Physical Address
Sai Samarpanam, Satya Vihar, Bhubaneswar

~ ଚରମପତ୍ର ~ ସୌରଭିତ ସୃଷ୍ଟି: ବିପ୍ଳବୀ କବି ରବି ସିଂ ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ! ଆଗାମୀ ଚବିଶ ଘଣ୍ଟା ଭିତରେ ଆଗାମୀ କାଲିର ଏହି ପ୍ରଭାତରେ ଖାଲିକର ତମେ ଗୋଲୋକ-ସିଂହାସନ ଘେନ ଭଗବାନ, ଚରମ ପତ୍ର ଘେନ।ଛାଡିଦିଅ ତୁମ ହାତରୁ ବିଶ୍ଵ-ସଂସାର-ଦଣ୍ଡ, ଡୋରି! ନହେଲେ…

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଉତ୍କଳ ସମ୍ମିଳନୀରେ ଗାନ ହେବା ନିମିତ୍ତ ଏହି ଗୀତିକା ରଚନା କରିଥିଲେ କବିବର ରାଧାନାଥ ରାୟ । ୧୯୦୮ ମସିହା ଏପ୍ରିଲ ମାସରେ ପୁରୀ ନଗରୀରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ତିନି ପଦ ଯୁକ୍ତ ହୋଇଥିଲା ଏହି ଭାରତ ଗୀତିକାରେ…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

ଲେଖା: ନିରଞ୍ଜନ ସାହୁ “ଚରମ ପତ୍ର ଦେଲି ଭଗବାନ ଚରମ ପତ୍ର ଘେନ ! ଆଗାମୀ ଚବିଶ ଘଣ୍ଟା ଭିତରେ , ଆଗାମୀ କାଲିର ଏଇ ପ୍ରଭାତରେ ଖାଲି କର ତମେ ଗୋଲକ ସିଂହାସନ ଘେନ ଭଗବାନ, ଚରମ ପତ୍ର ଘେନ । ସୂର୍ଯ୍ୟର ମେରୁଦଣ୍ଡ ଉପାଡ଼ି ଈଶ୍ୱର ଶିରେ ପିଟି ଉଠିବି ସେଦିନ ସୌର…

ଲେଖା: ନିରଞ୍ଜନ ସାହୁ ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ ! ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା…

ଲେଖା: ନିହାର ଶତପଥୀ ବଡ ରହସ୍ଯଘନ ସେ ସମୟ . . .ଯୌବନର . . ! ଦରବାରୀ ସାହିତ୍ଯର ପୁରୁଣା ଖୋଳପାରୁ ବାହାରି ଆସି ଓଡ଼ିଆ ସାହିତ୍ଯରେ ରାଜ୍ କରୁଥିଲେ . . . ଉସମାନତାରାର ଚିରନ୍ତନ ପ୍ରେମିକ ! ଆଗାମେନନ୍’ର ବିରାଟ କାନଭାସ ତଳେ ବିତର୍କରେ ବିବ୍ରତ ପାର୍ବତୀ . . .…

ଲେଖା: ଦେଵ ତ୍ରିପାଠୀ ସେ ଥିଲେ ସାଧୁ, ଉଦାରବାଦୀ ହିନ୍ଦୁ, କିନ୍ତୁ ଧର୍ମାନ୍ଧତାରୁ ଉର୍ଦ୍ଧ୍ବରେ । ସେ ଜନ୍ମିଥିଲେ ବ୍ରାହ୍ମଣ କୂଳରେ, ବନିଥିଲେ ମଠର ମହନ୍ତ, କିନ୍ତୁ ସେ ମଠ ବ୍ରାହ୍ମଣୀୟ ନ ଥିଲା । ତାଙ୍କ ପାଇଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଶୁଦ୍ର ସଭିଏଁ ଥିଲେ ସମାନ । ସମସ୍ତେ ଏକାଠି ବସି ଉପାସନା…

ଲେଖା: ଦେବ ତ୍ରିପାଠୀ “ଜୀବନ ପାତ୍ର ମୋ ଭରିଛ କେତେ ମୋତେ, ନ ଦେଲ କିଛି ବୋଲି କହିବି କି ହେ ଆଉ ?” ଏକଦା ଏପରି ଅନ୍ତରଭେଦୀ ତଥା ଦୁର୍ମୂଲ୍ୟ ସଙ୍ଗୀତ ଗାନ କରି ସେ ଓଡ଼ିଶାର ସଙ୍ଗୀତପ୍ରେମୀମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ସ୍ତରରେ ଅସୁମାରୀ ଯଶଖ୍ୟାତି ଅର୍ଜନ…

ଲେଖା: ନିରଞ୍ଜନ ସାହୁ “ଓଡ଼ିଆ ଏକ ସ୍ଵୀକୃତ ପ୍ରାଚୀନ ଭାଷା । ମୁଁ ଓଡ଼ିଆ। ମୋ ଭାଷା ଓଡ଼ିଆ।ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ”। ଏହା ଥିଲା ୧୯୨୧ ମସିହାରେ ଜଣେ ପ୍ରଥିତଯଶା, କିମ୍ବଦନ୍ତୀ ପୁରୁଷ, ସ୍ଵାଭିମାନୀ ଓଡ଼ିଆର ଦୃଢ଼ୋକ୍ତି ଏବଂ ସାରଗର୍ଭକ ଭାଷଣର କିୟଦଂଶ, ‘ବିହାର…

ଲେଖା: ନିରଞ୍ଜନ ସାହୁ ଅନେକ ଅଭାବ ଅନଟନ ଅଣଦେଖାକୁ ଏଡାଇ ସ୍ଵସାଧନା ବଳରେ କୀର୍ତ୍ତିମାନ ହୋଇ ପାରିଥିବା ମଣିଷ ଜଣେ କୀର୍ତ୍ତିମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ । ଜନ୍ମଗ୍ରହଣ କରିଥିଲେ ବରପାଲିରେ, ୧୯୦୦ ମସିହା ମାର୍ଚ୍ଚ ୨୦ ତାରିଖରେ ଏବଂ ସ୍ଵର୍ଗାରୋହଣ କରିଥିଲେ ୧୯୭୯ ମଇ ମାସ ୭ ତାରିଖରେ । କୃତାର୍ଥ…