Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ “ଉତ୍କଳର ପୂର୍ବ-ସ୍ମୃତି-ପୂତ, ବାରବାଟୀ ଆଜ ସାଜେ ସଜ୍ଜୀଭୂତ। ଐତିହାସିକ ଏ ଦୁର୍ଗ ବାରବାଟୀ, ବୀର ରକ୍ତପିଣ୍ଡେ ଗଢା ଯାର ମାଟି। ବାରବାଟୀ ଯହିଁ ମନ-ସ୍ମୃତି-ପୋତେ, ବାହିଯାଏ ପ୍ରତିଲୋମେ କାଳସ୍ରୋତେ। କାଳେ କାଳେ କେତେ ଦେଖି ଯେ ଆସିଲା, ନଶ୍ଵର ନରର ଗରିମାର ଲୀଳା !” (କବିବର ରାଧାନାଥ ରାୟ କୃତ ‘ଦରବାର’)…

ଲେଖା ଦେଵ ତ୍ରିପାଠୀ ୧୯୦୩ ମସିହା । ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ !…

ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…

ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ମଣିମା ଶବ୍ଦର ପ୍ରୟୋଗ ହୋଇଥାଏ । ଏହି ମଣିମା ଶବ୍ଦର ମୂଳକୁ ନେଇ ଅନେକ ମତ ରହିଛି । ଯଥା: ଆରଵୀ ମୂଳରୁ: ଆରଵୀରେ ମୁନିମା ଶବ୍ଦରୁ ମୁନିବ ଶବ୍ଦ ଆସିଅଛି । ଏହି ଶବ୍ଦରୁ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ମଣିମା ଶବ୍ଦ ସୃଷ୍ଟି ହୋଇଥାଇପାରେ ।…

ଲେଖା: ଶିଶିର ସାହୁ ମନୋଜ ଆଜି ଭାରତଵର୍ଷରେ City ପାଇଁ ଵୈଦେଶିକ “ସହର” ଶବ୍ଦଟେ (ନଗର) ଆସି ବହୁପ୍ରଚଳିତ ହେଲାଣି । ପ୍ରାଚୀନ ଵୈଦିକକାଳରେ କିନ୍ତୁ ନଗର/ସହର ଓ ଗାଆଁ ଭେଦ ନଥିଲା ତେଣୁ ମାନବ ଆପଣା ଜନଵସତିକୁ ସାଧାରଣତଃ ଜନପଦ କହୁଥିଲା । ସମୟ ସହିତ ଗାଆଁ ନଗରର ଭେଦ ଉତ୍ପନ୍ନ ହେଲା । ଏମିତି…

ଲେଖା: ଶିଶିର ସାହୁ ମନୋଜ ଆଜିକାଲିରେ କିଛି ସରକାରୀ ଚାକିରିଆ, ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ…

ଲେଖା: ଶିଶିର ସାହୁ ମନୋଜ Buprestidae ପରିଵାରର ପୋକଗୁଡି଼କୁ ଇଂରାଜୀରେ jewel beetles ଓ ଆମ ଭାଷାରେ ଗୁଞ୍ଜରା ଵା ଗୁଞ୍ଜୁରା କୁହାଯାଏ । ଯେମିତି ଜୀଵ ଭେଦରେ ଉକୁଣୀଙ୍କ ଵିଭିନ୍ନ ଜାତି ରହିଛି ଠିକ୍ ସେଇଭଳି ଵୃକ୍ଷଭେଦରେ ଭିନ୍ନ ଭିନ୍ନ ଗୁଞ୍ଜରା ଦେଖାଯାଇଥାନ୍ତି । ଏହି ଜୀଵପରିଵାରର Sternocera ଜାତୀୟ ପୋକଙ୍କୁ ଆମେ ଚାକୁଣ୍ଡାଦି…

ଲେଖା: ଶିଶିର ସାହୁ ମନୋଜ ଶିକ୍ଷିତ ଓଡ଼ିଆ ଲୋକଙ୍କ ମଧ୍ୟରେ ସଂଧ୍ୟା ଓ ସନ୍ଧ୍ୟା ମଧ୍ୟରେ କେଉଁଟି ଶୁଦ୍ଧ ଓ ସଠିକ ବୋଲି ବହୁ ଦିନ ହେବ ଏକ ଅନ୍ତହୀନ ତର୍କ ଵିତର୍କ ଲାଗିରହିଛି ! ଓଡ଼ିଆ ଲୋକେ ସାଧାରଣତଃ ସନ୍ଧ୍ୟା ଉଚ୍ଚାରଣ ଅନୁସାରେ ଲେଖିଥାନ୍ତି, ପୁଣି ବହୁ ଆଧୁନିକ ଭାଷାବିତ ମଧ୍ଯ ଏହାକୁ ଵ୍ୟାକରଣସିଦ୍ଧ…

ଲେଖା: ଶିଶିର ସାହୁ ମନୋଜ ସମ୍ବଲପୁରୀରେ ପ୍ରଚଳିତ ଖରନ୍ ଶବ୍ଦର ମୂଳ ଖର ଏଵଂ ଏହି ଶବ୍ଦରୁ ଏ ଶବ୍ଦଟି ଆସିଛି । ମୁର୍ଦଙ୍ଗରେ ଖର ଦେଵା ଓ ଉତ୍ପାତ ହେଲେ ଖର ଛଡା଼ତେଲ ପିଟାମରା କରି ଦେଵା ହେଉଛି ଏହି ଖରନ୍ ଶବ୍ଦର ମୁଖ୍ୟ ଅର୍ଥ । ଏଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ…

ଲେଖା: ଶିଶିର ସାହୁ ମନୋଜ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଯେତେବେଳେ ଆଭ୍ୟନ୍ତରୀଣ ବିରୋଧ ହେତୁରୁ ଦିଗହରା ହୋଇଯାଇଥିଲା, ସେତେବେଳେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଏହା ନବପଥରେ ଅଗ୍ରସର ହୋଇଥିଲା । ମଧୁସୂଦନ ଦାସ ଓଡ଼ିଶାରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଓଡ଼ିଆ ସ୍ଵାଭିମାନୀ ସ୍ଵଭାଵ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ଯୋଉ…