କେନ୍ଦୁଝର

କୁଶଳେଶ୍ୱର

ଲେଖା: ବିକ୍ରମ କୁମାର ନାୟକ ~ କୁଶଳେଶ୍ୱର ଶୈବପୀଠ ~ ଓଡିଶାର ଶୈବ ଉପାସନା ବହୁ ପ୍ରାଚୀନ l ପ୍ରଦେଶର କୋଣ ଅନୁକୋଣର ଗାଁଠୁ ସହର ପର୍ଯ୍ୟନ୍ତ…

3 years ago

କେନ୍ଦୁଝର

ଉପସ୍ଥାପନା: ଦେଵ ତ୍ରିପାଠୀ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ! ଓଡ଼ିଶା ମାଟିରେ ପ୍ରଗତିର ବାଟ ଦେଖାଇଛି ଏଇ ଜିଲ୍ଲା ! ଅସୁମାରୀ ପ୍ରାକୃତିକ ସମ୍ପଦରେ ମଣ୍ଡିତ ଏ…

4 years ago

ତରମାକାନ୍ତ ଚା’

ଲେଖା: ଦେଵ ତ୍ରିପାଠୀ ୧୯୮୨ ମସିହା । ଆମ ରାଜ୍ୟରେ ଥିଲେ ଏକ ଦୂରଦୃଷ୍ଟିସମ୍ପନ୍ନ ସରକାର । ହିମାଳୟର ପାର୍ବତ୍ୟାଞ୍ଚଳରେ ଯେପରି ଚା' ଚାଷ ହେଇପାରୁଛି, ଓଡ଼ିଶାର…

4 years ago

ମା’ ତାରିଣୀ

ଲେଖା: ଶିଶିର ସାହୁ ମନୋଜ କିମ୍ବଦନ୍ତୀ ଅଛି ଯେ ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚିକୁ ପରାସ୍ତ କରି ପାରିଲେନି, ଶ୍ରୀଜଗନ୍ନାଥଙ୍କ ସେବକମାନେ…

4 years ago

କପିଳମୁନି ପୀଠ

ଲେଖା: ଦେଵ ତ୍ରିପାଠୀ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଐତିହାସିକ ଜ୍ୟୋତିପୁରଗଡ ନିକଟସ୍ଥ ନନ୍ଦପୁର ଗ୍ରାମରେ ବୈତରଣୀ କୂଳରେ ରହିଛି ବହୁ ପ୍ରାଚୀନ କପିଳମୁନି ପୀଠ…

4 years ago

କନିଆଁ କାନ୍ଦଣା ଗୀତ

ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ…

4 years ago

ଉତ୍କଳୀୟ ଭିତ୍ତିଚିତ୍ର

ଲେଖା: ଦେଵ ତ୍ରିପାଠୀ ରାଜନୀତିକ କିମ୍ବା ପ୍ରାକୃତିକ ଓଡ଼ିଶାରୁ ନିଜକୁ ମୁକ୍ତ ରଖି ଉତ୍କଳୀୟ ଭିତ୍ତିଚିତ୍ର ପରମ୍ପରା କଥାଟିକୁ ଚର୍ଚ୍ଚା କଲେ, ମନେହୁଏ ଏହା ମହାଭାରତୀୟ ସ୍ରୋତ…

4 years ago

କେନ୍ଦୁଝର ଓ ମୟୂରଭଞ୍ଜ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ…

4 years ago

କୁଣ୍ଡେଶ୍ୱର

ଲେଖା: ଦେଵ ତ୍ରିପାଠୀ ଜଗତର ହିତ ନିମନ୍ତେ ହଳାହଳ ବିଷ ପାନକରି ନୀଳକଣ୍ଠ ଭାବେ ଖ୍ୟାତ ମହାଦେବଙ୍କ ପ୍ରତ୍ୟେକ ମନ୍ଦିରରେ ଭକ୍ତଙ୍କ ଦ୍ବାରା ଜଳାଭିଷେକ ଦୈନିକ ପୂଜାର୍ଚ୍ଚନାର…

4 years ago

ଟେରାକୋଟା

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆ ସଂସ୍କୃତିରେ ମାଟି କେଡ଼େ ପବିତ୍ର ! ଶୁଭକାମରେ ମାଟିର କଳସୀ ବସେ, ମାଟିର ପ୍ରଦୀପ ଜଳେ, ମଲାବେଳେ ମୁହଁରେ ଦିଆଯାଏ…

4 years ago