Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ପୁଣ୍ୟଯୁକ୍ତ ତୃତୀୟା, ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ । ବୈଶାଖ ଶୁକ୍ଳ ତୃତୀୟା, ଅକ୍ଷି ତୃତୀୟା । ସତ୍ୟଯୁଗ ଏ ଦିନ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ । ଚାଷୀମାନେ ଏ ଅକ୍ଷି ତୃତୀୟା ଜମିରେ ପ୍ରଥମେ ଧାନ ବୁଣନ୍ତି । ଏହି ଦିନ ଶ୍ରୀ…

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ କୁହାଯାଏ ଶ୍ରୀପୁରୁଷୋତ୍ତମର ତୃତୀୟ ପ୍ରାଚୀନ ବରଗଛ ନିକୁମ୍ଭିଲାବଟ। ଏହାର ସ୍ଥିତି ହେଲା ଶ୍ରୀମହେଶ୍ଵର ମହାଦେବଙ୍କ ପୀଠରେ । ପୁରାଣ ପ୍ରସିଦ୍ଧ ଏହି ବଟ, ମହର୍ଷି କଣ୍ଡୁଙ୍କ ସମୟରୁ ରହିଛି । ନିକୁମ୍ଭିଲାବଟ ପୁରୀର ସାହିଯାତ୍ରା ସହ ସମ୍ବନ୍ଧିତ ! ନିକୁମ୍ଭିଲାବଟ ଶ୍ରୀଲଙ୍କାରେ ରହିଛି। ରାବଣ ଯେଉଁଠି ବସି ଦୁର୍ବାର ସାଧନା କରିଥିଲା, ସେହିଠାରେ…

ଲେଖା: ବନ୍ଧନ ଦଳେଇ ଦୁର୍ଗା ମାଧବଙ୍କ ଉପାସନାର ଅନନ୍ୟ ପରମ୍ପରା ଦେବୀ ଗୁଣ୍ଡିଚା । ଶ୍ରୀମନ୍ଦିରରେ ବାରମାସରେ ତେରପର୍ବ ଓ ନାନାପ୍ରକାର ପର୍ବପର୍ବାଣି ମଧ୍ୟରେ ଦୁର୍ଗାପୂଜା ଏକ ବ୍ୟତିକ୍ରମ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ବିମଳାଙ୍କର #ଷୋଳପୂଜା ଆରମ୍ଭ ହୁଏ। ପୁରାଣ ଆଦିରୁ ପ୍ରମାଣ ମିଳେ ଯେ ମା’ #ବିମଳା ଶ୍ରୀମନ୍ଦିରର #ପ୍ରାଚୀନତମ_ଦେବୀ_ବିଗ୍ରହ ।…

~ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି…

ଲେଖା: ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ। କଥାରେ ଅଛି ୧୨ ମାସରେ ୧୩ ପର୍ବ। ଦୀପାବଳି ପରେ ବର୍ତ୍ତମାନ ଛଠ ପୂଜା ପାଳନ କରାଯାଉଛି। ଛଠ ପୂଜା ପରେ ଅଁଳା ନବମୀ ପାଳନ କରାଯିବ। ଅଁଳା ନବମୀ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ…

ଲେଖା: ଦେଵ ତ୍ରିପାଠୀ ‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’’ ଭକ୍ତ ସାଲବେଗଙ୍କ ଏ ଭଜନ ସହିତ ଅଜସ୍ର ବ୍ୟଥାକ୍ଳିଷ୍ଟ ଓଡ଼ିଆ ପ୍ରାଣର ଅଦମନୀୟ ଉତ୍ସରୂପେ ପ୍ରତ୍ୟହ ସନ୍ଧ୍ୟାଦୀପ ଓ ଆରତୀର ନୈବେଦ୍ୟ ଭିତରେ ଯେଉଁଠି ଓଡ଼ିଶାର ମଉଡ଼ମଣି ମହାବାହୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିର ଅର୍ଘ୍ୟ ଉଠେ, ସେ ସ୍ଥାନ କିନ୍ତୁ ଉପକୂଳ ଓଡ଼ିଶାର…

ଲେଖା: ଅଶୋକା ନାୟକ ପୁରୀର ସାହିଯାତ। ସାହିଯାତ ଶୁଣିଦେଲେ ହିଁ ଲୋମ ଟାଙ୍କୁରି ଯାଏ। ଏହା ପୁରୀର ଅନନ୍ୟ ଏବଂ ଅଦ୍ୱିତୀୟ ପରମ୍ପରା। ସାହିଯାତ ହେଉଛି ସବୁଠାରୁ ପୁରାତନ, ବ୍ୟାପକ ଆଉ ଭବ୍ୟ ମୁକ୍ତାକାଶ ଯାତ୍ରା। ଏହା ପୁରୀର ସାତ ସାହି ବୟାଳିଶ କନ୍ଦିର ଯାତ୍ରା। ଶ୍ରୀମନ୍ଦିର ଓ ସାତ ସାହିର ଯାଗାଘର ଏଥିରେ ପ୍ରତ୍ୟକ୍ଷ…

ଲେଖା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ କବି ଶରଣ ଦାସ ବେଶୀ ପରିଚିତ ନୁହନ୍ତି । ସେ ସପ୍ତଦଶ ଶତାବ୍ଦୀର କବି, ବୈଷ୍ଣବ ମତବାଦୀ । ଜଗନ୍ନାଥଙ୍କ ଚାଚେରୀ ଲୀଳା ଦେଖିବାକୁ ଯାଇଥିଲେ ଶ୍ରୀକ୍ଷେତ୍ର । ଯାହା ଦେଖିଥିଲେ ତାହାର ଅବିକଳ ବର୍ଣ୍ଣନା କରିଛନ୍ତି ତାଙ୍କର ରଚିତ ଏକ ମାତ୍ର ଗ୍ରନ୍ଥ ‘ଚାଚେରୀ ଲୀଳା’ରେ ।…

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…