admin

admin

କବିବର ରାଧାନାଥ ରାୟ

ଲେଖା: ଶିବାଶିଷ ମହାପାତ୍ର ଯେଉଁ ଅସ୍ପଷ୍ଟ ରେଖାଚିତ୍ରଟି ସମୟର ଅନୁସରଣରେ କ୍ରମଶଃ ସ୍ପଷ୍ଟ ହୋଇଉଠିଥିଲା ଏବଂ ସମଗ୍ର ଓଡ଼ିଆ ଜାତିର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍କଳ ସମ୍ମିଳନୀର ରୂପ ନେଲା ତାହା ୧୯୦୨ ମସିହାରେ ରମ୍ଭା ରାଜବାଟୀରେ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ରଙ୍କ ଦ୍ବିତୀୟ ବାର୍ଷିକୀ ପୂର୍ତ୍ତି…

ସ୍ବଭାବକବିଙ୍କ ଜନ୍ମପୀଠ

ଲେଖା: ଶିବାଶିଷ ମହାପାତ୍ର ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଅମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ…

ବଲାଙ୍ଗୀରର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ (Tourism spots in Balangir)

ଲେଖା: ଶିବାଶିଷ ମହାପାତ୍ର ଗୋପାଳଜୀ ମନ୍ଦିର (Gopaljee Temple) ଐତିହାସିକ ବଲାଙ୍ଗୀର ସହରର ପ୍ରଥମ ଏବଂ ସର୍ବପୁରାତନ ମନ୍ଦିର ଭାବରେ ଗୋପାଳଜୀ ମନ୍ଦିର ପରିଚିତ । ରାଣୀ ଅମୃତ କୁମାରୀ ଦେବୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା । ମନ୍ଦିର ତିଆରିର ସଠିକ ସମୟ ଜଣାପଡ଼ିଥିଲେ ମଧ୍ୟ ଏହା ପାଖାପାଖି ୧୮୦୦ ମସିହାର ବୋଲି ଗବେଷକମାନେ ମତ…

ମା’ ଭଣ୍ଡାରଘରଣୀ (Maa Bhandaragharani)

ଲେଖା: ଶିବାଶିଷ ମହାପାତ୍ର ପ୍ରେମ, ସଦଭାବନା, ସଂସ୍କାର ଓ ସଂସ୍କୃତି ରେ ଭରା ଆମ ଓଡ଼ିଶା । ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଭାବରେ ମାା’ ଭଣ୍ଡାର ଘରଣୀ ପୂଜିତା । ନାମ ଅନୁସାରେ ମା’ ଧନଧାନ୍ୟର ଦେବୀ ଭାବରେ ପରିଚିତା ।  ଏହି ମନ୍ଦିରରେ ବ୍ରାହ୍ମଣ ଏବଂ କ୍ୟୈବର୍ତ୍ତ ସମାଜର ପୂଜକ ପୂଜା କରିଥାନ୍ତି…

ପଞ୍ଚାୟତରାଜ ଦିବସ

ଲେଖା: ରାଜେଶ ପାତ୍ର ଆମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲିଜେଣ୍ଡରୀ ନେତା ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ହୁଏ ପଞ୍ଚାୟତରାଜ ଦିବସ । ସେଦିନ ରାଜ୍ୟର ୬୨୩୪ ପଞ୍ଚାୟତରେ ଏହି ଦିବସ ଧୁମଧାମରେ ପାଳନ କରାଯାଇଥାଏ । ତେବେ ପ୍ରଶ୍ନ ଉଠେ, ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବ ପାଳନ…

ଆହେ ନୀଳ ଶଇଳ

ସୌରଭିତ ସୃଷ୍ଟି: ଭକ୍ତ ସାଲବେଗ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ  ମୋ ଆରତ ନଳିନୀ ବନକୁ କର ଦଳନ ।।୧।।                                    ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ …

କୁଞ୍ଜବିହାରୀ ତ୍ରିପାଠୀ

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଯେଉଁ ମୁଷ୍ଟିମେୟ ଅଧ୍ୟାପକଙ୍କ ବ୍ୟକ୍ତିତ୍ବ, ଆନ୍ତରିକ ନିଷ୍ଠା, ଗଭୀର ଜ୍ଞାନ ଓ ବଳିଷ୍ଠ ନେତୃତ୍ବ ପ୍ରଭାବରେ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ବିଭାଗର ସମ୍ମାନ ରକ୍ଷା ହୋଇପାରିଛି, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡ. କୁଞ୍ଜବିହାରୀ ତ୍ରିପାଠୀ । ବିଶ୍ବାସ ଓ ଆଚରଣରେ ସେ ଥିଲେ ଯଥାର୍ଥ ଶିକ୍ଷକ। ଓଡ଼ିଆ ଭାଷାର ଇତିହାସ,…

ହେମନ୍ତ ଦାସ

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ  ୧୯୭୬ରେ ମୁକ୍ତିଲାଭ କରିଥିଲା ‘ଶେଷ ଶ୍ରାବଣ’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ଜାତୀୟ ପୁରସ୍କାର ଲାଭକରିଥିଲା। ଏଥିରେ ପ୍ରଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ଦାସ, ମହାଶ୍ବେତା ରାୟ, ବନଜା ମହାନ୍ତି, ଦୁଃଖିରାମ ସ୍ବାଇଁ ଓ ଧୀର ବିଶ୍ବାଳ ଆଦି କଳାକାର। ‘ମକରା’ ଭୂମିକାରେ ହେମନ୍ତଙ୍କ…

‘ଉତ୍କଳ ଭାରତୀ’ କୁନ୍ତଳାକୁମାରୀ (Utkalabharati Kuntala Kumari)

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ‘ଉତ୍କଳ ଭାରତୀ’ କୁନ୍ତଳାକୁମାରୀ ସାବତ ହେଉଛନ୍ତି ଅନନ୍ୟା, ଅଦ୍ବିତୀୟା କବୀ, ଔପନ୍ୟାସିକା ଓ ସ˚ପାଦିକା। ପ୍ରଥମ ପିଢ଼ିର ଓଡ଼ିଆ ଲେଖିକାଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟା। ତାଙ୍କ ଆୟୁ ଥିଲା ମାତ୍ର ଅଠତିରିଶ ବର୍ଷ। ତନ୍ମଧ୍ୟରୁ ସାହିତ୍ୟିକା ଜୀବନର ଅବଧି ସାତରୁ ଆଠ ବର୍ଷ ମାତ୍ର। ଏହି ସ୍ବଳ୍ପ…

ଆମ କଟକର ନିଆରା ପର୍ବ: ଖୁଦୁରୁକୁଣୀ ମେଳଣ

ଲେଖା: ବନ୍ଧନ ଦଳାଇ ଯାତ୍ରା-ମହୋତ୍ସବ ଓ ପର୍ବପର୍ବାଣି ଅନୁଷ୍ଠାନ ମଧ୍ୟରେ ଯେ କୌଣସି ଜାତିର ଜାତୀୟଜୀବନ ଚିତ୍ର ପ୍ରତିଫଳିତ ହୁଏ, ଏବଂ ଏହାକୁ ଭିତ୍ତି କରି ଗଢିଉଠେ ପରମ୍ପରା, ଯାହାର ନିର୍ଯ୍ୟାସକୁ ନେଇ ସଂସ୍କୃତିରୂପ ଗ୍ରହଣ କରେ। ସେହି ଦୃଷ୍ଟିରୁ ବିଚାର କଲେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ମା’ମଙ୍ଗଳାଙ୍କ ଖୁଦୁରୁକୁଣି ଓଷା। ଏହି ଓଷାର…