମ କାରୁକାର୍ଯ୍ୟସମ୍ପନ୍ନ ମନ୍ଦିର ନିର୍ମାଣ ହୋଇଛି ତନ୍ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀ ବୁଦ୍ଧନାଥ ମନ୍ଦିର ହେଉଛି ଅନ୍ୟତମ l ଏହି ମନ୍ଦିରଟି ଏକାଦଶ ଶତାବ୍ଦୀରେ ତତ୍କାଳୀନ ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ଯାହାକି…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି। ସେଇଭଳି ହୁଳିଆ, ତଲିସିବା, ସର୍ଚ୍ଚ କରିବା, ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ…

ସୌରଭିତ ସୃଷ୍ଟି: ଡ. ସଚ୍ଚିଦାନନ୍ଦ ରାଉତରାୟ ବହୁବିଧ ସଂସ୍କୃତି, ପରମ୍ପରା ଓ ପାର୍ବଣର ଅନୁଭବ କେବଳ ଓଡ଼ିଶାରେ ହିଁ ଉପଲବ୍ଧ ହୋଇଥାଏ। ସଂସ୍କୃତି-ପରମ୍ପରାରେ ମଗ୍ନ ଏହି ମାଟିର ଅଧିବାସୀ ମାନେ ବିଭିନ୍ନ ପର୍ବପର୍ବାଣି ପାଳନରେ ଦେଶରେ ଆଗୁଆ । ସେଇଥିପାଇଁ ଏଠି ବାର ମାସରେ ତେର ପର୍ବ ! ରଜପର୍ବ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ । ଓଡ଼ିଆ ଭାଷାରେ Whatର…

ଲେଖା: ନିରଞ୍ଜନ ସାହୁ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଙ୍ଗତା ପ୍ରତ୍ୟେକ ଜୀବନରେ ଆସେ – ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଙ୍ଗ ତରୁଣକୁ ଯେଉଁମାନେ ସଖ୍ୟଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା ତା’ ପକ୍ଷରେ କି ବିଚିତ୍ର ବ୍ୟାପାର ?” (ଧୂପ…

ସୃଷ୍ଟି: ଜ୍ଞାନେନ୍ଦ୍ର କୁମାର ପଣ୍ଡା ବ୍ୟାସକବି ଫକୀରମୋହନଙ୍କ ଉପରେ ଆମ ସମୟର ଯୁବକବି ଜ୍ଞାନେନ୍ଦ୍ରଙ୍କର ଏକ ଅନନ୍ୟ ପ୍ରତିବେଦନ ଏଇ କବିତା ‘ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ’ ! ~ ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ ~ କେହି ଯଦି ସତରେ ବଞ୍ଚିଛ ତେବେ ଥରେ ଆସ ଦେଖିବ ସ୍ପଷ୍ଟ ଦିବାଲୋକର ଆକାଶ…

ଲେଖା: ନିରଞ୍ଜନ ସାହୁ ସମାଜସେବା, ସ୍ବଦେଶପ୍ରୀତି, ବଦାନ୍ୟତାର ପ୍ରତୀକ ଏହି ରାଜନ୍ ଙ୍କୁ ୧୮୮୭ ମସିହା ଫେବୃଆରୀ ମାସ ୧୬ ତାରିଖରେ ବ୍ରିଟିଶ ସରକାର ଅତ୍ୟନ୍ତ ପ୍ରୀତ ହୋଇ ଦେଇଥିଲେ ଏକ ସନନ୍ଦ: ROYAL MEMORIAL BEARING SANAND To Raja Shyamananda Dey of Balasore, Orissa I hereby confer upon you…

ଲେଖା: ନିରଞ୍ଜନ ସାହୁ ସେ ଥିଲେ ଜଣେ ଗୃହୀ ବୈଷ୍ଣବ । ବୈଷ୍ଣବ ଜନୋଚିତ ନମ୍ରତାର ପରିଚାୟକ ମଣିଷ ଗୋଟିଏ । ସେଥିପାଇଁ ନିଜର ବାସସ୍ଥାନ, ପରିବାର ସମ୍ପର୍କରେ ଏକାନ୍ତ ଭାବରେ ନୀରବ । ତେଣୁ ରହସ୍ୟ ଘେର ଭିତରେ ରହିଗଲେ ରହସ୍ୟ ମଞ୍ଜରୀର କବି । ଏମିତିକି ତାଙ୍କର କାଳ ନିରୂପଣ ମଧ୍ୟ ଆଜି…