Search Results for କଳିଙ୍ଗ

ଓଡ଼ିଆ ଭାଷାର ମୂଳ

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି ଯଥା: “ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ । ୬ ********** ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା…

କ’ଣ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ । ଓଡ଼ିଆ ଭାଷାରେ Whatର…

ଅଇଘରା ପୁନେଇଁ

ଲେଖା: ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଅଇଘରା ବା ଅଇଘରା ପୁନେଇଁ (ଲୋକମୁଖରେ ଅଗିରା ପୁନେଇଁ ଭାବେ ପରିଚିତ) ଏକ ପାରମ୍ପରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ…

ଆନନ୍ଦ ଚନ୍ଦ୍ର ଜେନା

ଲେଖା: ନିରଞ୍ଜନ ସାହୁ “ପଡ଼ିବ ଯଦି ଦରକାର, ଲେଖିବି ସବୁ ଅତ୍ୟାଚାର । ହାକିମ ଚିଡ଼ିଲେ ଚିଡ଼ନ୍ତୁ, ରାଇଜ ଭିତରୁ ତଡ଼ନ୍ତୁ । ତନୁରୁ ମାଉଁସ ଝାଡ଼ନ୍ତୁ, ଅଥବା ମସ୍ତକ ମୋଡ଼ନ୍ତୁ । ଜୀବନ ପଛେ ଗଲେ ଯାଉ, କଥନେ ନ ଡ଼ରିବି ଆଉ । ମରଣ ପଛେ ମୋତେ ହେଉ, କାହାରି ବିପଦ ନ…

ବରାହ ଲକ୍ଷ୍ମୀ ନୃସିଂହନାଥ

ଲେଖା: ଅମ୍ବିକା ପଟ୍ଟନାୟକ “ତୋର ଗର୍ଭୁ ଜାତ ହେଲା ମାତ୍ରେ ସୁତ ମୋର ଇନ୍ଦ୍ର ପଦ ଲୋଡ଼ିବ l ଆଝୁଂ ପେଟ ଚିରି ପକାଇଲେ ମାରି, ଇନ୍ଦ୍ର ପଦୁଁ କିଏ ତଡି଼ବ l “ ସତ୍ୟଯୁଗ, ଯଜ୍ଞବରାହ ହିରଣ୍ୟାକ୍ଷ ବଧ କରି ଭୂଦେବୀଙ୍କୁ ଉଦ୍ଧାର କରିଛନ୍ତି l ସାନଭାଇ ହିରଣ୍ୟ କଶ୍ୟପ ବରପ୍ରାପ୍ତି ନିମିତ୍ତ ତପସ୍ୟା…

କବି ଭାନୁଜୀ ରାଓ

କବି ଭାନୁଜୀ ରାଓ ଲେଖା: ଅଶୋକ ମିଶ୍ର କଟକର କାଳୀଗଳିର ଗହଳି ଭିତରେ କବିର ସେ ଛୋଟ ଗୋଲେଇ ଘର l ପିତୃପୁରୁଷରୁ ଅର୍ଜିତ ପର୍ଯ୍ୟାପ୍ତ ନାମ ଓ ଭୂସମ୍ପତ୍ତି l କବାଟ ଖୋଲି ଭିତରକୁ ପଶିଲେ ଆଖିରେ ପଡ଼େ ଯତ୍ନରେ ବଢିଥିବା ଫୁଲଗଛ l ତିନୋଟି ପ୍ରଶସ୍ତ ପାହାଚ l ତାକୁ ଡେଇଁଲେ ଗୋଟିଏ…

ପ୍ରାଚୀତଟର ଦ୍ଵାଦଶଶମ୍ଭୁ

ଲେଖା: ରବୀନ୍ଦ୍ର କୁମାର ରଣା ପ୍ରାଚୀନଦୀ ସହିତ ଦୀର୍ଘ ୨୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଜଡ଼ିତ। ପ୍ରାଚୀନ କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ଏଇ ପ୍ରାଚୀ ଉପତ୍ୟକାରେରେ ରହିଛି ଶହ ଶହ ପ୍ରାଚୀନ କିର୍ତ୍ତିରାଜି। ତେବେ ‘ପ୍ରାଚୀ ମାହାତ୍ମ୍ୟ‘ରେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଅତି ପ୍ରାଚୀନ। ପୀଠଗୁଡି଼କୁ ଦେଖିଲେ ଜଣାପଡ଼େ, ପ୍ରାୟ ସମସ୍ତ ମନ୍ଦିର କେତେଥର…

ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର (ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି…

କବିମଞ୍ଜୁଳ

ଲେଖା: ଦେଵ ତ୍ରିପାଠୀ   କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଜଉଗଡ଼

ଲେଖା: ଜଗନ୍ନାଥ ଦୋରା ଅବହେଳିତ ଜଉଗଡ଼ (Jaugada), କଳିଙ୍ଗ ଇତିହାସର ଶିଳାଲେଖ । କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଜଉଗଡ଼, ଯାହାକି ଗାରିମାମୟ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତରେ ଅବସ୍ଥିତ । ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ…