admin

admin

ମା’ ଓଡ଼ିଶା

ସୌରଭିତ ସୃଷ୍ଟି: ଡ଼ଃ ମାୟାଧର ମାନସିଂହ କବିଭୂମି, ଶିଳ୍ପଧାତ୍ରୀ ତୁହିଟି ମା’ ! ବିଶ୍ଵେ ଗରବିଣୀ ! ବୀରମାତା ଉତ୍କଳ ଜନନୀ । ଆଦିମ ତାପସ ଗର୍ଭୁ ଯେବେ ଗୋ ମା’ ବିକାଶ ତୋହରି, ପ୍ରଥମ ଚୂମ୍ବନ – ବ୍ରୀଡା ରବି ଦେଲା ତୋ ଅଙ୍ଗରେ ଭରି, ଆସିଲା ବସନ୍ତ ତହୁଁ କରିବାକୁ ତୋ ବକ୍ଷରେ…

ମାର୍କଣ୍ଡେଶ୍ବର ଦେଉଳ/ଅଷ୍ଟଗ୍ରହପଟି

ଲେଖା: ଅରବିନ୍ଦ ମହାନ୍ତି ସମସ୍ତେ ଜାଣନ୍ତି ଯେ ଗ୍ରହ ପଟିରେ ନବଗ୍ରହ ପୂଜା ପାଇଥାନ୍ତି। ଯଥା ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବ୍ରୁହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ। କିନ୍ତୁ ଏହି ଦେଉଳରେ ନବଗ୍ରହ ସ୍ଥାନରେ ଅଷ୍ଟଗ୍ରହ ପୂଜା ହେଉଛନ୍ତି। କେତୁ ଗ୍ରହ ଏଠି ନାହାଁନ୍ତି। ଏଠାରେ କୁହାଯାଇଛି ପୁରୁଣା ଭୁବନେଶ୍ୱରର ମାର୍କଣ୍ଡେଶ୍ବର ଦେଉଳର…

ବୃତ୍ତି ଏ ମୋର ପୋଷେ କୁଟୁମ୍ବ

ଲେଖା: ଅରବିନ୍ଦ ମହାନ୍ତି ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା…

ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ

ଲେଖା: ଶିବାଶିଷ ମହାପାତ୍ର ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି…

ବିଜୁ ପଟ୍ଟନାୟକ (Biju Pattanayak)

ଲେଖା: ଶିବାଶିଷ ମହାପାତ୍ର ଭାରତରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜର୍ମାନମାନେ ତିନି ଗୋଟି ସ୍ଥାନକୁ ପ୍ରାଧାନ୍ୟତା ପ୍ରଦାନ କରିଥିଲେ । ସେଗୁଡିକ ଥିଲା ବିହାରର (ବର୍ତ୍ତମାନ ଝାଡ଼ଖଣ୍ଡ) ଚିଡିଆ ମାଇନ୍ସ ଅଞ୍ଚଳ, ଓଡ଼ିଶାର ପାନପୋଷ ଅଞ୍ଚଳ ଏବଂ ମଧ୍ୟପ୍ରଦେଶର (ବର୍ତ୍ତମାନର ଛତିଶଗଡ଼) ଭିଲାଇ ଅଞ୍ଚଳ । ଏ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରିବା…

କବିବର ରାଧାନାଥ ରାୟ

ଲେଖା: ଶିବାଶିଷ ମହାପାତ୍ର ଯେଉଁ ଅସ୍ପଷ୍ଟ ରେଖାଚିତ୍ରଟି ସମୟର ଅନୁସରଣରେ କ୍ରମଶଃ ସ୍ପଷ୍ଟ ହୋଇଉଠିଥିଲା ଏବଂ ସମଗ୍ର ଓଡ଼ିଆ ଜାତିର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍କଳ ସମ୍ମିଳନୀର ରୂପ ନେଲା ତାହା ୧୯୦୨ ମସିହାରେ ରମ୍ଭା ରାଜବାଟୀରେ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ରଙ୍କ ଦ୍ବିତୀୟ ବାର୍ଷିକୀ ପୂର୍ତ୍ତି…

ସ୍ବଭାବକବିଙ୍କ ଜନ୍ମପୀଠ

ଲେଖା: ଶିବାଶିଷ ମହାପାତ୍ର ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଅମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ…

ବଲାଙ୍ଗୀରର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ (Tourism spots in Balangir)

ଲେଖା: ଶିବାଶିଷ ମହାପାତ୍ର ଗୋପାଳଜୀ ମନ୍ଦିର (Gopaljee Temple) ଐତିହାସିକ ବଲାଙ୍ଗୀର ସହରର ପ୍ରଥମ ଏବଂ ସର୍ବପୁରାତନ ମନ୍ଦିର ଭାବରେ ଗୋପାଳଜୀ ମନ୍ଦିର ପରିଚିତ । ରାଣୀ ଅମୃତ କୁମାରୀ ଦେବୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା । ମନ୍ଦିର ତିଆରିର ସଠିକ ସମୟ ଜଣାପଡ଼ିଥିଲେ ମଧ୍ୟ ଏହା ପାଖାପାଖି ୧୮୦୦ ମସିହାର ବୋଲି ଗବେଷକମାନେ ମତ…

ମା’ ଭଣ୍ଡାରଘରଣୀ (Maa Bhandaragharani)

ଲେଖା: ଶିବାଶିଷ ମହାପାତ୍ର ପ୍ରେମ, ସଦଭାବନା, ସଂସ୍କାର ଓ ସଂସ୍କୃତି ରେ ଭରା ଆମ ଓଡ଼ିଶା । ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଭାବରେ ମାା’ ଭଣ୍ଡାର ଘରଣୀ ପୂଜିତା । ନାମ ଅନୁସାରେ ମା’ ଧନଧାନ୍ୟର ଦେବୀ ଭାବରେ ପରିଚିତା ।  ଏହି ମନ୍ଦିରରେ ବ୍ରାହ୍ମଣ ଏବଂ କ୍ୟୈବର୍ତ୍ତ ସମାଜର ପୂଜକ ପୂଜା କରିଥାନ୍ତି…

ପଞ୍ଚାୟତରାଜ ଦିବସ

ଲେଖା: ରାଜେଶ ପାତ୍ର ଆମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲିଜେଣ୍ଡରୀ ନେତା ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ହୁଏ ପଞ୍ଚାୟତରାଜ ଦିବସ । ସେଦିନ ରାଜ୍ୟର ୬୨୩୪ ପଞ୍ଚାୟତରେ ଏହି ଦିବସ ଧୁମଧାମରେ ପାଳନ କରାଯାଇଥାଏ । ତେବେ ପ୍ରଶ୍ନ ଉଠେ, ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବ ପାଳନ…