Search Results for ଶ୍ରୀମନ୍ଦିର

କୁଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~ କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ…

ଗୋପୀନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ  ~ ଗୋପୀନାଥ ମନ୍ଦିର ~ ପିପିଲି ବଜାର ଠାରୁ ଜଟଣୀ ରାସ୍ତାରେ ମାତ୍ର ସାତ କିଲୋମିଟର ଦୂର ଯିବା ପରେ, ମୁଖ୍ୟ ରାସ୍ତାର ଦକ୍ଷିଣ ଦିଗରେ ପ୍ରାୟ ଦୁଇଶହ ମିଟର ଦୂରରେ ରହିଛି ସୁନ୍ଦର ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥ ମନ୍ଦିର l ଦୟାନଦୀର ପୂର୍ଵ ତଟରେ ଥିବା କାକୁଡ଼ିଆ…

କନିକା

ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…

କଂସାର କୁଣୁଆ

ଲେଖା: ଦେଵ ତ୍ରିପାଠୀ ~ କଂସାର କୁଣୁଆ ~ ନଵେ ଦଶକର କୌଣସି ଏକ ସନ୍ଧ୍ୟା । ତତ୍କାଳୀନ ବମ୍ବେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ । ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଉପସ୍ଥାପକଙ୍କ କଣ୍ଠରୁ ନିଃସୃତ ହେଲା ଭାବଗର୍ଭକ କେଇପଦକଥା ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ରଖି ସେ ବଖାଣି ଚାଲିଥିଲେ…

ଗୋସାଣୀ ଯାତ

ଲେଖା: ଦାମୋଦର ମହାନ୍ତି ~ ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ ~ ଶ୍ରୀକ୍ଷେତ୍ରରେ ପ୍ରଚଳିତ ସମସ୍ତ ପ୍ରଥା ଓ ପରମ୍ପରା ଅନନ୍ୟ ଓ ନିଆରା । ଶାକ୍ତ ପରମ୍ପରା ଅନୁଯାୟୀ ଦୁର୍ଗା ପୂଜା ମଧ୍ୟ ଶ୍ରୀକ୍ଷେତ୍ରରେ ଅତି ପ୍ରାଚୀନ ଏବଂ ଗୌରବୋଜ୍ଜ୍ଵଳ ପରମ୍ପରା ଉପରେ ପର୍ଯ୍ୟବେସିତ । ଦେବୀ ପୂରାଣ ଅନୁଯାୟୀ ଦକ୍ଷ ଯଜ୍ଞ ବେଳେ ଅପମାନିତ…

ଶ୍ରାଵଣ ଅମାଵାସ୍ୟା

ଲେଖା: ଶିଶିର ସାହୁ ମନୋଜ  ~ ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା ~ ଶ୍ରାଵଣ ଅମାଵାସ୍ୟା ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ “ଦେହରେ ଚନ୍ଦନ ବୋଳି ହେଵା” କିନ୍ତୁ ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର…

ଓଡ଼ିଆଣୀ

ଲେଖା: ଅମ୍ବିକା ପଟ୍ଟନାୟକ ଏକ ପ୍ରାଚୀନ ଅଳଙ୍କାର ଓଡ଼ିଆଣୀ !  “ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନ ଓଡ଼ିଆଣୀ, ନାକରୁ କାଢ଼ିଲେ ମାୟେ କନେକ ବସଣୀ l” ବଳରାମ ଦାସ ବିରଚିତ “ଲଷ୍ମୀପୁରାଣ“, ମା’ ଲଷ୍ମୀଙ୍କ ଶ୍ରୀମନ୍ଦିର ପରିତ୍ୟାଗ ଆଗରୁ ଆଭୂଷଣ ତ୍ୟାଗ l “ଡମ୍ବରୁ ମଝାକୁ ଶୋଭା ଦିବ୍ୟଓଡ଼ିଆଣୀ, ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ…

ସୁନାବେଶ

ଲେଖା: ଅମ୍ବିକା ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ବର୍ଷକୁ ପାଞ୍ଚଥର ସୁନାବେଶ ହୁଏ l ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳପୂର୍ଣ୍ଣମୀ ଓ ବାହୁଡା଼ ପରବର୍ତ୍ତୀ ହରିଶୟନ ଏକାଦଶୀରେ ରଥ ଉପରେ l ପ୍ରଥମ ଚାରୋଟି ସୁନାବେଶ ରତ୍ନସିଂହାସନ ଉପରେ ଆସୀନ ଓ ଶେଷଟି ରଥାରୋହୀ ଭାବେ l କିମ୍ବଦନ୍ତୀ ଅଛି, ଦିଗବିଜୟ ପରେ ଗଜପତି…

ଲକ୍ଷ୍ମୀନୃସିଂହ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଲକ୍ଷ୍ମୀନୃସିଂହ ମନ୍ଦିର, କଟକ ସହରଠାରୁ ମାତ୍ର ପନ୍ଦର କିଲୋମିଟର ଦୂର ତଥା ଜଗତପୁର ଠାରୁ ମାତ୍ର ସାତ କିଲୋମିଟର ଦୂର ପୂର୍ଵକଚ୍ଛ ଗ୍ରାମରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର l ମନ୍ଦିରରେ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠିତ ଓ ପୂଜିତ l ବହୁ ପ୍ରାଚୀନ ମନ୍ଦିର ହେଲେ ବି ଏହାର ନିର୍ମାଣ ସମ୍ପର୍କରେ…

ସପ୍ତବଟ

ଲେଖା: ଉତ୍ପଳ ପତି ~ ସପ୍ତବଟ ~ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ। ଏହି କ୍ଷେତ୍ରରେ ଆଠଗୋଟି ଶିବମନ୍ଦିର ବା ଅଷ୍ଟଶମ୍ଭୁ, ଦେବୀ ମନ୍ଦିର ବା ଅଷ୍ଟଦେବୀ, ପୁରାଣବର୍ଣିତ ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ ଓ ସାତଗୋଟି ବଟବୃକ୍ଷ ବା ‘ସପ୍ତବଟ’ ବିଶେଷ ଭାବେ ପୂଜା ପାଇଥାନ୍ତି। ବଟବୃକ୍ଷ ଆମ…