admin

admin

ଓଡ଼ିଶାର ବଡ଼ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ସମୟ ଥିଲା ଯେତେବେଳେ ଏ ଦେଉଳ ଓଡ଼ିଶାର ବଡ଼ ଦେଉଳର ପରିଚୟ ପାଇଥିଲା। ଏହା ଥିଲା ଏକାଦଶ ଶତାବ୍ଦୀର କଥା । କିନ୍ତୁ ପରବର୍ତ୍ତୀ ସମୟରେ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଆଉ ଦୁଇ ଗୋଟି ବଡ଼ ଦେବାଳୟ ଗଠିତ ହେଲା। ଗୋଟିଏ ହେଲା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦେଉଳ ଏବଂ…

ଶ୍ରୀରାମଙ୍କ ପାଈଁ ଦୀପାବଳି

ଲେଖା: ଅରବିନ୍ଦ ମହାନ୍ତି ଅଯୋଧ୍ୟା ଏବେ ଉତ୍ସବ ମୁଖର। ଆଜି ତାର ପ୍ରିୟ ରାମ ଫେରୁଛନ୍ତି। ରାମ ତ ବର୍ତ୍ତମାନ କେବଳ ଅଯୋଧ୍ୟାର ନୁହେଁ ସେ ଏବେ ପୂରା ଭାରତବର୍ଷର। ସମଗ୍ର ଗ୍ରାମ, ଦେଶ ରାଜ୍ୟ ସମସ୍ତଙ୍କର ଅପେକ୍ଷା କେତେବେଳେ ତାଙ୍କ ପ୍ରିୟ ଶ୍ରୀରାମ ଫେରିବେ। ଆଜି ସେ ସମୟ ଉପଗତ। ପତ୍ନୀ ସୀତା ଓ…

ଅନନ୍ତ ବ୍ରତ

ଲେଖା: ବନ୍ଧନ ଦଳାଇ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଧଶୀ ତିଥିରେ ଶ୍ରୀ ଶ୍ରୀ ଅନନ୍ତ ଦେବଙ୍କ ବ୍ରତ ପାଳନ କରାଯାଏ। ଏହି ପବିତ୍ର ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ବିଷ୍ଣୁଙ୍କ ସମେତ ଗଣେଶଙ୍କ ସମ୍ମୁଖରେ ମଧ୍ୟ ଏହି ପୂଜା କରିବାର ବିଧି ପ୍ରଚଳିତ। କୁହାଯାଏ ଗଜାନନ ନିଜେ ଅନନ୍ତ ବ୍ରତ କରିଥାନ୍ତି। ମହାଭାରତ ଅନୁସାରେ ରାଜ୍ୟ…

ଶ୍ରାବଣ ସୋମବାର

ଲେଖା: ଅରବିନ୍ଦ ମହାନ୍ତି ବିଗତ କିଛି ଦୁଇ ତିନି ଦଶନ୍ଧି ଧରି ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ପର୍ବ ହେଉଛି ଶ୍ରାବଣ ସୋମବାର। ଉତ୍କଳ ପରମ୍ପରା କି ଦେବ ନୀତିରେ ସ୍ଥାନ ନ ପାଇ ମଧ୍ୟ ଏହା ଯେପରି ଶ୍ରାବଣ ମାସର ପର୍ବ ସହ ଅଭିନ୍ନ ଭାବେ ଯୋଡ଼ି ହୋଇଯାଇଅଛି। ଭାବ ଭକ୍ତିରେ ଏହି ଶ୍ରାବଣ…

ତ୍ରିଖଣ୍ଡି ମଜୁରା (ଢେଙ୍କାନାଳ ଗଡ଼ଜାତର କଥା)

ଲେଖା: ଶିଶିର ମନୋଜ ସା‌ହୁ ଢେଙ୍କାନାଳ ଗଡ଼ଜାତରେ ରାଜାଙ୍କୁ ସମ୍ମାନ ଦେଵାର ଏକ ଵିଚିତ୍ର ଵ୍ଯଵସ୍ଥା ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିଯାଏ ଚଳୁଥିଵାର ଜଣାଯାଏ । ଏହି ସମ୍ମାନ ପ୍ରଦର୍ଶନ ପରମ୍ପରାକୁ ସେ ସମୟରେ ତ୍ରିଖଣ୍ଡି ମଜୁରା କୁହାଯାଉଥିଲା । ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହଦୁର ଜଣେ ପ୍ରଜାଵତ୍ସଳ ରାଜପୁରୁଷ ଥିଲେ ଓ ପୁରୀ…

୧୫ ଅଗଷ୍ଟ ୧୯୪୭

~ ୧୫ ଅଗଷ୍ଟ ୧୯୪୭ ~ ସୌରଭିତ ସୃଷ୍ଟି: ପଦ୍ମଶ୍ରୀ ଡ. ସଚ୍ଚି ରାଉତରାୟ ଦୀର୍ଘ ଶତାବ୍ଦୀର ଔପନିବେଶିକ ଶାସନାଧୀନ ରହି ନାନାବିଧ ଘଟଣାଘଟଣରେ ଭାରତୀୟ ସଭ୍ୟତାର ପଟ୍ଟପରିବର୍ତ୍ତନ ହେଇ ସାରିଥାଏ। ପ୍ରଥମେ ଦୁର୍ଦ୍ଧର୍ଷ ଜେନେରାଲ୍ ରବର୍ଟ କ୍ଲାଇଭଙ୍କ ସହ ମିଶି ବିଶ୍ଵାସଘାତକ ସାଜିଥିଲେ ମୀର୍ ଜାଫର୍, ବଙ୍ଗ ନବାବଙ୍କ ସେନାଧ୍ୟକ୍ଷ। ଏହି ବିଶ୍ଵାସଘାତକର ରାଜ୍ୟ-ପିପାସାର…

ଅନନ୍ତ ବ୍ରତ

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ। ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି। ତେଣୁ ତାଙ୍କର ମହତ୍ତ୍ୱ ତ୍ରିଦେବଙ୍କ ପରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ମହାମୁନି କଶ୍ୟପଙ୍କ ଔରସରୁ ଏବଂ…

ମୋ ଗାଁ ମୁଗପାଳ

ଲେଖା: ହରେକୃଷ୍ଣ ସାହୁ ଏଇଠି ଠିଆ ହୋଇ ଚାହିଁଲେ ଘଞ୍ଚ ଗଛଲତାର ମଥାନ ଉପରେ ଫର ଫର ହୋଇ ଉଡ଼ୁଥିବ ନାଲିଆ ପତାକାଟିଏ। ସେଇଟି ହେଲା ଆମ ଗାଁ ଇଷ୍ଟଦେବତା ରଘୁନାଥ ମନ୍ଦିରର ନେତ। ସେହି ଗଛର ଗହଳି ଭିତରେ ଲୁଚିଛି ଆମ ଗାଁ। ମୋର ଭାରି ପ୍ରିୟ। ମୋ ଗାଁ ମୁଗପାଳ। ଓଡ଼ିଶାର ସବୁ…

ଏକାମ୍ରରେ ଶ୍ରୀଗଣେଶ

ଲେଖା: ଅରବିନ୍ଦ ମହାନ୍ତି ଶଙ୍କରଙ୍କ କ୍ଷେତ୍ରେ ପୁଣି ତାଙ୍କ ପୁତ୍ରଙ୍କ ଉପସ୍ଥିତି ନଥିବ ତାହା କେବେ ସମ୍ଭବ ନୁହେଁ। ଯେଉଁଠାରେ ଶିବାଳୟ ଥିବ ସେଠାରେ ଅଗ୍ରପୂଜ୍ୟ ଶ୍ରୀବିନାୟକଙ୍କ ଉପସ୍ଥିତି ନିଶ୍ଚୟ ରହିଥିବ। ଶ୍ରୀ ଦେଉଳର ବେଢା ମଧ୍ୟରେ ଦୃଶ୍ୟମାନ ଦୁଇଟି ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ସୁଦୃଶ୍ୟ ମନ୍ଦିର ରହିଅଛି। ~ ଏକାମ୍ରରେ ଶ୍ରୀଗଣେଶ ୧. ସିଦ୍ଧି…

ଶ୍ୟାମସୁନ୍ଦର ରାଜଗୁରୁ

~ ଶ୍ୟାମସୁନ୍ଦର ରାଜଗୁରୁ ~ ଲେଖା: ଅମୃତେଶ ଖଟୁଆ “ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର, ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି, ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି।             ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ, ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ। ×     ×     …