Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଚୀନର ଜଣେ ଵୀରାଙ୍ଗନା 花木蘭 (ହୁଆ ମୁଲାନ)ଙ୍କୁ ଅଳ୍ପ ବହୁତେ ସମସ୍ତେ ଜାଣିଥିଵେ । ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ Guo Maoqian ପ୍ରଥମେ ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ । ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ “ଉତ୍ତର…

ଲେଖା: ଶିଶିର ସାହୁ ମନୋଜ ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା । କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା:…

ଲେଖା: ଶିଶିର ସାହୁ ମନୋଜ ଭିତରେ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାଵ ଥାଇ ଯେଉଁ ଲୋକ ଦେଖାଣିଆ କଳିଗୋଳ ଲାଗନ୍ତି ସେଇ ପ୍ରକାରର କଳି ଝଗଡ଼ାକୁ ଠକାର କଳି କୁହନ୍ତି । ଆମ୍ଭ ଦେଶରେ ଅତି ବୁଦ୍ଧିଆ ଲୋକଙ୍କ ଠାରୁ ଵିଧାନସଭା ଓ ସଂସଦଭଵନର ନେତା ଯାଏଁ ଏଭଳି ଅସଂଖ୍ୟ ଲୋକ ଅଛନ୍ତି ଯେଉଁମାନେ ଦାଣ୍ଡରେ ବାଟରେ…

ଲେଖା: ଶିଶିର ସାହୁ ମନୋଜ ସରକାର କିଂଵା ଅନ୍ଯ ସକ୍ଷମ ପ୍ରାଧିକରଣ ଦ୍ଵାରା କୌଣସି ଵ୍ଯକ୍ତି ଅଥଵା ପ୍ରତିଷ୍ଠାନକୁ ଵ୍ଯାପାର, ଵ୍ଯଵସାୟ ଅଵା ଉଦ୍ଯୋଗ ସ୍ଥାପିତ କରିଵା ପାଇଁ ଦିଆଯାଉଥିଵା ଅନୁମତିପତ୍ରକୁ ଲାଇସେନ୍ସ (License) କୁହାଯାଏ । ସ୍ଵାମ୍ଯ (petent) ଵା ରାଜପ୍ରଦତ୍ତ ଅଧିକାର ଥିଵା ଵ୍ଯକ୍ତି ଦ୍ଵାରା ନିଜ ଵସ୍ତୁ, ପ୍ରକ୍ରିୟା ଵା ଡିଜାଇନ…

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ! ~ ଉତ୍କଳ ଆହ୍ୱାନ ~ ଉଠ ହେ ଉତ୍କଳବାସୀ, ଦୂରେ ଫିଙ୍ଗି ଦୁଃଖରାଶୀ, ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା ବିଶ୍ଵରାଣୀ ବାଣୀ-ବୀଣା ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ ! ଅଶୋକ ଅଭୟ ସେ ସଂଗୀତ,…

ଲେଖା: ଶିଶିର ସାହୁ ମନୋଜ ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି । କଳାହାଣ୍ଡୀରେ ମାଗଣା ଅର୍ଥରେ ଉଖ୍’ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ; ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍’ଲା ହେଵା ଅର୍ଥ ମାନ ମହତ ପଦାରେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପ୍ରଶ୍ନଟିଏ, ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ? ଉତ୍ତର: ଦେଶଜ ସରଗମ୍ ଶବ୍ଦଟି ବୈଦେଶିକ ଶବ୍ଦ ଭଳି ପ୍ରତିଭାତ ହୁଏ କିନ୍ତୁ ଏହା ଭାରତୀୟ ଶବ୍ଦ ଅଟେ। ହିନ୍ଦି ଶବ୍ଦସାଗର ଅଭିଧାନ ଅନୁସାରେ ସଂଗୀତରେ ସାତସ୍ୱରର ଆରୋହଣ-ଅବତରଣର କ୍ରମକୁ ସରଗମ୍ କୁହାଯାଏ। ପୂର୍ଣ୍ଣଚନ୍ଦ୍ର…
ଲେଖା: ଶିଶିର ସାହୁ ମନୋଜ ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରାକୁ ଖାଞ୍ଚା କୁହନ୍ତି । ଝୁଡ଼ି, ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି, ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କଇଁଚି…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାର କେତେକ ଅଞ୍ଚଳରେ ladle spoon ବା ଡଙ୍କି କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା = ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ । ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ…

ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା…