All Rights ReservedView Non-AMP Version
  • Homepage
  • ପର୍ଯ୍ୟଟନ ଆକର୍ଷଣ
  • ପର୍ଯ୍ୟଟନ କ୍ଷେତ୍ର
ପର୍ଯ୍ୟଟନ କ୍ଷେତ୍ର

ବାଲେଶ୍ଵର

ଲେଖା: ଦେଵ ତ୍ରିପାଠୀ

ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା !

କିନ୍ତୁ ଆମ ବୁଦ୍ଧିଜୀବିମାନେ?

ସେମାନେ ଭୁଲି ଯାଆନ୍ତି ଯେ, ସୁଦୀର୍ଘ ବେଳାଭୂମି, ସ୍ଥିତପ୍ରଜ୍ଞ ଅର୍କକ୍ଷେତ୍ର, ଶ୍ରୀମୟ ଶ୍ରୀକ୍ଷେତ୍ର ବାହାରେ ରହିଛି ସ୍ନିଗ୍ଧ ଭିତରକନିକା, ଶାନ୍ତ ମହେନ୍ଦ୍ରଗିରି, ଅପରୂପା ଚିଲିକା, ଶ୍ୟାମଳୀ ନୃସିଂହନାଥ, ଶୋଭାମୟ ଦେଓମାଳି, ଅଜସ୍ର ପର୍ବତ, ନଦୀନିର୍ଝର ପରି ଅସୁମାରୀ ସମ୍ପଦରେ ମଣ୍ଡିତ ଅନିନ୍ଦ୍ୟ ସୁନ୍ଦରୀ ଓଡିଶା ।


ଶିମିଳିପାଳର ଭୀମକାନ୍ତ ରୂପଠାରୁ କଟକ ବାଲିଯାତ୍ରାର ଗାରିମା, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜିର ଅହିଂସା ଓ ଶାନ୍ତିର ବାର୍ତ୍ତା ଆଣିଦିଏ ଗଭୀର ପ୍ରଶାନ୍ତି ।ବିଭିନ୍ନ ଜିଲ୍ଲାରେ ପରିଦୃଷ୍ଟ ଜଣାଅଜଣା ଅନେକ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଅବତାରଣା ଲକ୍ଷ୍ୟରେ ଆମେ ଏଠାରେ ପରଷିଦେଉଛୁ ଅନନ୍ୟ ବ୍ୟାସଭୂମି ବାଲେଶ୍ଵର ଜିଲ୍ଲା !


~ ବାଲେଶ୍ୱର ଜିଲ୍ଲାର ଦର୍ଶନୀୟ ସ୍ଥାନ ~
୧. ଚାନ୍ଦିପୁର ବେଳାଭୂମି
୨. ପଞ୍ଚଲିଙ୍ଗେଶ୍ୱର ଶୈବପୀଠ
୩. ନୂଆ ବଜାର ଝାଡେଶ୍ୱର ମନ୍ଦିର
୪. ପୁରୁଣା ବାଲେଶ୍ବର ବାଣେଶ୍ୱର ମନ୍ଦିର
୫. ଶେରଗଡ ଖେଜୁରେଶ୍ୱର ମନ୍ଦିର
୬. ବର୍ଦ୍ଧନପୁର ମଣିନାଗେଶ୍ୱର ମନ୍ଦିର
୭. ନୀଳଗିରିର ସ୍ବର୍ଣ୍ଣଚୂଡ ପର୍ବତ
୮. କୁଲଡ଼ିହା ଅଭୟାରଣ୍ୟ
୯. ଶୁଆଶାରୀ ଝରଣା
୧୦. ନୀଳଗିରି ଜଗନ୍ନାଥ ମନ୍ଦିର
୧୧. ବାଲଗୋପାଲପୁର ଇମାମି ଜଗନ୍ନାଥ ମନ୍ଦିର
୧୨. ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର
୧୩. ଡଗରା ବେଳାଭୂମି
୧୪. ତାଳସାରି ବେଳାଭୂମି
୧୫. ଚନ୍ଦନେଶ୍ଵର ମନ୍ଦିର
୧୬. ଚନ୍ଦନେଶ୍ବର ଭୂଷଣ୍ଡେଶ୍ଵର ମନ୍ଦିର
୧୭. ସୁନହଟ ଭୁଜାଖିଆପୀର
୧୮. ଖୁମଖୁଟ୍ ଡ୍ୟାମ୍
୧୯. ସିନ୍ଧୁଆ ଡ୍ୟାମ୍
୨୦. ଦାମୋଦରପୁର ଶ୍ୟାମସୁନ୍ଦର ରାଧାକୃଷ୍ଣ ମନ୍ଦିର

୨୧. ଓଡିଶା ପ୍ଲାଷ୍ଟିକ୍ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିର
୨୨. ବାଲିଆ କାଳିଦାସପୁର ରାମେଶ୍ବର ମନ୍ଦିର
୨୩. ମିତ୍ରପୁର ବ୍ଲୁ ଲେକ୍
୨୪. ମଲ୍ଲିକାଶପୁର ଫକୀରମୋହନଙ୍କ ଜନ୍ମସ୍ଥାନ
୨୫. ମୟୂ୍ରଗ୍ରାମ ଶ୍ରୀଧରସ୍ବାମୀଙ୍କ ଜନ୍ମସ୍ଥାନ
୨୬. ରେମୁଣା ପଣ୍ଡିତ ବଳଦେବ ବିଦ୍ୟାଭୂଷଣଙ୍କ ଜନ୍ମସ୍ଥାନ
୨୭. ବାରବାଟୀ ବାଲିଘାଟ
୨୮. ଧୋବଶିଳା ମହାପର୍ବତେଶ୍ବରୀ
୨୯.  ସଜନାଗଡ ଭୂଦ୍ଧାରଚଣ୍ଡୀ
୩୦. ନୀଳଗିରି ରାଜପ୍ରାସାଦ
୩୧. ଚଷାଖଣ୍ଡର ବାଘାଯତୀନ ସହିଦ୍ ସ୍ଥଳ
୩୨. ରାଇବାଣିଆ ଦୁର୍ଗ
୩୩. ମିତ୍ରପୁର ରାମ ମନ୍ଦିର
୩୪. ଶାଳବଣୀର ୨୪ ଫୁଟ ଉଚ୍ଚତା ବିଶିଷ୍ଟ ଆଦିବାସୀଙ୍କ ଦ୍ବାରା ପୂଜାର୍ଚ୍ଚନା ହେଉଥିବା  ଶିବଲିଙ୍ଗ, ମୁକ୍ତାକାଶ ଆଦିବାସୀ ଚିତ୍ରକଳା ବିଦ୍ୟାଳୟ, ଅନନ୍ୟ ଭୂମିଜ ଜନଜାତିଙ୍କ ପତ୍ର ହସ୍ତକଳା ଓ ପାରମ୍ପାରିକ ନୃତ୍ୟ
୩୫. ସୋଣ, ଗଙ୍ଗାହାର ଓ ବଳଙ୍ଗ ନଦୀ ସମୁହର ମିଳନ ସ୍ଥଳୀ ‘ତ୍ରୀବେଣୀ ତୀର୍ଥ’
୩୬. ଦୁବୁଲାଗଡି ବେଳାଭୂମି
୩୭. ଉତ୍କଳା ଶିଳ୍ପଗ୍ରାମ ଓ ନୋସି ବିଜନେସ୍ ପାର୍କ
୩୮. ଇଞ୍ଚୁଡ଼ିର ଲବଣ ସତ୍ୟାଗ୍ରହ ସ୍ଥଳୀ
୩୯. କୁପାରୀର ଶୂନ୍ୟମଣ୍ଡପ
୪୦. ଅମ୍ବିକା ମନ୍ଦିର
୪୧. ଶାରୀଶୁଆ ପାହାଡ଼
୪୧. ଲିଭିଂ ମ୍ୟୁଜିଅମ୍
୪୨. କୋଶମ୍ବ ନଗରର ଦୁବଲାଗଡ଼
୪୩. ଲଙ୍ଗଳେଶ୍ବର
ଇତ୍ୟାଦି ଇତ୍ୟାଦି ଏମିତି ଅନେକ ଦର୍ଶନୀୟ ସ୍ଥାନ ରହିଛି ଅନନ୍ୟ ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାରେ . . . .
ତଥ୍ୟ: Debasis Patra
Images: Google
Spread the love
admin

Next ଝୋଟିଚିତା »
Previous « ସ୍ବରାଜ ଆଶ୍ରମ
Leave a Comment
Share
Published by
admin
Tags: ଅନନ୍ୟ ବ୍ୟାସଭୂମିବାଲେଶ୍ଵର
6 years ago

    Related Post

  • ନୟାଗଡ଼ର ମା’ ମଙ୍ଗଳା
  • ମା’ ଚର୍ଚ୍ଚିକା
  • ସୀତାବିଞ୍ଜ

Recent Posts

  • ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago
  • ଇତିହାସ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago
  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago
All Rights ReservedView Non-AMP Version
  • L