Physical Address
Sai Samarpanam, Satya Vihar, Bhubaneswar

ଲେଖା: ରବୀନ୍ଦ୍ର କୁମାର ରଣା କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର । ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଲଙ୍ଗଳଧୁଆ ପୁନେଇଁ ଅବା ଗହ୍ମାପୂର୍ଣ୍ଣମୀ ଆମ ଓଡିଶାର ଏକ ପ୍ରାଚୀନ ପର୍ବ। ଏବେ ଜାଣିବା ଦକ୍ଷିଣ ଓଡିଶାର ପୁଣ୍ୟପୀଠ ପାରଳା ସହରର କିଛି ଦୃଶ୍ୟ। ଏହି ଦିନରେ ମହାପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ଏହି ଦିନଟି ଭାରତ ବର୍ଷରେ ରକ୍ଷାବନ୍ଧନ ରୁପେ ପରିଚିତ। ତେବେ ଏହି ଦିନ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ପୋଲରୀ ଅମାବାସ୍ୟା, ପତ୍ରପକା ଉଆଁସ, ବଜ୍ରମହାକାଳୀ ବ୍ରତ, ମହାଳୟା ବା ଭିକମଗା ଉଆଁସ ଆମ ଓଡ଼ିଶାର ଏକ ପ୍ରାଚୀନ ପର୍ବ। ଯାହା ଆଶ୍ୱିନ ଅମାବାସ୍ୟାରେ ପାଳନ କରାଯାଏ। ପୁତ୍ର ପୌତ୍ରଙ୍କ ଆୟୁ ଆରୋଗ୍ୟ କାମନା କରି ନାରୀମାନେ ଏହି ବ୍ରତ କରନ୍ତି। ଏହି ଦିନ ଘରର ଛୋଟ…

ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ଓଡ଼ିଶାର ଖାଦ୍ୟ ଯେତେ ସୁନ୍ଦର ଖାଦ୍ୟକୁ ନେଇ ଥିବା ଲୋକ କଥା ଓ କାହାଣୀ ଗୁଡା ବି ଆହୁରି ସୁନ୍ଦର। ଆଜି ଆପଣମାନଙ୍କୁ ଶୁଣେଇବି ଚକୁଳି ପିଠାକୁ ନେଇ ଏକ ବହୁତ ମଜାଦାର ଲୋକ କାହାଣୀ… ମୂଳ କାହାଣୀକୁ ମୁଁ ମୋ ଢଙ୍ଗରେ ପୁନର୍କଥନ କରିଛି… “ସାତ ଚକୁଳି ଚଉଦ…

ଲେଖା: ଅକ୍ଷୟ ଓଝା “ବାସୁକି ସହିଛି ବସୁଧା ଭାର ଲୋ ବୋଉ ବୃକ୍ଷ କି ସହିଛି ଫଳର ଭାର ଲୋ ବୋଉ ନଦୀ କି ସହିଛି ମୀନର ଭାର ଲୋ ବୋଉ ନ ସହି ପାରିଲୁ ମୋହର ଭାର ଲୋ ବୋଉ ************** ବନସ୍ତରେ ପାରା ଯୋଡିକି ଯୋଡ଼ି ଲୋ ମାେ ମାଆମାନେ ସେ ପାରା…

ଲେଖା: ଅରବିନ୍ଦ ମହାନ୍ତି କାର୍ତ୍ତିକ ମାସ ଏଭଳି ଏକ ମାସ ଯେଉଁଥିରେ ନିରାକାର ପରମେଶ୍ୱରଙ୍କ ସାକାର ରୂପ ଦର୍ଶନ ମିଳିଥାଏ। କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ସକାଳଧୂପ ଓ ସନ୍ଧ୍ୟାଧୂପ ପରେ ତ୍ରିଭୁବନେଶ୍ୱର ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ତ୍ରିଭୁବନମୋହନ ଶ୍ରୀମୁଖ ସାଙ୍ଗକୁ ତ୍ରିନୟନ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୈନକ୍ଷେତ୍ର କୋରାପୁଟରେ ଅଛି କେତେଗୁଡ଼ିଏ ସୁଦୃଶ୍ୟ ଐତିହାସିକ ଜୈନପୀଠ ! ~ ରୋହିଣୀ ଦେବୀ (Rohini Devi) କୋରାପୁଟ ~ The thousand year old sculpture of Rohini Devi is one of the rare sculpture of Jainism in india. This typical…

ଲେଖା: ଅରବିନ୍ଦ ମହାନ୍ତି କୁହାଯାଏ, ରୁକୁଣା ରଥ ଅଣଲେଉଟା ! ସେଇ ରୁକୁଣା ରଥର ତତ୍ତ୍ୱ ଆମ ଜୀବନ ଭଳି, ଥରେ ଜୀବରୁ ଜୀବନ ଗଲେ ଆଉ ଫେରେ ନାହିଁ ସେଇ ଭଳି ଏହି ରୁକୁଣା ରଥର ବାହୁଡା ନାହିଁ। ଆମ ଶରୀର ଯେମିତି ପୃଥିବୀରୁ ତିଆରି ସେଇଭଳି ରୁକୁଣା ରଥର ଶରୀର ବି ପୃଥିବୀ।…

ଲେଖା: ଡାକ୍ତର ପ୍ରଳୟ ନାୟକ “ଜଇଆ ପଛେ ଜୀବନ ଦେଲା ନୁଆଇଁ ନାହିଁ ମଥା…” ଏ ଧାଡ଼ିଟି ମାତ୍ର ଶୁଣି ଯଦି କୋଉ କଳିଙ୍ଗୀର ପ୍ରାଣ ପୁରି ନଉଠୁଛି ଆତ୍ମଶ୍ଳାଘାରେ, ଶୋକ ଓ ଗର୍ବରେ ଯଦି ବିଦାରି ନ ହେଉଛି ବକ୍ଷ, ସେମାନଙ୍କୁ ମୁଁ କହୁଚି, ସେମାନେ ନ ପଢ଼ନ୍ତୁ ଏ ଲେଖା । ଅବିଜିତ…

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ରଚନାକାଳ ~ ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ…