ପର୍ଯ୍ୟଟନ କ୍ଷେତ୍ର

ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠ

ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠ

ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦)…

4 years ago
ପୁଳିନ୍ଦେଶ୍ୱର ମନ୍ଦିରପୁଳିନ୍ଦେଶ୍ୱର ମନ୍ଦିର

ପୁଳିନ୍ଦେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ରାକଳ ଗ୍ରାମରେ ପ୍ରାଚୀନ ଶୈବପୀଠ ପୁଳିନ୍ଦେଶ୍ୱର ମନ୍ଦିର ଅବସ୍ଥିତ। ଇତିହାସର ତଥ୍ୟ ଅନୁସାରେ ଏହି ପ୍ରାଚୀନ ଶୈବପୀଠଟି ଭୌମକରମାନଙ୍କ…

4 years ago
ପୂର୍ଣ୍ଣେଶ୍ୱର ମନ୍ଦିରପୂର୍ଣ୍ଣେଶ୍ୱର ମନ୍ଦିର

ପୂର୍ଣ୍ଣେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ନିମାପଡ଼ା ବଜାରରୁ ଚରିଛକ ରାସ୍ତାରେ ୪ କି.ମି. ଯିବା ପରେ ସେଠାରୁ ୨ କି.ମି. ବାମକୁ ଗଲେ ଭିଲିଦେଉଲି ଗ୍ରାମ ଅବସ୍ଥିତ।…

4 years ago
ଅଳକାଶ୍ରମଅଳକାଶ୍ରମ

ଅଳକାଶ୍ରମ

ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ…

4 years ago
ବିରଜାପୀଠବିରଜାପୀଠ

ବିରଜାପୀଠ

ଲେଖା: ଦେଵ ତ୍ରିପାଠୀ "ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍, କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II" ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ…

4 years ago
ବାଲେଶ୍ଵରବାଲେଶ୍ଵର

ବାଲେଶ୍ଵର

ଲେଖା: ଦେଵ ତ୍ରିପାଠୀ ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ…

4 years ago
ସ୍ବରାଜ ଆଶ୍ରମସ୍ବରାଜ ଆଶ୍ରମ

ସ୍ବରାଜ ଆଶ୍ରମ

ଲେଖା: ଦେଵ ତ୍ରିପାଠୀ କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି…

4 years ago
ପଶ୍ଚିମେଶ୍ବରପଶ୍ଚିମେଶ୍ବର

ପଶ୍ଚିମେଶ୍ବର

ଲେଖା: ଶ୍ରୀକାନ୍ତ ସିଂହ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା, ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ କଳିଙ୍ଗ…

4 years ago
ତଳମୂଳତଳମୂଳ

ତଳମୂଳ

ଲେଖା: ରବୀନ୍ଦ୍ର କୁମାର ରଣା ଅନୁଗୁଳ ଜିଲ୍ଲାର ଏକ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ଗ୍ରାମ ହେଉଛି ଗଡ଼ତଳମୂଳ। ଏହି ଗ୍ରାମରେ ଦଶମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ…

4 years ago
ଚାଟେଶ୍ୱର ମନ୍ଦିରଚାଟେଶ୍ୱର ମନ୍ଦିର

ଚାଟେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଚାଟେଶ୍ୱର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ l ଏହି ମନ୍ଦିରଟିକୁ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରାଇଥିଲେ l…

4 years ago