Search Results for ଶ୍ରୀମନ୍ଦିର

ସିଦ୍ଧବକୁଳ ମଠ 

 ଲେଖା: ଦେଵ ତ୍ରିପାଠୀ ଶ୍ରୀଚୈତନ୍ୟଙ୍କ ଆବାସସ୍ଥଳୀ ପୁରୀ ବାଲିସାହିସ୍ଥିତ ଶ୍ରୀରାଧାକାନ୍ତ ମଠ ବା ଗମ୍ଭୀରା ସନ୍ନିକଟରେ ଅବସ୍ଥିତ ସୁପ୍ରସିଦ୍ଧ ସିଦ୍ଧବକୁଳ ମଠ । ଏଇ ମଠର ବିଜେସ୍ଥଳୀଟି ଏକଦା ଉକ୍ତ ସାହିର ପଣ୍ଡିତ କାଶୀ ମିଶ୍ରଙ୍କ ପୁଷ୍ପଉଦ୍ୟାନ ଥିଲା । ଶ୍ରୀ ଚୈତନ୍ୟ ପଣ୍ଡିତଙ୍କୁ ଯବନଭକ୍ତ ଶ୍ରୀହରିଦାସଙ୍କ ପାଇଁ ନିର୍ଜନ ସ୍ଥାନଟିଏ ମାଗି ଉକ୍ତ ଉଦ୍ୟାନରେ…

କ୍ଷୀରଚୋରା ଗୋପୀନାଥଙ୍କ ସର୍ବାଙ୍ଗଚନ୍ଦନ ବେଶ

ଲେଖା: ଅଂଶୁମାନ ମହାରଣା ଗୁପ୍ତ ବୃନ୍ଦାବନ ଭାବରେ ପରିଚିତ ରେମୁଣାରେ ଶ୍ରୀ କ୍ଷୀରଚୋରା ଗୋପୀନାଥଙ୍କ ବିଜେସ୍ଥଳ। ବୃନ୍ଦାବନରେ ତିନୋଟି ଅଲଗା ଅଲଗା ମନ୍ଦିରରେ ରାଧାଗୋପୀନାଥ, ରାଧାଗୋବିନ୍ଦ ଏବଂ ରାଧାମଦନମୋହନ ପୂଜା ପାଉଥିବା ବେଳେ ରେମୁଣାରେ ଗୋଟିଏ ମନ୍ଦିରରେ ଗୋଟିଏ ମଣ୍ଡପରେ ଗୋପୀନାଥ ଗୋବିନ୍ଦ ଏବଂ ମଦନମୋହନ ଏକତ୍ର ପୂଜା ପାଉଥିବା ହେତୁ ଏହା ପୂର୍ବ ଭାରତର…

ଋଷି ପଞ୍ଚମୀ ବ୍ରତ (Rushi Panchami)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ कश्यपोत्रिर्भरद्वाजो विश्वामित्रोथ गौतमः। जमदग्निर्वसिष्ठश्च सप्तैते ऋषयः स्मृताः॥ दहन्तु पापं सर्व गृह्नन्त्वर्ध्यं नमो नमः’॥ ଓଡିଶାର ପର୍ବପର୍ବାଣି ମଧ୍ୟରେ ଋଷି ପଞ୍ଚମୀ ଅନ୍ୟତମ। ଏହା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥରେ ପାଳନ କରାଯାଏ। ଋଷି ପଞ୍ଚମୀ ବ୍ରତଟି ବିଶେଷଭାବେ ରଜରହିତ ନାରୀମାନେ ଋଷି ଆଶୀର୍ବାଦରେ …

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ରଚନାକାଳ ~      ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ…

ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ । ଶ୍ରୀମନ୍ଦିର ରୀତିନୀତି, ସେବା ପୂଜାବିଧି, ଗଜପତି ମହାରାଜାମାନଙ୍କର ରାଜ୍ୟ ଶାସନ ବିବରଣୀ, ସମକାଳୀନ ସାମାଜିକ ଓ ରାଜନୈତିକ ଚିତ୍ର, କିଛି…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୨)

ଲେଖା: ଇଂ ବିଜୟ କେତନ ସାହୁ   ଓଡ଼ିଆ ଜାତିର ପ୍ରାଣ-ଦେବତା ଶ୍ରୀଜଗନ୍ନାଥ। ଏ ଜାତି ତାଙ୍କୁ ପ୍ରାଣଭରି ଭଲପାଏ। ଯେଉଁଠି ଓଡ଼ିଆ ସେଇଠି ଜଗନ୍ନାଥ, ଯେଉଁଠି ଜଗନ୍ନାଥ ସେଇଠି ଓଡ଼ିଆ। ଓଡିଶା ଭୂଖଣ୍ଡର ସେ ହିଁ ଏକମାତ୍ର ରାଜାଧିରାଜ ରୂପରେ ସ୍ଵୀକୃତ। ଏ ଜାତିର ଇଷ୍ଟ-ଦେବତା ସେହି କଳାଠାକୁର, ନୀଳାଦ୍ରିନାଥ କୋଟିକୈବଲ୍ୟଦାତା ପ୍ରଭୁ ଜଗନ୍ନାଥ।…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୧)

ଲେଖା: ଇଂ ବିଜୟ କେତନ ସାହୁ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜୁତି କାଳରୁହିଁ କଳିଙ୍ଗ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରତାପରୁଦ୍ରଦେବଙ୍କ ଶାସନ ଅବଧି ତାଙ୍କ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ପରି ଏତେ ନିଷ୍କଣ୍ଟକ ନଥିଲା। ପ୍ରତାପରୁଦ୍ରଦେବଙ୍କ ରାଜନୈତିକ ଜୀବନ ତାଙ୍କ ସିଂହାସନ ଆରୋହଣ ସମୟରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା। ଯେଉଁ ପ୍ରତାପରୁଦ୍ରଙ୍କୁ ମିଥ୍ୟା…

କୁଣ୍ଢାକୁଣ୍ଢି ଅମାବାସ୍ୟା

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଗୃହରେ ପାଳନ ହୋଇଥାଏ ଅତିକମ୍’ରେ ଚାରିଟିରୁ ପାଞ୍ଚଟି ପର୍ବ। ସମଗ୍ର ଓଡିଶାର ପର୍ବପର୍ବାଣି ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏପରି ଏକ ପର୍ବ…

ସପ୍ତପୁରୀ ଅମାବାସ୍ୟା

ଲେଖା: ଶିବାଶିଷ ମ‌ହାପାତ୍ର ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଭିନ୍ନ ଭିନ୍ନ…

ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା’ ବିମଳା

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀକ୍ଷେତ୍ରାଧିଶ୍ଵରୀ ଦେବୀ ବିମଳା ଓ କ୍ଷେତ୍ରାଧିଶ୍ବର ଜଗନ୍ନାଥ ହେଉଛନ୍ତି ଶଙ୍ଖକ୍ଷେତ୍ରର ପ୍ରାଣକେନ୍ଦ୍ର। ଦେବୀ ବିମଳା ଶ୍ରୀମନ୍ଦିର ପରିସରରେ ସିଦ୍ଧତମା ବେଶରେ ଦଣ୍ଡାୟମାନ ଭଙ୍ଗୀରେ ପୂଜିତା। ଏହି ପୀଠରେ ସତୀଙ୍କ ପାଦ ପତନ ହେଇଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ପାଦପୀଠ ପରମ ଗୋପନୀୟ ଓ ସିଦ୍ଧ…