Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି…

ଲେଖା: ଶିଶିର ସାହୁ ମନୋଜ ବାଲେଶ୍ଵରର ନାମକରଣ ପଛରେ କେତେ କଥା ଅଛି ! ଏହାକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ତେଵେ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା । Etmology 1 ‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ…

ଲେଖା: ଶିଶିର ସାହୁ ମନୋଜ ସମା ଓ ଶମା ! ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ । ସମା ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ । ?୧. ସମ୍ବତ୍ସର ଵା ଵର୍ଷ: ଏହାର ପ୍ରାକ୍…

ଲେଖା: ଶିଶିର ସାହୁ ମନୋଜ ଆମ ଭାଷାରେ ଇଂରାଜୀର Doctor ଶବ୍ଦଟି ଡାକ୍ତର ହୋଇ ଚଳୁଅଛି । କ’ଣ ଓଡ଼ିଆ ଭାଷାରେ କୌଣସି ଶବ୍ଦ ନାହିଁ ଯେ ଏହି ଵୈଦେଶିକ ଶବ୍ଦଟି ଚଳୁଅଛି ? ନା ! ଆମ ପାଖରେ Doctorର ଭାରତୀୟ ପ୍ରତିଶବ୍ଦ ବହୁତ ଅଛି, ଯଥା: ✓ଅଗଦଂକାର—ଅଗଦଂ ଵା ମନୁଷ୍ଯକୁ ଯେ ନୀରୋଗ…

ଲେଖା: ଶିଶିର ସାହୁ ମନୋଜ ମହରଡା଼କୁ ଢେଙ୍କାନାଳରେ ତାଇ କୁହାଯାଏ ଓ ଏ ଶବ୍ଦ ଦେଓଗଡ଼ ଇତ୍ୟାଦି ଅନ୍ୟ ଗଡ଼ଜାତିଆ ଅଞ୍ଚଳରେ ମଧ୍ୟ ଊଣା ଅଧିକେ ଚଳୁଅଛି । ମହରଡା଼ ଶବ୍ଦର ଅର୍ଥ ଓ ଏହାର ମୂଳ ହଠାତ ଜଣା ପଡୁନଥିଲେ ହେଁ ତାଇ ଶବ୍ଦ ଯେ ଏକ ଓଡ଼ିଆ ଶବ୍ଦ ତାହା ସ୍ପଷ୍ଟ ଉଲ୍ଲେଖ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ । ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ…

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତମଣିଙ୍କ ସୂକ୍ତିମାଳା ଉପସ୍ଥାପନାଟି, ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଭାରତମଣିଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତରୁ ଆନୀତ । ୧. ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ ଵିଜଡି଼ତ, ସେମାନେ ସମସ୍ତେ ଓଡ଼ିଆ ଜାତି । ୨.…

ଲେଖା: ଶିଶିର ସାହୁ ମନୋଜ ଓତ, ଓତା ଓ ହୋତା । ଏସବୁ ଶବ୍ଦ ପରସ୍ପର ସମଦ୍ଧୃତ କି ? ଆମ ଭାଷାରେ ଦୁଇଗୋଟି ଓତ ଶବ୍ଦ ରହିଛି । ଗୋଟିଏ ଶାସ୍ତ୍ରୀୟ ଅନ୍ଯଟି ଦେଶଜ ଅଟେ । ଶାସ୍ତ୍ରୀୟ ‘ଓତ’ ର ନିମ୍ନଲିଖିତ ଅର୍ଥ ରହିଛି— ୧. ଲୁଗାର ଲମ୍ବ ଆଡର ସୂତା; ଲୁଣ୍ଡି;…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ ‘ଖାଇ’ କେତେକ କ୍ଷେତ୍ରରେ ‘ଖାଇବା’ ଅର୍ଥକୁ ସୂଚାଏ ଏଵଂ ଅନ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭାଵାର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ l ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖାଇ ଓ ଖାଈ ଶବ୍ଦର ମୁଖ୍ୟତଃ ଦୁଇଗୋଟି ଅର୍ଥର ଉଲ୍ଲେଖ ରହିଛି । ୧. ଖାଇ (trench, Ditch) ଗଡ଼ଖାଇକୁ କେତେକ ଅଞ୍ଚଳରେ…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ “ବାରମାସୀ” ନାମରେ ଏକ ଜାତୀୟ ଗୀତର ପ୍ରଚଳନ ଥିଲା । ବାରମାସୀ ଗୀତ ଭାଵ, ସ୍ଥିତି, ଵ୍ଯକ୍ତି ଓ ଵିଷୟ ଆଧାରରେ ଵିଭିନ୍ନ ପ୍ରକାରର ହୋଇଥାଏ । ଵର୍ଷରେ ଵା ଵର୍ଷକର ପ୍ରତ୍ଯେକ ମାସରେ ଵିରହିଣୀର ଵିରହ ଅନୁଭୂତିଜ୍ଞାପ କଵିତା, ଵର୍ଷର ପ୍ରତିମାସର ଵର୍ଣ୍ଣନା ଉଲ୍ଲେଖ କରି…