admin

admin

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୧)

ଲେଖା: ଇଂ ବିଜୟ କେତନ ସାହୁ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜୁତି କାଳରୁହିଁ କଳିଙ୍ଗ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରତାପରୁଦ୍ରଦେବଙ୍କ ଶାସନ ଅବଧି ତାଙ୍କ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ପରି ଏତେ ନିଷ୍କଣ୍ଟକ ନଥିଲା। ପ୍ରତାପରୁଦ୍ରଦେବଙ୍କ ରାଜନୈତିକ ଜୀବନ ତାଙ୍କ ସିଂହାସନ ଆରୋହଣ ସମୟରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା। ଯେଉଁ ପ୍ରତାପରୁଦ୍ରଙ୍କୁ ମିଥ୍ୟା…

ଧାନରୁଆ ଗୀତ (DhanaRua Gita)

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ଦକ୍ଷିଣ ଓଡ଼ିଶାର ସଂସ୍କୃତି ସର୍ବଦା ଲୋକ ନୃତ୍ୟ, ଗୀତ ଓ ଏହାର ଉନ୍ନତ ପରମ୍ପରାକୁ ନେଇ ଜୀବିତ। ବିଶେଷ କରି ଉଭୟ ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ କୋରାପୁଟରେ ପ୍ରତ୍ୟେକ ଲୋକର ଜୀବନ ଜୀବିକା ସହ ଗୀତ ଟିଏ ଯେପରି ବନ୍ଧା ହୋଇ ଯାଇଥାଏ। ସେ ଠାକୁର ଘରେ…

କୁଣ୍ଢାକୁଣ୍ଢି ଅମାବାସ୍ୟା

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଗୃହରେ ପାଳନ ହୋଇଥାଏ ଅତିକମ୍’ରେ ଚାରିଟିରୁ ପାଞ୍ଚଟି ପର୍ବ। ସମଗ୍ର ଓଡିଶାର ପର୍ବପର୍ବାଣି ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏପରି ଏକ ପର୍ବ…

ପଞ୍ଚଧାର ପର୍ବତ (Panchadhara Hills)

ଲେଖା: ସଞ୍ଜୀବ ନନ୍ଦ ପଞ୍ଚଧାର,  ପ୍ରକୃତିର ଲୀଳାୟିତ ବୈଚିତ୍ରମୟୀ ଅନନ୍ତ ସୃଷ୍ଟି ମଧ୍ୟରେ ପର୍ବତମାଳା ଅନ୍ୟତମ ଆକର୍ଷଣ । ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କଳ ଜନନୀର ମଧ୍ୟଭାଗରେ ଶୋଭା ପାଉଥିବା ଗିରିବର ପଞ୍ଚଧାର ପର୍ବତ,  ଆଠମଲ୍ଲିକ ନିକଟସ୍ଥ ଚିରସ୍ରୋତା ପୁଣ୍ୟତୋୟା ମହାନଦୀର ଟିକରପଡା ସାତକୋଶିଆଠାରେ ମା’ ବିନିକେୟି ପୀଠଠାରେ ନଦୀ ଉପରେ ମୁଁଣ୍ଡଟେକି ଆବହମାନ କାଳରୁ ଦଣ୍ଡାୟମାନ…

କୋମଳ ବୈଶ୍ୱାନର ମା’ ରମାଦେବୀ (ଅବିଜିତ ମାତୃତ୍ୱର ଦେବୀ)

ଡାକ୍ତର ପ୍ରଳୟ ନାୟକ କଥା ଭୂଦାନ ଆନ୍ଦୋଳନ କାଳର । ସ୍ଥାନ ବଙ୍ଗ-ଓଡ଼ିଶା ସୀମାନ୍ତର ବାଈପାଟଣା ଅଞ୍ଚଳ । ସମାଜରେ ଭୂମିହୀନ ଓ ଜମିଦାରଙ୍କ ଭିତରର ଦୂରତ୍ୱ ମେଣ୍ଟେଇ ଗୋଟେ ସୁସ୍ଥ, ସମ-ସମାଜ ଗଠନର ସ୍ୱପ୍ନ ନେଇ ଆଗେଇ ଆସୁଛନ୍ତି କିଛି ଲୋକ । ପୁରୁଷଙ୍କ ପିନ୍ଧାରେ ଆଣ୍ଠୁ ଲୁଚୁନଥିବା ହାତକଟା ସୁତାରେ ତିଆରି ଛୋଟ…

ସାହିତ୍ୟିକ ଦୟାନିଧି ମିଶ୍ର

ଲେଖା: ଶିବାଶିଷ ମହାପାତ୍ର  ପଶ୍ଚିମ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି ଅନେକ ଗୁଡ଼ିଏ ବିଶିଷ୍ଟ ମହାନ ବ୍ୟକ୍ତିବିଶେଷ । ଆଜିର ସମୟରେ ପ୍ରଚାର ଏବଂ ପ୍ରସାର ନଥିବା ଯୋଗୁଁ ଲୋକେ କେବଳ ହାତଗଣତି କେତେ ଜଣଙ୍କୁ ଛାଡ଼ି ଭୁଲିବାକୁ ଲାଗିଲେଣି ଅନ୍ୟ ମାନଙ୍କୁ । ବିଂଶ ଶତାବ୍ଦୀର ଦ୍ବିତୀୟ ଏବଂ ତୃତୀୟ ଦଶକରେ ପଶ୍ଚିମ ଓଡ଼ିଶାର…

ରେଳ ଉପରେ ଚିଲିକା ଦର୍ଶନ (ଅବକାଶ ଚିନ୍ତା କାବ୍ୟ)

ସୌରଭିତ ସୃଷ୍ଟି: ଉତ୍କଳମଣି ଗୋପବନ୍ଧୁ ଦାସ  ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ୱପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ…

ଓଡ଼ିଆ ଭାଷାସଂଗ୍ରାମର ଅଜେୟ ଯୋଦ୍ଧା: ସେନାପତି ଫକୀରମୋହନ (Fakirmohan)

ଲେଖା: ଦେଵ ତ୍ରିପାଠୀ କର୍ମଵୀର ଗୌରୀଶଙ୍କର ଓ ଉତ୍କଳ ଦୀପିକାର ନିରବଚ୍ଛିନ୍ନ ସାଧନା ଏ ମାଟିରୁ ବଙ୍ଗଳା ଭାଷାଭାଷୀଙ୍କର ଓଡ଼ିଆମାରଣ ଚକ୍ରାନ୍ତର ପଣ୍ଡ ହୋଇଥିଲା ସତ ! ତେବେ ଓଡ଼ିଆଙ୍କ ମାନସିକତାରେ ବସା ବାନ୍ଧି ସାରିଥିଲା ବଙ୍ଗଳା ଭାଷା ! ଓଡ଼ିଆଙ୍କ ଦୈନନ୍ଦିନ ଜୀବନ ଓ ଚଳଣିରେ ଥିଲା ବଙ୍ଗାଳୀପଣ ! କର୍ମଵୀରଙ୍କ ସାଧନାର ଫଳସ୍ବରୂପ…

କର୍ମବୀର ଗୌରୀଶଙ୍କର

ଲେଖା: ଦେଵ ତ୍ରିପାଠୀ ୧୮୭୫ ମସିହା । ତତ୍କାଳୀନ ଭାରତ ସରକାରଙ୍କ ଆନୁକୁଲ୍ୟରେ ପ୍ରକାଶ ପାଇଥିଲା ‘The Antiquities of Orissa‘ ନାମକ ଦୁଇଭାଗ ବିଶିଷ୍ଟ ଏକ ମହାର୍ଘ ପୁସ୍ତକ । ଏଇ ପୁସ୍ତକରେ ପ୍ରାମାଣିକ ଭାବେ ଓଡ଼ିଶାର ଅତୁଳନୀୟ ପ୍ରାଚୀନ କୀର୍ତ୍ତିରାଜି ଉପରେ ମନନ ଗବେଷଣାତ୍ମକ ଆଲୋଚନାମାନ ଉପସ୍ଥାପନ କରି ଦେଶୀୟ ତଥା ପାଶ୍ଚାତ୍ୟ…

କର୍ମବୀର ଗୌରୀଶଙ୍କର

ଲେଖା: ଦେଵ ତ୍ରିପାଠୀ ୧୮୭୦ ସନ୍, ସରକାରୀ ବିଦ୍ୟାଳୟ, ବାଲେଶ୍ଵର ସହର । ନଅଙ୍କ ଦୁର୍ଭିକ୍ଷର ବହୁ ପୂର୍ବରୁ ଓଡ଼ିଶା ମାଟିରେ ଚାଲି ଆସୁଥିବା ଓଡ଼ିଆ ଭାଷା ବିରୋଧର ଚକ୍ରାନ୍ତକାରୀଗଣ ଜନ୍ ବୀମ୍ସଙ୍କ ଉପଚାରରେ ଜୋକ ମୁହେଁ ଲୁଣ ପରି ଧରାଶାୟୀ ହୋଇପଡ଼ିଥିଲେ ! ଲୌହପୁରୁଷ କର୍ମଵୀର ଗୌରୀଶଙ୍କରଙ୍କ ନିର୍ଘାତ ମସୀମାଡରେ ଭାଜି ଯାଇଥିଲା ଶତ୍ରୁ…