Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅରବିନ୍ଦ ମହାନ୍ତି କାର୍ତ୍ତିକ ମାସ ଏଭଳି ଏକ ମାସ ଯେଉଁଥିରେ ନିରାକାର ପରମେଶ୍ୱରଙ୍କ ସାକାର ରୂପ ଦର୍ଶନ ମିଳିଥାଏ। କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ସକାଳଧୂପ ଓ ସନ୍ଧ୍ୟାଧୂପ ପରେ ତ୍ରିଭୁବନେଶ୍ୱର ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ତ୍ରିଭୁବନମୋହନ ଶ୍ରୀମୁଖ ସାଙ୍ଗକୁ ତ୍ରିନୟନ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୈନକ୍ଷେତ୍ର କୋରାପୁଟରେ ଅଛି କେତେଗୁଡ଼ିଏ ସୁଦୃଶ୍ୟ ଐତିହାସିକ ଜୈନପୀଠ ! ~ ରୋହିଣୀ ଦେବୀ (Rohini Devi) କୋରାପୁଟ ~ The thousand year old sculpture of Rohini Devi is one of the rare sculpture of Jainism in india. This typical…

ଲେଖା: ଅରବିନ୍ଦ ମହାନ୍ତି କୁହାଯାଏ, ରୁକୁଣା ରଥ ଅଣଲେଉଟା ! ସେଇ ରୁକୁଣା ରଥର ତତ୍ତ୍ୱ ଆମ ଜୀବନ ଭଳି, ଥରେ ଜୀବରୁ ଜୀବନ ଗଲେ ଆଉ ଫେରେ ନାହିଁ ସେଇ ଭଳି ଏହି ରୁକୁଣା ରଥର ବାହୁଡା ନାହିଁ। ଆମ ଶରୀର ଯେମିତି ପୃଥିବୀରୁ ତିଆରି ସେଇଭଳି ରୁକୁଣା ରଥର ଶରୀର ବି ପୃଥିବୀ।…

ଲେଖା: ଡାକ୍ତର ପ୍ରଳୟ ନାୟକ “ଜଇଆ ପଛେ ଜୀବନ ଦେଲା ନୁଆଇଁ ନାହିଁ ମଥା…” ଏ ଧାଡ଼ିଟି ମାତ୍ର ଶୁଣି ଯଦି କୋଉ କଳିଙ୍ଗୀର ପ୍ରାଣ ପୁରି ନଉଠୁଛି ଆତ୍ମଶ୍ଳାଘାରେ, ଶୋକ ଓ ଗର୍ବରେ ଯଦି ବିଦାରି ନ ହେଉଛି ବକ୍ଷ, ସେମାନଙ୍କୁ ମୁଁ କହୁଚି, ସେମାନେ ନ ପଢ଼ନ୍ତୁ ଏ ଲେଖା । ଅବିଜିତ…

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ରଚନାକାଳ ~ ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ…

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ । ଶ୍ରୀମନ୍ଦିର ରୀତିନୀତି, ସେବା ପୂଜାବିଧି, ଗଜପତି ମହାରାଜାମାନଙ୍କର ରାଜ୍ୟ ଶାସନ ବିବରଣୀ, ସମକାଳୀନ ସାମାଜିକ ଓ ରାଜନୈତିକ ଚିତ୍ର, କିଛି…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ମୂଖ୍ୟତଃ ତିନିଗୋଟି ରାଜବଂଶର କଥା କହେ । ~ ଗଙ୍ଗବଂଶ ~ ଏଥିରେ ୩୫ ଜଣ ରାଜାଙ୍କ ବିବରଣୀ ରହିଛି। ଏହି ଗଙ୍ଗବଂଶର ବିବରଣୀରେ ସେମାନଙ୍କ କୀର୍ତ୍ତି, ଜଗନ୍ନାଥ ମନ୍ଦିରର ବିବରଣୀ ଓ ରାଜ୍ୟ ଶାସନ ବୃତ୍ତାନ୍ତ ପ୍ରଭୃତି ରହିଛି। ଗଙ୍ଗବଂଶ ରାଜତ୍ଵର ସୀମା ୧୦୫୪ ଶକାବ୍ଦରୁ ୧୪୮୩ ଶକାବ୍ଦ…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ଅନ୍ତର୍ଗତ ରାଜବଂଶ ବିବରଣୀକୁ ଅନ୍ୟାନ୍ୟ ଉପାଦାନ ଦ୍ଵାରା ପରୀକ୍ଷା କରି ଓଡ଼ିଶାର ପ୍ରାମାଣିକ ଇତିହାସ ରଚନା ସମ୍ଭବ ହୋଇଥିଲା। ମାଦଳାପାଞ୍ଜିରେ ମୂଖ୍ୟତଃ ତିନିଗୋଟି ରାଜବଂଶ ଦେଖାଯାଏ, ୧. କେଶରୀ ବଂଶ ୨. ଗଙ୍ଗବଂଶ ୩. ଭୋଇବଂଶ ମାଦଳାପାଞ୍ଜି ବର୍ଣ୍ଣିତ ଏହି ରାଜବଂଶର ବୃତ୍ତାନ୍ତଗୁଡିକୁ ସମକାଳୀନ ଐତିହାସିକ ଉପାଦାନ ସହ ପରୀକ୍ଷା…

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ ~ ମାଦଳାପାଞ୍ଜି ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏକଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି। Andrew Stirling ମହୋଦୟ ପ୍ରଥମେ 1825 ମସିହାରେ Asiatic Research Journal ରେ…

ଲେଖା: ନିରଞ୍ଜନ ସାହୁ ମାଦଳାପାଞ୍ଜି ବହୁ ପ୍ରାଚୀନ କାଳରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଶ୍ରୀଜଗନ୍ନାଥ ମନ୍ଦିରର ବିବରଣୀ ସକାଶେ ଉପାଦାନ ରୂପେ ବ୍ୟବହୃତ। ଏହା ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏ କଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି।…