Physical Address
Sai Samarpanam, Satya Vihar, Bhubaneswar

ସୃଷ୍ଟି: ଜ୍ଞାନେନ୍ଦ୍ର କୁମାର ପଣ୍ଡା ବ୍ୟାସକବି ଫକୀରମୋହନଙ୍କ ଉପରେ ଆମ ସମୟର ଯୁବକବି ଜ୍ଞାନେନ୍ଦ୍ରଙ୍କର ଏକ ଅନନ୍ୟ ପ୍ରତିବେଦନ ଏଇ କବିତା ‘ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ’ ! ~ ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ ~ କେହି ଯଦି ସତରେ ବଞ୍ଚିଛ ତେବେ ଥରେ ଆସ ଦେଖିବ ସ୍ପଷ୍ଟ ଦିବାଲୋକର ଆକାଶ…

ଲେଖା: ନିରଞ୍ଜନ ସାହୁ ସମାଜସେବା, ସ୍ବଦେଶପ୍ରୀତି, ବଦାନ୍ୟତାର ପ୍ରତୀକ ଏହି ରାଜନ୍ ଙ୍କୁ ୧୮୮୭ ମସିହା ଫେବୃଆରୀ ମାସ ୧୬ ତାରିଖରେ ବ୍ରିଟିଶ ସରକାର ଅତ୍ୟନ୍ତ ପ୍ରୀତ ହୋଇ ଦେଇଥିଲେ ଏକ ସନନ୍ଦ: ROYAL MEMORIAL BEARING SANAND To Raja Shyamananda Dey of Balasore, Orissa I hereby confer upon you…

ଲେଖା: ନିରଞ୍ଜନ ସାହୁ ସେ ଥିଲେ ଜଣେ ଗୃହୀ ବୈଷ୍ଣବ । ବୈଷ୍ଣବ ଜନୋଚିତ ନମ୍ରତାର ପରିଚାୟକ ମଣିଷ ଗୋଟିଏ । ସେଥିପାଇଁ ନିଜର ବାସସ୍ଥାନ, ପରିବାର ସମ୍ପର୍କରେ ଏକାନ୍ତ ଭାବରେ ନୀରବ । ତେଣୁ ରହସ୍ୟ ଘେର ଭିତରେ ରହିଗଲେ ରହସ୍ୟ ମଞ୍ଜରୀର କବି । ଏମିତିକି ତାଙ୍କର କାଳ ନିରୂପଣ ମଧ୍ୟ ଆଜି…

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…

ଲେଖା: ଫ୍ରାନସିସ୍ ଶତପଥୀ କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ । ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ…

ଉପସ୍ଥାପନା: ଅରକ୍ଷିତ ପୃଷ୍ଟି ପୁଣ୍ୟଭୂମି ଉତ୍କଳର ମାଟି, ପାଣି, ପବନ, କଳାସଂସ୍କୃତି, ସାହିତ୍ୟ, ପରମ୍ପରା, ଭାଷା ପ୍ରଭୃତିକୁ ଅତିରୁ ଅତି ଭଲ ପାଉଥିବା, ଉତ୍କଳ ଜନନୀର ପ୍ରାଣ ସ୍ପନ୍ଦନକୁ ମର୍ମେ ମର୍ମେ ଅନୁଭବ କରିପାରୁଥିବା, ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅତୁଳନୀୟ-ତ୍ୟାଗୀପ୍ରବର-ସ୍ୱାଧୀନଚେତା ତଥା ପ୍ରଚଣ୍ଡ ସ୍ୱାଭିମାନୀ ପୁରୁଷ ହେଉଛନ୍ତି ଉତ୍କଳ ମାତାର…

ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଲେଖା: ଜଗନ୍ନାଥ ଦୋରା ଅବହେଳିତ ଜଉଗଡ଼ (Jaugada), କଳିଙ୍ଗ ଇତିହାସର ଶିଳାଲେଖ । କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଜଉଗଡ଼, ଯାହାକି ଗାରିମାମୟ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତରେ ଅବସ୍ଥିତ । ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ…

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଜନ୍ମଭୂମି ସତତ କୀର୍ତ୍ତିଶାଳିନୀ ପୂତବିଭା ଧାରିଣୀ । ଜନ୍ମଭୂମିର ଗୁରୁଗାନରେ ଅବହିତ ଜାତୀୟ ସ୍ଵାତନ୍ତ୍ର୍ୟ ହିଁ ଆମ ମଧ୍ୟରେ ଜାତିର ମହାମନ୍ତ୍ର ଦିଏ । ଶସ୍ୟଳ ଏ ଦେଶମାତୃକା ଆଜି କେଉଁ ଏକ ବିତୃଷ୍ଣାର ସିନା ବିଜଡିତ, ହେଲେ ମଧ୍ୟ ଆମେ କହୁ କୌଣସି ଉଦବୁଦ୍ଧ ଜାତି ଉଦାସୀନ ନୁହେଁ…

ଲେଖା: ନିରଞ୍ଜନ ସାହୁ ୧୮୯୯ ମସିହା ନଭେମ୍ବର ମାସ ଏକୋଇଶି ତାରିଖରେ ବାଲେଶ୍ଵର ଜିଲ୍ଲା ଅଗରପଡ଼ା ରାଜବାଟୀ ଉତ୍ସବ ମୁଖର ଓ ଚଳଚଂଚଳ ହୋଇଉଠିଲା । ଜନ୍ମ ନେଲେ ରାଜଗାଦୀ ପାଇଁ ଭବିଷ୍ୟତର ବଂଶଧର । କିନ୍ତୁ ରାଜ-ଐଶ୍ୱର୍ଯ୍ୟକୁ ପାଦରେ ଆଡ଼େଇ ଦେଇ ସେହି ଶିଶୁଟି ଯେ, ଦେଶ ପାଇଁ ନିଜକୁ ସମର୍ପଣ କରିଦେବ, ଏ…