admin

admin

ଓଡ଼ିଆ ଭାଷାମାରଣର ଅୟମାରମ୍ଭ

ଲେଖା: ଦେଵ ତ୍ରିପାଠୀ ୧୮୬୮ ମସିହା । ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟ । ଦୁର୍ଭିକ୍ଷ ରାକ୍ଷସର ଆଁ ଭିତରେ ପଡ଼ି ଛଟପଟ ହନ୍ତସନ୍ତ ହେଉଥିଲେ ଲକ୍ଷ ଲକ୍ଷ ଓଡ଼ିଆ ! ଦୈବୀବଳରୁ ଯାହା କ୍ଷତି ହୋଇଥିଲା ତତୋଧିକ କ୍ଷତି ଥିଲା ମନୁଷ୍ୟକୃତ ! ତତ୍କାଳୀନ ଧୂର୍ତ୍ତ ହୀନମନା କୁଚକ୍ରୀ ବଙ୍ଗାଳୀ କିରାଣୀ ଗୋଷ୍ଠୀ ଦ୍ଵାରା…

ଜୟପୁର ରାଜ୍ୟ ଓ ଏହାର ଇତିହାସ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୟପୁର ହେଉଛି ଓଡିଶାର ଏକ ପ୍ରାଚୀନ ସହର ଯାହାକି ଓଡ଼ିଶା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି । ପୁରାତନ କାଳରେ ଏହି ସହର ଭିନ୍ନ ଭିନ୍ନ ରାଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା । ଏହା ପ୍ରାଚୀନ ଦୁର୍ଗ, ପ୍ରାସାଦ ଏବଂ ମନ୍ଦିର ପାଇଁ ଜଣାଶୁଣା ।…

ନନ୍ଦପୁରର ବତ୍ରିଶ ସିଂହାସନ (Batrisha Singhasana)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥାର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶେଷ/ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା। ଇତିହାସ କୁହେ, ଯେ ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା। ଖ୍ରୀଷ୍ଟାବ୍ଦ ୨୦ …

ଯୋଡ଼ା ଝୁଲଣର କଥା: ମାଳତୀ ଝୁଲଣ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଆମ ଉତ୍କଳରେ ବାରମାସେ ତେର ପର୍ବ। ଏହା ସଭିଙ୍କୁ ଗୋଚର। ମହାପ୍ରଭୁ ଲୀଳାମୟ ଜଗନ୍ନାଥଙ୍କ ଅନେକ ପର୍ବ ମଧ୍ୟରୁ ତ୍ରିରାସ ଅନ୍ୟତମ । ତନ୍ମଧ୍ୟରୁ ଝୁଲଣ ଉତ୍ସବଟି ପ୍ରଧାନ। ବର୍ଷକରେ ଥରେ ଏହା ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ପ୍ରତିପଦା ଯାଏଁ ପାଳନ ହୁଏ। ଏଥିରେ ସୁନ୍ଦର ଯୁଗଳ…

ପଣ୍ଡିତ ରଘୁନାଥ ମୁର୍ମୁ 

ଲେଖା: ଶିବାଶିଷ ମହାପାତ୍ର ଏକ ସାଧାରଣ ମଣିଷ ନିଜର ସାଧନା ତଥା କର୍ଯ ଯୋଗୁଁ ଆଜି ହୋଇପାରିଛନ୍ତି ଏକ ଅସାଧାରଣ ବ୍ୟକ୍ତିତ୍ଵ । ଆଜି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ପୂଜା କରନ୍ତି ତଥା ସମ୍ପ୍ରଦାୟର ଲୋକଙ୍କ ଆଦର୍ଶ ଭାବରେ ପରିଚିତ । ଗୁରୁପୁର୍ଣିମା ଦିନ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ କପିବୁରୁ ଅଞ୍ଚଳ ଲୋକାରଣ୍ୟ…

ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀ

ଉପସ୍ଥାପନା: ଶିବାଶିଷ ମହାପାତ୍ର ଶଙ୍ଖ ଚକ୍ର ତ୍ରିଶୂଳ ଡମ୍ବରୁ ଖଡ଼ଗ ଖର୍ପର ଧାରିଣୀ ଧନୁର୍ବାଣ କୁଠାର ମଙ୍କୁଶ ଦାନବ କୁଳ ଛେଦିନୀ ଜଟାଜୁଟ ସୁଚାରୁ ମଣ୍ଡିତ ରକ୍ତବସ୍ତ୍ର ସୁମେ ଖଳା ଘୋର ଘର୍ଘର ଘୋର ଗର୍ଜିତଂ ଧୂମ୍ରଲୋଚନୀ ତ୍ରାହିମାଂ …. ଶୁକ ଗୌତମ ବ୍ରହ୍ମା ନାରଦ ବ୍ୟାସ କଶ୍ୟପ ଧ୍ୟାୟିନୀ ଇନ୍ଦ୍ର ଚନ୍ଦ୍ର କୁବେର ଦଶଦିଗପାଳ…

ତୁଳସୀ ମୁଣ୍ଡା

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ତୁଳସୀ ମୁଣ୍ଡା ବା…

ସପ୍ତପୁରୀ ଅମାବାସ୍ୟା

ଲେଖା: ଶିବାଶିଷ ମ‌ହାପାତ୍ର ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଭିନ୍ନ ଭିନ୍ନ…

ଓଡ଼ିଶାର ମଦର ଟେରେସା ପାର୍ବତୀ ଗିରି (Dr. Parbati Giri)

ଲେଖା: ଶିବାଶିଷ ମହାପାତ୍ର ତତ୍କାଳୀନ ସମ୍ବଲପୁର ଜିଲ୍ଲାର ଏକ ଅନାମଧେୟ ଗ୍ରାମରେ ଜନ୍ମଗ୍ରହଣ କରି ପାଲଟି ଯାଇଛନ୍ତି ମଦର ଟେରେସାଙ୍କ ଭଳି ଜଣେ ସମାଜସେବୀକା । ୧୯ ଜାନୁଆରୀ ୧୯୨୬ ମସିହାରେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଟସ୍ଥ ସମଲାଇପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀମତୀ ପାର୍ବତୀ ଗିରି…

ସୋନପୁର ଜିଲ୍ଲାର ମେଟା ଲୁହୁରା ଓ ପଣତ କାନିର ଦେବୀ ମା’ ମେଟାକାନି 

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…