Physical Address
Sai Samarpanam, Satya Vihar, Bhubaneswar

Ananta Purushottam Deba Mandira Ashoka Nayak It’s just 4 kilometres from Khorda towards Nayagarh. My connection with this place started when I was hearing regular stories from my grandmother about this hideout place of the king and his disguise days.…

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି (ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।” ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ,…

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା ପାଇଁ ସେ ଅଧୀର ଭାବରେ ଘୋର ବନ ମଧ୍ୟରେ ତାଙ୍କ ସନ୍ଧାନ କରି ଚାଲିଛନ୍ତି। ଏହି ସମୟରେ ଜନୈକା ସଖୀ ଶ୍ରୀରାଧାଙ୍କୁ ଏକ ଅଭିନବ ଦୃଶ୍ୟ ଦେଖିବାକୁ ବୃନ୍ଦାବନର ଅଭ୍ୟନ୍ତରକୁ ଡାକି ନେଇଯାଇଛି ଓ…

ଲେଖା: ଅଶୋକା ନାୟକ ପ୍ରଥମାଷ୍ଟମୀ ଦିନ ହଳଦୀପତ୍ରରେ ତିଆରି ଏଣ୍ଡୁରି ପାଇଁ ଅଥାର ହାଣ୍ଡି ବସିଥାଏ । ମାଟିହାଣ୍ଡିରେ ପାଣି, କୁଟା, ବାଉଁଶ କଣି ରଖି ତା ଉପରେ ହଳଦୀପତ୍ରର ଏଣ୍ଡୁରି ରଖି ମାଟି ପଲମ ଘୋଡାଇ କାଠଚୁଲିରେ ବସେ ଅଥାର । ଏବେ ବି ଗାଁରେ ଏ ସବୁ ସାମଗ୍ରୀ ମିଳିଯାଉଥିବାରୁ ଅଥାରହାଣ୍ଡି ହେଉଛି…

ବେଳଥାଉ ଚେତ ବଞ୍ଚୁ ଉତ୍କଳ ଲେଖା: ସନ୍ତୋଷ ପଟ୍ଟନାୟକ କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବେଳଥାଉ ଚେତ ବଞ୍ଚୁ ଉତ୍କଳ କବିତାରେ . . ଓଡ଼ିଆର ସ୍ପର୍ଦ୍ଧା ପାଇଁ ନିଖୋଜ ସୁଭାଷ କୁଟ…

ବିଵଶ କାହାଣୀ ଲେଖା: ସନ୍ତୋଷ ପଟ୍ଟନାୟକ କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବିଵଶ କାହାଣୀ କବିତାରେ . . ବାଜି, ଚାଖି, ଦୋରା ଆଉ ଚକରା, ଧରଣୀ ଜୟୀ ରାଜଗୁରୁ, ପାଟ୍ଟମହାଦେଈ ରାଣୀ, ସ୍ବାଭିମାନୀ…

ଅକୁହା କଥା ସୌରଭିତ ସୃଷ୍ଟି: ସନ୍ତୋଷ ପଟ୍ଟନାୟକ କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ଅକୁହା କଥା କବିତାରେ . . କା’ ଆଗେ କହିବି ଅକୁହା ବେଦନା କିଏ ବା ଶୁଣିବ ଏବେ ମାତୃଭୂମି ଆଉ ମାତୃଭାଷା ପାଇଁ କବି ଗାଉନାହିଁ…

ଲେଖା: ବନ୍ଧନ ଦଳେଇ କଳା ମେଘମାଳା ଆକାଶର ଅଗଣା ଛାଡ଼ି ଲମ୍ବି ଆସିଲେ ମାଟିକୁ, ମାଟିହୁଏ ମହୋତ୍ସବମୟ। ବଡ଼ଠାକୁରଙ୍କ ନୀତିକାନ୍ତିରେ ନୂଆ ଅଙ୍ଗରାଗ ସୃଷ୍ଟି ହୁଏ ବିହ୍ୱଳ ଭକ୍ତସମାଜ ପାଇଁ ଭକ୍ତ ଭଗବାନଙ୍କ ମିଳନର ପର୍ବର ଉନ୍ମେଷ ଘଟେ। ଜ୍ୟେଷ୍ଠମାସ ପୂର୍ଣ୍ଣମୀ ତିଥି ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି #ଶ୍ରୀମନ୍ଦିର ଛାଡ଼ି ସ୍ନାନମଣ୍ଡପକୁ ବିଜେ କରନ୍ତି…

ଲେଖା: ଦେଵ ତ୍ରିପାଠୀ ୧୪ ଫେବୃଆରୀ, ୧୮୫୮ ମସିହା । ଶ୍ରୀଗିଡ଼ା ଘାଟି, ସମ୍ବଲପୁର-ନାଗପୁର ମାର୍ଗ । ଘାଟି ମଧ୍ୟରେ ନିଜର ପ୍ରତୀକ୍ଷିତ ଶତ୍ରୁକୁ ସମୂଳେ ବିନାଶ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ସମ୍ବଲପୁର ସେନାଛାଉଣୀର କ୍ୟାପଟେନ ଆଇ. ସି. ବାର୍ଲୋ, ସୁସଜ୍ଜିତ ବ୍ରିଟିଶ ଓ ପାହାଡ଼ିଆ ସୈନ୍ୟସାମନ୍ତଙ୍କ ସହିତ ! ହୃଦୟରେ ଗ୍ଳାନି, ଅପମାନ,…