admin

admin

ମୋଗଲ ତାମସା

ଲେଖା: ଦେଵ ତ୍ରିପାଠୀ “ଵଉଳଗାଡିଆ ପଥର ଛାତିରେ ହସେ ଆମ ଚାରୁକଳା, ମୋଗଲ ତାମସା ସ୍ମୃତି ଓ ସଂସ୍କୃତି ଚିରକାଳ ମଧୁବୋଳା” । ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କରି ପରାକ୍ରମୀ ବାବର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥାର ତଦାରଖ ତଥା ମୋଗଲ ଶାସନର ପ୍ରଭୁତ୍ୱ ବିସ୍ତାର…

କେଦାରେଶ୍ବର

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ କେଦାରେଶ୍ବର ମନ୍ଦିର ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ହିମରାଜ ହିମାଳୟଙ୍କ ଇଷ୍ଟ ହେତୁ ଏହି ଲିଙ୍ଗଙ୍କ ନାମ କେଦାରେଶ୍ବର ହୋଇଅଛି। ଏହି ଲିଙ୍ଗ ଦଶଲକ୍ଷ ଶିବ ଲିଙ୍ଗଙ୍କ ସମାହାର ଅଟେ। ଯେତେବେଳେ ହିମାବନ ନିଜ ପୁତ୍ରୀ ପାର୍ବତୀ ଓ ଜ୍ୱାଇଁ ମହେଶ୍ୱରଙ୍କୁ ଦେଖା କରିବାକୁ ଏକାମ୍ରକୁ ଆସିଲେ…

ମଇଲମ

ଲେଖା: ଶିଶିର ସାହୁ ମନୋଜ ଆମର ଓ ଜଗାର ଅଭିଧାନ ତଥା ଶବ୍ଦାଦି ମଧ୍ୟରେ କେତେକ ଭିନ୍ନତା ରହିଛି । ଆମେ ପ୍ରଜା ସେ ରଜା, ରଜାଙ୍କ ପରି ସହସ୍ରାଧିକ ଵର୍ଷକାଳ ଶଵର ଓ ଓଡ଼ିଆଙ୍କ ଦ୍ଵାରା ପୂଜିତ ହୋଇଆସୁଛି ସେଇ କଳାଵଦନ ନୀଳାଚଳିଆ । ରଜାଙ୍କ ଦୈନନ୍ଦିନ ଜୀଵନ, ରୀତିନୀତି, ଚଳଣି ଇତ୍ୟାଦିସାଧାରଣ ଜନତାଙ୍କଠାରୁ…

Kaptipada Estate

By: Rusiraj Pattanayak Kaptipada Estate in the district of Mayurbhanj was a separate Estate till its merger with Mayurbhanj in1890. From 1890, Kaptipada was continuing as a Sarbarakar under the  rulers of Mayurbhanj. The ancient history  of Kaptipada Estate is…

ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ନିରଞ୍ଜନ ସାହୁ (ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସ୍ଵରୋତ୍ତଳନ କରୁଥିବା ଜଣେ ଯୁବକକୁ ପ୍ରଲୋଭନ ଦେଖାଇ ସେଦିନର ଇଂରେଜ ସରକାର ଡେପୁଟି ମାଜିଷ୍ଟ୍ରେଟ ଚାକିରୀ ପାଇଁ ମନୋନୀତ କରିଥିଲେ । ସେହି ଯୁବକର ଉତ୍ତର ଥିଲା, “ମୋତେ ଯଦି ବଡ଼ଲାଟ୍ କରାଯାଏ, ତାକୁ ମଧ୍ୟ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।” ଏହା ଥିଲା…

ଆଳି ଗଡ଼ଜାତ

ଲେଖା: ଋଷିରାଜ ପଟ୍ଟନାୟକ ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା, କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀ, ଆଳି ରାଜବଂଶରେ ଦେବବଂଶୀ ଓ କନିକା ରାଜବଂଶରେ ଭଞ୍ଜବଂଶୀ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜେୟ ସ୍ୱାଧୀନଚେତା ରାଜା ବଳଭଦ୍ର ଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା…

ଅଲୋଡା ଘର

ଅକ୍ଷୟ ଓଝା ଆମ ଗାଆଁ ମୁଣ୍ଡରେ ପରିତ୍ୟକ୍ତ ଘରଟିଏ । ଭାଙ୍ଗି ଆସୁଥିବା ମାଟି କାନ୍ଥ । ମାଟି ଖୁପୁରୀରେ ଛାଆ ହେଇଥିବା ଛପର ଜରାଜୀର୍ଣ୍ଣ ଘର ଟିଏ । ଭଗ୍ନ ସ୍ତୁପ ପରି  ଛଡା ହେଇଛି କେଉଁ କାଳରୁ । ଅଲରା ବଲରା ସରୀସୃପଙ୍କ ଆଡ୍ଡା । ପାଖରେ ଖୁବ ଡର ଲାଗେ ।…

ନୀଳମାଧବ

ଲେଖା: ମିହିର ପଟ୍ଟନାୟକ ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ନାମ ହେଉଛି ପୁରୁଷୋତ୍ତମ, ହେଲେ ସାଧାରଣ ଭାବେ ଯଦି ମହାପ୍ରଭୁଙ୍କ ପ୍ରଥମ ନାମ ସମ୍ପର୍କରେ କାହାକୁ ପଚରାଯାଏ ତେବେ ସେ ନିଶ୍ଚିତ କହିବ ନୀଳମାଧବ, ନ ହେଲେ  ମାଧବ । ଏହି ନାଁଟି ହିଁ ଶାବରୀୟ ସଭ୍ୟତା ଓ ଆର୍ଯ୍ୟ ସନାତନୀ ସଭ୍ୟତାର ସମନ୍ୱୟ ସେତୁ।…