ଲେଖା: ଅମ୍ବିକା ପଟ୍ଟନାୟକ

କୋରାପୁଟଠାରୁ ରେଳରେ ରାୟଗଡ଼ା ଅଭିମୁଖେ ଯାତ୍ରାକଲେ ପ୍ରାୟ ୨୦ କି.ମି. ପରେ ଦାମନଯୋଡ଼ି l ଏସିଆର ବୃହତ୍ତମ ଆଲୁମିନା କାରଖାନା l ଦାମନଯୋଡି ଷ୍ଟେସନ ପାଖରେ ଏକର ଏକର ବ୍ୟାପୀ ଏକ କଣ୍ଟାବାଉଁଶ ବଣ l



ଲୋକ ବିଶ୍ୱାସରେ ମା’ କଣ୍ଟା ବାଉଁଶୁଣୀ ଠାକୁରାଣୀଙ୍କ ଆସ୍ଥାନ l ସଚରାଚର ଯେମିତି “ଯା ଦେବୀ ଶିଳାରୁପେଣ ଗ୍ରାମମଧ୍ୟେତୁ ସଂସ୍ଥିତା” ସେମିତି ନୁହେଁ l ମା’ ଏଠି ଶୂନ୍ୟରୂପିଣୀ l  ପ୍ରାୟତଃ ପରିଷ୍କାର ପରିଚ୍ଛନ୍ନ ଏଇ କଣ୍ଟା ବାଉଁଶ ତୋଟା ମଧ୍ୟରେ ଏକ ନିର୍ଦିଷ୍ଟ ଜାଗାରେ ଦୁଇ ତିନୋଟି ବାଉଁଶଝାଡ଼ ମା’ଙ୍କ ବିଜେପୀଠ ରୂପେ ନାଲିକନା, ଫୁଲ, ଧୁପ, ଦୀପ ଶୋଭିତ l କେଉଁ କାଳୁ ମା’ କଣ୍ଟା ବାଉଁଶୁଣୀ ଆରାଧିତା l

ଚିତ୍ର ସୌଜନ୍ୟ: ଅବିଭକ୍ତ କୋରାପୁଟ ସମାଚାର (AKS) 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago