Physical Address
Sai Samarpanam, Satya Vihar, Bhubaneswar

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥାର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶେଷ/ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା। ଇତିହାସ କୁହେ, ଯେ ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା। ଖ୍ରୀଷ୍ଟାବ୍ଦ ୨୦ …

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଆମ ଉତ୍କଳରେ ବାରମାସେ ତେର ପର୍ବ। ଏହା ସଭିଙ୍କୁ ଗୋଚର। ମହାପ୍ରଭୁ ଲୀଳାମୟ ଜଗନ୍ନାଥଙ୍କ ଅନେକ ପର୍ବ ମଧ୍ୟରୁ ତ୍ରିରାସ ଅନ୍ୟତମ । ତନ୍ମଧ୍ୟରୁ ଝୁଲଣ ଉତ୍ସବଟି ପ୍ରଧାନ। ବର୍ଷକରେ ଥରେ ଏହା ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ପ୍ରତିପଦା ଯାଏଁ ପାଳନ ହୁଏ। ଏଥିରେ ସୁନ୍ଦର ଯୁଗଳ…

ଲେଖା: ଶିବାଶିଷ ମହାପାତ୍ର ଏକ ସାଧାରଣ ମଣିଷ ନିଜର ସାଧନା ତଥା କର୍ଯ ଯୋଗୁଁ ଆଜି ହୋଇପାରିଛନ୍ତି ଏକ ଅସାଧାରଣ ବ୍ୟକ୍ତିତ୍ଵ । ଆଜି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ପୂଜା କରନ୍ତି ତଥା ସମ୍ପ୍ରଦାୟର ଲୋକଙ୍କ ଆଦର୍ଶ ଭାବରେ ପରିଚିତ । ଗୁରୁପୁର୍ଣିମା ଦିନ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ କପିବୁରୁ ଅଞ୍ଚଳ ଲୋକାରଣ୍ୟ…

ଉପସ୍ଥାପନା: ଶିବାଶିଷ ମହାପାତ୍ର ଶଙ୍ଖ ଚକ୍ର ତ୍ରିଶୂଳ ଡମ୍ବରୁ ଖଡ଼ଗ ଖର୍ପର ଧାରିଣୀ ଧନୁର୍ବାଣ କୁଠାର ମଙ୍କୁଶ ଦାନବ କୁଳ ଛେଦିନୀ ଜଟାଜୁଟ ସୁଚାରୁ ମଣ୍ଡିତ ରକ୍ତବସ୍ତ୍ର ସୁମେ ଖଳା ଘୋର ଘର୍ଘର ଘୋର ଗର୍ଜିତଂ ଧୂମ୍ରଲୋଚନୀ ତ୍ରାହିମାଂ …. ଶୁକ ଗୌତମ ବ୍ରହ୍ମା ନାରଦ ବ୍ୟାସ କଶ୍ୟପ ଧ୍ୟାୟିନୀ ଇନ୍ଦ୍ର ଚନ୍ଦ୍ର କୁବେର ଦଶଦିଗପାଳ…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ତୁଳସୀ ମୁଣ୍ଡା ବା…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଭିନ୍ନ ଭିନ୍ନ…

ଲେଖା: ଶିବାଶିଷ ମହାପାତ୍ର ତତ୍କାଳୀନ ସମ୍ବଲପୁର ଜିଲ୍ଲାର ଏକ ଅନାମଧେୟ ଗ୍ରାମରେ ଜନ୍ମଗ୍ରହଣ କରି ପାଲଟି ଯାଇଛନ୍ତି ମଦର ଟେରେସାଙ୍କ ଭଳି ଜଣେ ସମାଜସେବୀକା । ୧୯ ଜାନୁଆରୀ ୧୯୨୬ ମସିହାରେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଟସ୍ଥ ସମଲାଇପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀମତୀ ପାର୍ବତୀ ଗିରି…

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ସନାତନ ନବବର୍ଷ ଓ ବାସନ୍ତୀ ଦୁର୍ଗା ପୂଜାର ପ୍ରଥମ ଦିନ ହିସାବରେ ବିଶେଷ ଭାବରେ ପରିଚିତ। ସତ୍ୟ ଯୁଗର ପ୍ରାରମ୍ଭରେ ଏହି ଦିନୁ ବ୍ରହ୍ମା ସୃଷ୍ଟି ସର୍ଜ୍ଜନା କାର୍ଯ୍ୟ ଆରମ୍ଭ କରିଥିଲେ ତେଣୁ ଏହା ସୃଷ୍ଟାରମ୍ଭ ଦିବସ ଭାବେ ଜଣାଯାଏ। ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଙ୍କ ରାଜ୍ୟାଭିଷେକ…

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀକ୍ଷେତ୍ରାଧିଶ୍ଵରୀ ଦେବୀ ବିମଳା ଓ କ୍ଷେତ୍ରାଧିଶ୍ବର ଜଗନ୍ନାଥ ହେଉଛନ୍ତି ଶଙ୍ଖକ୍ଷେତ୍ରର ପ୍ରାଣକେନ୍ଦ୍ର। ଦେବୀ ବିମଳା ଶ୍ରୀମନ୍ଦିର ପରିସରରେ ସିଦ୍ଧତମା ବେଶରେ ଦଣ୍ଡାୟମାନ ଭଙ୍ଗୀରେ ପୂଜିତା। ଏହି ପୀଠରେ ସତୀଙ୍କ ପାଦ ପତନ ହେଇଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ପାଦପୀଠ ପରମ ଗୋପନୀୟ ଓ ସିଦ୍ଧ…