admin

admin

‘ଆଶା’ ଓ ‘ଆସା’

ଗବେଷଣା: ଶିଶିର ସାହୁ ମନୋଜ “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ, ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।” ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି । ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶା ଓ ଆସା…

ସଚି ରାଉତରାୟ

ଲେଖା: ନିରଞ୍ଜନ ସାହୁ “ମୁଁ ସଚି ରାଉତରାୟ (ନୁହେଁ ଟାଗୋର ଅବା ଶେଲୀ) ମୁଁ ଏ ମାଟିର ଧାରା ଆଉ ଆକାଶର କବି। କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି। ପେଶାଦାର ଗାୟକ ମୁଁ ନୁହଁ ତୁମେ ମୋର ଛପା ବହି ଯେତେବେଳେ ଛୁଅଁ ଛୁଅଁ ନୂଆ ମଣିଷର ଛାତି । ତା’ର…

ଶ୍ରୀ ମଧୁସୂଦନ ଦାସ କେ.ସି.ଆଇ.ଇ

ସୌରଭିତ ସୃଷ୍ଟି: ଜ୍ଞାନସିଦ୍ଧ ବ୍ୟାସକବି ଫକୀରମୋହନ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତି ଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ରସାରଥୀଙ୍କୁ ! ତେବେ ଏ ଜାତିର…

ମାସାନ୍ତ

ଲେଖା: ଅରବିନ୍ଦ ମହାନ୍ତି ସୂର୍ଯ୍ୟ ମାସର ଶେଷ ଦିନକୁ ମାସାନ୍ତ କୁହାଯାଏ। ଏହାର ଅର୍ଥ ହେଉଛି ମାସର ଅନ୍ତ – ମାସାନ୍ତ । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ…

ସଚ୍ଚି ରାଉତରାୟ

ଲେଖା: ଶିବାଶିଷ ମହାପାତ୍ର “ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠି ଘର । ଜଳିବ ପୁଣି ସେଇଠି ଶେଷେ,  ମୋହରି ଚିତା ନିଆଁଟି, ଛୋଟ ମୋର ଗାଁଟି ।” ମା’, ମାଟି ଏବଂ ମମତାକୁ ନେଇ ଚିର ଅମର ତାଙ୍କ କାବ୍ୟ କବିତା । ଆଜି ମଧ୍ୟ ଭୁଲି ପାରିନାହାନ୍ତି ତାଙ୍କ…

ବଡ଼ବଡ଼ୁଆ ଡ଼କା

ଲେଖା: ଅରବିନ୍ଦ ମହାନ୍ତି ଆମର ପାରମ୍ପରିକ ଦୀପାବଳୀର ମୁଖ୍ୟ ବିଶେଷତ୍ୱ ହେଉଛି ବଡ଼ବଡୁଆ ଡ଼କା। ମହାଳୟା ଦିନ ପିତୃପୁରୁଷମାନେ ପିଣ୍ଡଦାନ ଗ୍ରହଣ କରିବା ପାଈଁ ମର୍ତ୍ତ୍ୟ ମଣ୍ଡଳକୁ ଆସିଥାନ୍ତି। ଏହି ଦିନୁ ପନ୍ଦର ଦିନ ଧରି ଶ୍ରାଦ୍ଧ କାର୍ଯ୍ୟ ମାନ ଅନୁଷ୍ଠିତ ହୋଇଥାଏ। ଦୀପାବଳୀ ଦିନ ସନ୍ଧ୍ୟାପରେ ବଡ଼ବଡୁଆ ଡ଼କା ଆରମ୍ଭ ହୁଏ। ବୋଇତ ଆକୃତିର…

ଭୌମୀ ଏକାଦଶୀ ଯାତ୍ରା

ଲେଖା: ଅରବିନ୍ଦ ମହାନ୍ତି ମହାପ୍ରଭୁ ଲିଙ୍ଗରାଜଙ୍କ ଭୌମୀ ଏକାଦଶୀ ଯାତ୍ରା ମୁଖ୍ୟଯାତ୍ରା ନ ହୋଇଥିଲେ ମଧ୍ୟ ଏହାର ନିଜସ୍ୱ ସ୍ୱତନ୍ତ୍ରତା ରହିଅଛି। ଦ୍ଵାପର ଯୁଗରେ ପାଣ୍ଡବମାନଙ୍କ ବନବାସ ସମୟରେ ସେମାନେ ନାନାଦି ସ୍ଥାନ ପରିକ୍ରମା କରିଥିଲେ। କିଛି ସମୟ ଗତେ ଦିନେ ପାଣ୍ଡବମାନଙ୍କ ସୌଭାଗ୍ୟ ହେତୁ ଏକାମ୍ର କାନନ ଦର୍ଶନ କରିବାକୁ ସୁଯୋଗ ମିଳିଲା। ସେମାନେ…

ଓଡ଼ିଶାର ବଡ଼ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ସମୟ ଥିଲା ଯେତେବେଳେ ଏ ଦେଉଳ ଓଡ଼ିଶାର ବଡ଼ ଦେଉଳର ପରିଚୟ ପାଇଥିଲା। ଏହା ଥିଲା ଏକାଦଶ ଶତାବ୍ଦୀର କଥା । କିନ୍ତୁ ପରବର୍ତ୍ତୀ ସମୟରେ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଆଉ ଦୁଇ ଗୋଟି ବଡ଼ ଦେବାଳୟ ଗଠିତ ହେଲା। ଗୋଟିଏ ହେଲା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦେଉଳ ଏବଂ…

ଶ୍ରୀରାମଙ୍କ ପାଈଁ ଦୀପାବଳି

ଲେଖା: ଅରବିନ୍ଦ ମହାନ୍ତି ଅଯୋଧ୍ୟା ଏବେ ଉତ୍ସବ ମୁଖର। ଆଜି ତାର ପ୍ରିୟ ରାମ ଫେରୁଛନ୍ତି। ରାମ ତ ବର୍ତ୍ତମାନ କେବଳ ଅଯୋଧ୍ୟାର ନୁହେଁ ସେ ଏବେ ପୂରା ଭାରତବର୍ଷର। ସମଗ୍ର ଗ୍ରାମ, ଦେଶ ରାଜ୍ୟ ସମସ୍ତଙ୍କର ଅପେକ୍ଷା କେତେବେଳେ ତାଙ୍କ ପ୍ରିୟ ଶ୍ରୀରାମ ଫେରିବେ। ଆଜି ସେ ସମୟ ଉପଗତ। ପତ୍ନୀ ସୀତା ଓ…

ଅନନ୍ତ ବ୍ରତ

ଲେଖା: ବନ୍ଧନ ଦଳାଇ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଧଶୀ ତିଥିରେ ଶ୍ରୀ ଶ୍ରୀ ଅନନ୍ତ ଦେବଙ୍କ ବ୍ରତ ପାଳନ କରାଯାଏ। ଏହି ପବିତ୍ର ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ବିଷ୍ଣୁଙ୍କ ସମେତ ଗଣେଶଙ୍କ ସମ୍ମୁଖରେ ମଧ୍ୟ ଏହି ପୂଜା କରିବାର ବିଧି ପ୍ରଚଳିତ। କୁହାଯାଏ ଗଜାନନ ନିଜେ ଅନନ୍ତ ବ୍ରତ କରିଥାନ୍ତି। ମହାଭାରତ ଅନୁସାରେ ରାଜ୍ୟ…