Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ନିଗାଡ଼ିଯେ ଏ ଜାତିର ଏ ଦେଶର ଅନ୍ଧ ରନ୍ଧ୍ରକୂପେ ଭରିଦେଲା ଆଲୋକର ଉଛ୍ୱlସ ପ୍ଲାବନ ସ୍ତରେ ସ୍ତରେ ।। ସହଜାତ ମୁକୁଟ ଓହ୍ଲାଇ ମାଥୁ ଯେ ଶିରେ ସାଦରେ ।। ଜନତାର ଶିରସ୍ତ୍ରାଣ ପିନ୍ଧି ଚଳାଇଲା ଜାତି ଚୈତ୍ର ରଥ ବିରଗର୍ଭା ବସୁନ୍ଧରା ଗର୍ଭେ ଆଜି ଏଠି ସେ…

ସୌରଭିତ ସୃଷ୍ଟି: ଭକ୍ତକବି ଗୋପାଳକୃଷ୍ଣ ରାଗ: ମଙ୍ଗଳଗୁଜ୍ଜରୀ, ତାଳ: ତ୍ରିପୁଟା ଚିତ୍ର: ରାଧାଗୋବିନ୍ଦ ଦେଉଳ, ମେଳିଆପୁଟି (ନିର୍ମାତା: କୃଷ୍ଣପ୍ରିୟା ପାଟମହାଦେଇ, ପୁଣ୍ୟପୀଠ ପାରଳା) ମୂଢ ମନ, ଦୃଢ଼ କରି ଭଜ ଶ୍ରୀରାଧା ଗୋବିନ୍ଦ ଘୁଞ୍ଚିବ ସକଳ ଜ୍ୱାଳା ପାଇବୁ ଆନନ୍ଦ। ଉଚ୍ଚସ୍ୱରେ ଶବଦାଇ ହରି ହରି ବୋଲ ସରାଗେ ବୈଷ୍ଣବ ଗଣ କରିନେବେ କୋଳ।ପରିହରି ଦୁରେ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ପୁରୁଣାପଟଣାରୁ ରାଜଧାନୀ ପୁଣ୍ୟପୀଠ ପାରଳାକୁ ସ୍ଥାନାନ୍ତର ପରେ ରାଜା ଗଜପତି ଅନନ୍ତପଦ୍ମନାଭ ଦେବଙ୍କ କାଳରେ ଅନେକ ମନ୍ଦିର ଓ ମଠ ନିର୍ମାଣ ହେଲା, ତନ୍ମଧ୍ୟରୁ ଲିହୁରୀ, ଭାଲେରୀ ଓ ପାରଳାର ଗୋପୀନାଥ ମନ୍ଦିର ଅନ୍ୟତମ। ଏକଦା ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ନିକଟବର୍ତ୍ତୀ ପଶ୍ଚିମ ବାତ୍ତିଲି…

ତଥ୍ୟ ଓ ଉପସ୍ଥାପନା: ସନ୍ତୋଷ ପଟ୍ଟନାୟକ ଭାରତଲୀଳା ଗାରିମାମୟ ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ (ଲୀଳାନାଟକ ଶୈଳୀ) । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀନାଟ ମଧ୍ୟ କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରାହରଣ ନାଟ…

ଲେଖା:ବନ୍ଧନ ଦଳାଇ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ମଥୁରା ନଗରୀର କଂସ ବନ୍ଦୀଶାଳାରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଚାରିମେଘଙ୍କର ରଣତାଣ୍ଡବ ବେଳେ ଚତୁର୍ଭୁଜ ନାରାୟଣ ମାତା ଦେବକୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠରେ ଅବତରଣ କରିଥିଲେ। ଶ୍ରୀମଦ୍ଭାଗବତ ଗୀତାର ୪ର୍ଥ ଅଧ୍ୟାୟ, ୭ମ ଶ୍ଲୋକରେ ନିଜେ…

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୋଶକା ପଞ୍ଚାୟତର ଅଁଳାପଟା ଗ୍ରାମରେ ରହିଛି ନବମ ଶତାବ୍ଦୀର ପ୍ରସିଦ୍ଧ ଯୋଗୀ ଯୋଗିଆଣି ବୌଦ୍ଧପୀଠ । ପାହାଡ଼ ଜଙ୍ଗଲ ଘେରା ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ଏହି ବୌଦ୍ଧ ପୀଠଟି ଅବସ୍ଥିତ । ଗୋଟିଏ ଛୋଟିଆ ଆସ୍ଥାନ ଉପରେ ବିଭିନ୍ନ ମୁଦ୍ରାରେ ବସିଥିବା…

ସୌରଭିତ ସୃଷ୍ଟି: କବି ବତ୍ସା ଦାସ ଓଡ଼ିଶାରେ ଶୈବ ଧର୍ମର ପ୍ରଚଳନ ବହୁ ପ୍ରାଚୀନ । ଏହାର ପ୍ରାଚୀନତମ ନିଦର୍ଶନ ହେଉଛି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ କେଉଁଝର ଜିଲ୍ଲାର ଅସନପାଟ ଅଭିଲେଖରେ ଖୋଦିତ ନଟରାଜ ଶିବ ବିଗ୍ରହ । ପରେ ଏହି ଶୈବଧର୍ମ ଦଶମ ଓ ଏକାଦଶ ଶତାବ୍ଦୀ ବେଳକୁ ଏକ ପ୍ରକାର ରାଜଧର୍ମରେ ପରିଣତ…

By: Rusiraj Pattanayak Have you ever seen a Maa Durga idol having four hands, armed with “trisul, khanda and kharpar” and seated on lion so calm, harmonious and cheerful ? She is our revered beloved Maa Ambika, the presiding deity…

By: Rusiraj PattanayakComes under the district of Mayurbhanj, the unfathomed land; Khiching is a historical village that was once the capital of Bhanja rules. The star attraction of this beautiful place is the Kichakeswari Temple which dates back to the…

By: Rusiraj Pattanayak This sprawling ecosystem, thanks to the mega conservation efforts, has close to a 100 Royal Bengal tigers. Other mammalian species like leopards, sambhars, langurs, deer, gaur (Indian bison), elephants, antelopes, chitals, chevrotains, wild dog, wild boar, sloth…