admin

admin

ନାରିକେଳ

ଲେଖା: ଦେଵ ତ୍ରିପାଠୀ   ~ ନାରିକେଳ ~ ଇଏ କୋଉ ଅସିଆ କାଳର‌ ମସିଆ କଥା ! ଥିଲେ ଜଣେ ଗ୍ରାମୀଣ ଚାରଣ କବି । ସେଇ କବିଙ୍କ ଖ୍ୟାତି ଆଉ ଲାଳିତ୍ୟମୟ ସଙ୍ଗୀତର ଧ୍ୱନି ପ୍ରତିଧ୍ୱନିତ ହେଉଥିଲା ମହୀମଣ୍ଡଳରେ। ରାଜ୍ୟର ଦୁର୍ଦ୍ଦାନ୍ତ ରାଜା ସେ ସଙ୍ଗୀତର ପ୍ରଭାବରୁ ମୁକୁଳାଇ ପାରି ନ ଥିଲେ…

ନିତ୍ୟାନନ୍ଦ ମହାପାତ୍ର

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା ମାର୍ଚ୍ଚ ମାସ ୨୦ ତାରିଖ। ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡିରେ ଲୁଣମରା ଅଭିଯାନ । ଶହ ଶହ ସତ୍ୟାଗ୍ରହୀଙ୍କ ମେଳରେ ଜଣେ ୧୮ ବର୍ଷର ବାଳକ । ଇଂରେଜ ଫଉଜର ସାମନା କରି ଗିରଫ ହୋଇଗଲେ। ଜେଲଦଣ୍ଡ ଭୋଗିଲେ ଏକ ବର୍ଷ ପାଇଁ, କଟକ ଜେଲ୍’ରେ ସହବନ୍ଦୀ ଥିଲେ ହରେକୃଷ୍ଣ…

ଋଷି ପଞ୍ଚମୀ ବ୍ରତ (Rushi Panchami)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ कश्यपोत्रिर्भरद्वाजो विश्वामित्रोथ गौतमः। जमदग्निर्वसिष्ठश्च सप्तैते ऋषयः स्मृताः॥ दहन्तु पापं सर्व गृह्नन्त्वर्ध्यं नमो नमः’॥ ଓଡିଶାର ପର୍ବପର୍ବାଣି ମଧ୍ୟରେ ଋଷି ପଞ୍ଚମୀ ଅନ୍ୟତମ। ଏହା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥରେ ପାଳନ କରାଯାଏ। ଋଷି ପଞ୍ଚମୀ ବ୍ରତଟି ବିଶେଷଭାବେ ରଜରହିତ ନାରୀମାନେ ଋଷି ଆଶୀର୍ବାଦରେ …

ଉଛବ ମଳିକ (ନିମାପଡ଼ା ଗୁଳିକାଣ୍ଡ)

ଲେଖା: ନିରଞ୍ଜନ ସାହୁ ଏହା ଥିଲା ୧୯୪୨ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏକ ବିୟୋଗାନ୍ତକ ନାଟକରେ ଅଭିନୀତ ଗୋଟିଏ ହୃଦୟବିଦାରକ ଦୃଶ୍ୟ । ଏହି ଦୃଶ୍ୟରେ ଉଛବ ମଳିକ (Uchhaba Malika) ନାମରେ ନିମାପଡ଼ା ଅଞ୍ଚଳର ଜଣେ ନିଃସ୍ଵ ହରିଜନ ଯୁବକ ପୋଲିସ ଗୁଳିରେ ସହିଦ…

ବଉଦର ପଶ୍ଚିମ ସୋମନାଥ ମନ୍ଦିରସମୂହ

ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ବୌଦ୍ଧ ସହରରେ ନିର୍ମିତ ପଶ୍ଚିମ ସୋମନାଥ ମନ୍ଦିରସମୂହ ମଧ୍ୟଯୁଗୀୟ ଓଡ଼ିଶାର କଳା ଓ ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ। ଗୋଟିଏ ପରିସରରେ ଏକ ସୁନ୍ଦର ପରିବେଶରେ ଚାରୋଟି ମନ୍ଦିର ଦେଖିବାକୁ ମିଳେ। ୧. ପଶ୍ଚିମ ସୋମନାଥ ମନ୍ଦିର ୨. ଭୁବନେଶ୍ୱର ମହାଦେବ ମନ୍ଦିର…

କେଶରକ୍ଷେତ୍ର ଚଣ୍ଡେଶ୍ୱର ମହାଦେବ ପୀଠ

ଲେଖା: ରବୀନ୍ଦ୍ର କୁମାର ରଣା କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର । ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ…

ଲଙ୍ଗଳଧୁଆ ପୁନେଇଁ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ   ଲଙ୍ଗଳଧୁଆ ପୁନେଇଁ ଅବା ଗହ୍ମାପୂର୍ଣ୍ଣମୀ ଆମ ଓଡିଶାର ଏକ ପ୍ରାଚୀନ ପର୍ବ। ଏବେ ଜାଣିବା ଦକ୍ଷିଣ ଓଡିଶାର ପୁଣ୍ୟପୀଠ ପାରଳା ସହରର କିଛି ଦୃଶ୍ୟ। ଏହି ଦିନରେ ମହାପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ଏହି ଦିନଟି ଭାରତ ବର୍ଷରେ ରକ୍ଷାବନ୍ଧନ ରୁପେ ପରିଚିତ। ତେବେ ଏହି ଦିନ…

ପୋଲରୀ ଅମାବାସ୍ୟା (Polari Amabasya)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ   ପୋଲରୀ ଅମାବାସ୍ୟା, ପତ୍ରପକା ଉଆଁସ, ବଜ୍ରମହାକାଳୀ ବ୍ରତ, ମହାଳୟା ବା ଭିକମଗା ଉଆଁସ ଆମ ଓଡ଼ିଶାର ଏକ ପ୍ରାଚୀନ ପର୍ବ। ଯାହା ଆଶ୍ୱିନ ଅମାବାସ୍ୟାରେ ପାଳନ କରାଯାଏ। ପୁତ୍ର ପୌତ୍ରଙ୍କ ଆୟୁ ଆରୋଗ୍ୟ କାମନା କରି ନାରୀମାନେ ଏହି ବ୍ରତ କରନ୍ତି। ଏହି ଦିନ ଘରର ଛୋଟ…

ସାତ ଚକୁଳି ଚଉଦ ଚେଁ

ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ଓଡ଼ିଶାର ଖାଦ୍ୟ ଯେତେ ସୁନ୍ଦର ଖାଦ୍ୟକୁ ନେଇ ଥିବା ଲୋକ କଥା ଓ କାହାଣୀ ଗୁଡା ବି ଆହୁରି ସୁନ୍ଦର। ଆଜି ଆପଣମାନଙ୍କୁ ଶୁଣେଇବି ଚକୁଳି ପିଠାକୁ ନେଇ ଏକ ବହୁତ ମଜାଦାର ଲୋକ କାହାଣୀ… ମୂଳ କାହାଣୀକୁ ମୁଁ ମୋ ଢଙ୍ଗରେ ପୁନର୍କଥନ କରିଛି… “ସାତ ଚକୁଳି ଚଉଦ…

କାନ୍ଦଣା ଲହରୀ

ଲେଖା: ଅକ୍ଷୟ ଓଝା “ବାସୁକି ସହିଛି ବସୁଧା ଭାର ଲୋ ବୋଉ ବୃକ୍ଷ କି ସହିଛି ଫଳର ଭାର ଲୋ ବୋଉ ନଦୀ କି ସହିଛି ମୀନର ଭାର ଲୋ ବୋଉ ନ ସହି ପାରିଲୁ ମୋହର ଭାର ଲୋ ବୋଉ ************** ବନସ୍ତରେ ପାରା ଯୋଡିକି ଯୋଡ଼ି ଲୋ ମାେ ମାଆମାନେ ସେ ପାରା…