Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଅନେକ ଓଡ଼ିଆ ଶବ୍ଦ ହଜି ହଜି ଯାଉଛି । କାଳସ୍ରୋତରେ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦଟିଏ ବୁଙ୍ଗା । ଥରକେ ପାଟି ଭର୍ତ୍ତିହେଵା ପରିମିତ ଖାଦ୍ଯ ଦ୍ରଵ୍ଯ ଵା ବଡ଼ ଗୁଣ୍ଡାକୁ ବୁଙ୍ଗା କୁହାଯାଏ । ଯେପରିକି: “ବୁଙ୍ଗାଏ ମୁଢ଼ି ପାଟିରେ ପୂରେଇ ସେ ଦଉଡ଼ିଗଲା ।” ବୁଙ୍ଗା ଶବ୍ଦଟି…

ଲେଖା: ଶିଶିର ସାହୁ ମନୋଜ ଏଇ ମିଶି ଶବ୍ଦଟି କେବେ ଥିଲା ମାନକ, ଆଜି କିନ୍ତୁ ଆଞ୍ଚଳିକ ! ପ୍ରାଚୀନ ଓଡ଼ିଆ ଭାଷାରେ ‛ଏଵଂ’ ସ୍ଥାନରେ ଆଗେ ଵ୍ୟଵହାର ହେଉଥିଲା ‛ମିଶି’ ଶବ୍ଦ । ସମ୍ଭଵତଃ ଦୁଇଗୋଟି ଵାକ୍ଯକୁ ଏକାଠି ମିଶା ଯାଉଥିଵା ହେତୁ ‛ମିଶା’ ଶବ୍ଦର ଆନରୂପ ‛ମିଶି’ ହିଁ ଏଠାରେ ‛ଏଵଂ’ ଭଳି…

ଲେଖା: ଶିଶିର ସାହୁ ମନୋଜ ସମୟ ସହ ଗୋଟିଏ ସମାଜ ଓ ତତ୍ ସମ୍ପର୍କିତ ଭାଷାରେ ଅନେକ ଛୋଟବଡ଼ ପରିଵର୍ତ୍ତନ ଦେଖାଦେଇଥାଏ । ମହାଭାରତୀୟ ସମାଜ ତଥା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଗତ ଦୁଇଶତ ଵର୍ଷ ମଧ୍ୟରେ ଅନେକାନେକ ପରିଵର୍ତ୍ତନ ହୋଇଛି । ସମାଜ ଓ ଦେଶ ସହ ସେଠାକାର ଭାଷା ମଧ୍ୟ ଅଙ୍ଗାଙ୍ଗୀ ଭାଵେ…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ “କରି” ଶବ୍ଦ ବହୁ ଅର୍ଥଯୁକ୍ତ ଏଵଂ ଏହାର ଵ୍ଯାପକ ଵ୍ଯଵହାର ଆମ ଓଡ଼ିଶାରେ ରହିଛି । ଆମ ଭାଷାରେ କରି ଶବ୍ଦର ସର୍ଵାଧିକ ଵ୍ଯଵହାର ଏକ ଦେଶଜ କ୍ରିୟା ଭାଵେ ହୋଇଥାଏ ଏଵଂ ଏହା ସଂସ୍କୃତ କୃ ଧାତୁ ସହିତ ସମଦ୍ଧୃତ । ଏଇ ଶବ୍ଦ ଓଡ଼ିଆ…

ଲେଖା: ଶିଶିର ସାହୁ ମନୋଜ କଏବାର ଏକ ଲୁପ୍ତପ୍ରାୟ ଓଡ଼ିଆ ଶବ୍ଦ ଯାହାର ବହୁଳ ଵ୍ଯଵହାର ପ୍ରାଚୀନ ପଦ୍ଯଗୁଡି଼କରେ ହେଉଥିଲା । ସ୍ତୁତିପାଠ, ଜୟଜୟକାର, ଯଶୋଗାନ ଅର୍ଥରେ ଏଇ ଶବ୍ଦର ଵ୍ଯଵହାର ସାରଳା ମହାଭାରତରେ ହୋଇଥିଵା ଦୃଷ୍ଟିଗୋଚର ହୋଇଥାଏ । ଯଥା: “ଯାତ୍ରାଵେଳେ କଏବାର କରନ୍ତିଟି ନାରୀ” (ସାରଳା ମହାଭାରତ, ବିରାଟ ପର୍ଵ) ପୁଣି ସ୍ତୁତିପାଠକ…

ଲେଖା: ଶିଶିର ସାହୁ ମନୋଜ ଯେଉଁମାନେ ଉପରୋଧ ନ ରଖି ଯାହା ଇଚ୍ଛା ତାହା କହିଦିଅନ୍ତି ତାଙ୍କୁ ହରମୁହାଁ କୁହାଯାଏ । ଏ ଶବ୍ଦ ଆଗେ ଗଡ଼ଜାତରେ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏ ଶବ୍ଦରେ ଥିଵା “ହର” ଶବ୍ଦଟି ଏକ ଆରବୀ ଶବ୍ଦ ଯାହା ମୁହଁ ଶବ୍ଦ ସହିତ ଯୁକ୍ତ ହୋଇ…

ଲେଖା: ଶିଶିର ସାହୁ ମନୋଜ ଗୋଲାପ ଫୁଲ ଭଳି ଦେଖାଯାଉଥିଵା ଏକ ଜାତୀୟ ବାସହୀନ ପାଦପକୁ ଓଡ଼ିଶାରେ “ଟେବୁଲୁ ଗୋଲାପ” ଫୁଲଗଛ କୁହାଯାଏ । ଏହାର ଵୈଜ୍ଞାନିକ ନାମ Portulaca grandiflora ଅଟେ । Portulacaceae ପାଦପ ପରିବାରର ଏହି ଟେବୁଲୁ ଗୋଲାପ ପୁଷ୍ପଗଛଟି ମୂଳତଃ ଦକ୍ଷିଣ ଆମେରକୀୟ ଗଛ । ପରେ ଏହା ସର୍ଵତ୍ର…

ଉପସ୍ଥାପନା: ଶିଶିର ସାହୁ ମନୋଜ ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ? ବଙ୍ଗଳା ଓଡ଼ିଆର ଉପଜାତି ଥିଲା ନା ଓଡ଼ିଆ ବଙ୍ଗଳାର ଉପଜାତି ଥିଲା ? ―ଭାଷା― ୧. ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ…

ଉପସ୍ଥାପନା: ଗଣେଶ ଚନ୍ଦ୍ର ସିଂହ ଓ ଶିଶିର ସାହୁ ମନୋଜ ଅଵକାଶ ଚିନ୍ତା ଓଡ଼ିଆ ଭାଷାର ସାହିତ୍ୟ ସମ୍ଭାରରେ ଏକ ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାରେ ନାନାଦି କାଵ୍ଯ କଵିତା ସଂଗ୍ରହ ସଂକଳନ ରହିଛି କିନ୍ତୁ ତନ୍ମଧ୍ୟରେ ମାନଵଵାଦୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ରଚିତ ଏହି କଵିତା ପୁସ୍ତକଟି ସତରେ ନିଆରା କହିଲେ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି…