ଲେଖା: ଦେଵ ତ୍ରିପାଠୀ
୧୯୧୭ ମସିହା, କଟକ ।
ଓଡ଼ିଆ ବଜାରର ସେଇ ଦୁଇ ମହଲା ପ୍ରାସାଦର ନିରୋଳା କୋଠରୀରେ ବସି ପରାଧୀନ ଭାରତର ବାସ୍ତବ ରୂପକୁ ନିରେଖି ଦେଖୁବାକୁ ଚେଷ୍ଟା କରୁଥିଲା ୨୦ ବର୍ଷର ଯୁବକ ଜଣେ ! ଏ ଜତିର ଗତିକୁ ନେଇ ସେ ଥିଲା ବ୍ୟଥିତ, ବିବ୍ରତ !
ପ୍ରଥମ ଥର ପାଇଁ ଏକ ଭିନ୍ନ ଚେତନାର ଅଭ୍ୟୁଦୟ ଘଟିଥିଲା ସେଇ ଯୁବକ ମନରେ ! ପରିଣତି ସ୍ବରୂପ ରଚିତ ହେଲା ଏକ ସ୍ବର୍ଣ୍ଣାଭ ଇତିହାସ ! ନିଜ ଦେଶ ଓ ଜାତିକୁ ପରାଧୀନତାର ଶୃଙ୍ଗଳରୁ ମୁକ୍ତ କରିବା ପାଇଁ . . ରକ୍ତ ବଦଳରେ ସ୍ବାଧୀନତା ଆଣି ଦେବା ପାଇଁ ସେ ଦେଲା ବଜ୍ର ଆହ୍ୱାନ !
କଟକ ମାଟିର ସୁକୁମାର ଯୁବକ ଦିନେ ବନିବଲା ବିଶ୍ୱବୀର !
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
View Comments