Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅଂଶୁମାନ ମହାରଣା ନିଃସନ୍ଦେହରେ ଏହା କୁହାଯାଇ ପାରେ ଯେ, ମଧୁବାବୁ ଓଡ଼ିଆ ଜାତୀୟତାବାଦର ଜଣେ ନିଖୁଣ ଶିଳ୍ପୀ । ଜାତୀୟଗୌରବ ମଧୁସୂଦନଙ୍କୁ ବାଦ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା କରାନଯାଇ ପାରେ ।…

ଲେଖା: ନିରଞ୍ଜନ ସାହୁ ଭାରତବର୍ଷର ଉତ୍କଳ ଖଣ୍ଡରେ ବହୁ ସାଧୁ, ସନ୍ଥ ଜନ୍ମ ନେଇ ଏହାର ସଂସ୍କୃତି, ଧର୍ମ, ସାମାଜିକ ପ୍ରଥା, ସାହିତ୍ୟ ଇତ୍ୟାଦିକୁ ପ୍ରଭାବିତ କରିବା ସହ ଅନେକ କିଛି ଦାନ କରିଯାଇଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟ, ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ତେବେ ଆଲୋଚନା, ପର୍ଯ୍ୟାଲୋଚନାର କ୍ଷେତ୍ରକୁ…

ଗବେଷଣା ଓ ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ ସାଧାରଣତଃର ଗଞ୍ଜାମିଆ ଓ କୋରାପୁଟିଆ ଲୋକଙ୍କୁ ମାନକ ଓଡ଼ିଆ ଭାଷୀଙ୍କଠାରେ ତାତ୍ସଲ୍ୟର ପାତ୍ର ହେବାକୁ ପଡ଼େ। କେତେବେଳେ ଯଦିଓ କେହି “ମୁଁ ଖାଇବି ନାହିଁ”କୁ “ମୁଁ ଖାଇବାର ନାହିଁ” କହିଦିଅନ୍ତି, ତେବେ ଦକ୍ଷିଣ ଓଡ଼ିଶାର ଲୋକଟିକୁ ଅନେକ ହସରେ ଉଡ଼ାଇ ଦିଅନ୍ତି । ତେବେ ସତରେ କଣ ଦକ୍ଷିଣ…
ଲେଖା: ନୂର ନିରଞ୍ଜନ ଗାଙ୍ଗପୁର ରାଜ୍ୟ । ଅଧୁନା ସୁନ୍ଦରଗଡ଼ ଓ ପାନପୋଷକୁ ନେଇ ଗଠିତ ହୋଇଥିଲା ଗାଙ୍ଗପୁର ରାଜ୍ୟ। ଏହା ସେତେବେଳେ ଥିଲା ସମ୍ବଲପୁର ଅଧୀନରେ। ମାତ୍ର ୧୯୦୫ ମସିହାରେ ଏହି ରାଜ୍ୟ ଛୋଟନାଗପୁର ଅଞ୍ଚଳର ପରିସରଭୁକ୍ତ ହେଲା ଓ ଜଣେ ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଲା । ଏହି ରାଜ୍ୟର ଅଧିକାଂଶ…

ଲେଖା: ଦେଵ ତ୍ରିପାଠୀ ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ ପରିବାରକୁ ଦାରିଦ୍ର୍ୟ, ପୀଡ଼ନ…

ଲେଖା: ଦେଵ ତ୍ରିପାଠୀ ୧୮୩୭ ସନ୍ । କଟକ । ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ଏବଂ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ ଦିଗରେ ବ୍ରିଟିଶ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ନିଶ୍ଚିତଭାବେ ଥିଲା ପ୍ରଶଂସନୀୟ । ସେତେବେଳେ ଓଡ଼ିଶାରେ ଛାପାଖାନା ନ ଥିଲା ! ଓଡ଼ିଆ ପୁସ୍ତକର ଅଭାବ ଥିଲା, ଓଡ଼ିଆ ପିଲାଏ ବିଦ୍ୟାଳୟରେ ବଙ୍ଗାଳୀ ପୁସ୍ତକମାନ…

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ । ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥାଏ । ତାହା ହେଲା ! “ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? କେତୋଟି ମାତ୍ରା ଵା କାର ଓ କେତେଗୋଟି ଫଳା ରହିଛି ?” ଏ ଵିଷୟରେ ଏକ ଗବେଷଣାଲବ୍ଧ ତଥ୍ୟ ଏଠାରେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଗାଈଘିଅ । ଏହାକୁ ସଂସ୍କୃତରେ ଗବ୍ୟଘୃତ କୁହାଯାଉଥିଲା । ପଞ୍ଚଗବ୍ୟର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ୟର ନାମ ଦୁଗ୍ଧ(କ୍ଷୀର), ଦଧି(ଦହି), ଘୃତ(ଘିଅ), ଗୋମୁତ୍ର, ଗୋବର ! ଆମିକ୍ଷା ବା ଛେନା ଯେହେତୁ ଏକ ଯୌଗିକ(ଦହିରେ କ୍ଷୀର ମିଶାଇ କରାଯାଏ) ତେଣୁ ଏହାକୁ ପଞ୍ଚଗବ୍ୟର…