Search Results for କଳିଙ୍ଗ

ହ୍ବିଲର୍ ଦ୍ଵୀପପୁଞ୍ଜ

ଲେଖା: ଦେଵ ତ୍ରିପାଠୀ ୧୯୯୫ ମସିହା । ଦେଶର ବିଶିଷ୍ଟ ଅଣୁବିଜ୍ଞାନୀ ଡ. #ଅବଦୁଲ୍_କଲାମ୍ ମହୋଦୟ ଆସି ପହଞ୍ଚିଛନ୍ତି ମହୋଦଧି ମଧ୍ୟସ୍ଥ ଏକ ଦ୍ବୀପପୁଞ୍ଜରେ । ଭାରତୀୟ ପ୍ରତିରକ୍ଷା ବିଭାଗର ମଧ୍ୟବର୍ତ୍ତୀକାଳୀନ ପରୀକ୍ଷାଗାର ପ୍ରତିଷ୍ଠା ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ କରି ବୈଜ୍ଞାନିକ ବାହାରି ଗଲେ ଦ୍ଵୀପଟିର ଶୋଭା ଅବଲୋକନ ଉଦ୍ଦେଶ୍ୟରେ । ନୈସର୍ଗିକ…

ଭବାନୀ ଚରଣ ପଟ୍ଟନାୟକ

ଲେଖା: ଦେବୀ ପ୍ରସାଦ ଦାସ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ଆଜୀବନ ଗାନ୍ଧୀବାଦୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ତିଥୀରେ ପିତା ନାରାୟଣ ପଟ୍ଟନାୟକ ଓ ମାତା କୁମୁଦିନୀ ଦେବୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗ୍ରାମ ଥିଲା ପୁରୀ ଜିଲ୍ଲାର ନିମାପଡ଼ା…

ବିଛନ୍ଦ ଚରଣ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ ।  “ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ…

ନାଟ୍ୟକାର ଭିକାରୀ ଚରଣ

ଲେଖା: ଡ. ସତ୍ୟପ୍ରିୟ ସାହୁ ଆମ ଭାଷା ଓ ସାହିତ୍ୟ ଜଗତର ଜଣେ ଅମଳିନ ସାଧକ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ । ୧୮୭୭ ସାଲ ଡିସେମ୍ବର ମାସ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭିକାରୀ ଚରଣ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ଵର ଅଞ୍ଚଳର ହୁରାସାହି ଗ୍ରାମରେ । ପାଠ ପଢ଼ିଲେ, ବିଦିତ ହେଲେ ଓଡ଼ିଶାର…

ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଆମ ରାଜ୍ୟର ଆଉ ଏକ ଅନାଲୋଚିତ ଐତିହାସିକ କୀର୍ତ୍ତିରାଜି l ପୁରୀ ଜିଲ୍ଲା ନିମାପଡ଼ାର ଭିଲିଦେଉଳି ଗ୍ରାମରେ ଥିବା ପ୍ରାଚୀନ ଶୈବପୀଠ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର l କୁଶଭଦ୍ରା ନଦୀ ଉପତ୍ୟକlରେ ସବୁଜିମାଭରା ଗାଁ ଭିଲିଦେଉଳିର ଶେଷ ପ୍ରାନ୍ତରେ ଏହି ପ୍ରାଚୀନ ମନ୍ଦିରଟି ସଗର୍ବେ ଦଣ୍ଡାୟମାନ l…

ଉତ୍କଳ ଦିବସ

ଲେଖା: ଫ୍ରାନସିସ ଶତପଥୀ ଆମ ସମୟର ଉଦୀୟମାନ ଯୁବକବି ଫ୍ରାନସିସ ଶତପଥୀଙ୍କ ସୃଷ୍ଟିରେ ଉତ୍କଳ ଜନନୀଙ୍କ ଜୟଗାନ ‘ଉତ୍କଳ ଦିବସ’ କବିତା . . ~ ଉତ୍କଳ ଦିବସ ~ ଓଡ଼ିଆ ମୋ ଭାଷା ନୁହେଁ,        ସିଏ ମୋ ସଂସ୍କାର; ଓଡ଼ିଶା ମୋ ରାଜ୍ୟ ନୁହେଁ,        ମୋ’…

ଦାରିଙ୍ଗବାଡ଼ି

ଲେଖା: ନିରଞ୍ଜନ ସାହୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ମଣ୍ଡଳରୁ ବ୍ରହ୍ମପୁର ମଣ୍ଡଳର କନ୍ଧମାଳ ଜିଲ୍ଲାକୁ ବଦଳି ହେଲା । ତେଣୁ ୨୦୦୭ ମସିହା ମଇ ମାସ ସାତ ତାରିଖରେ ବ୍ରହ୍ମପୁରରୁ ଚିଠି ନେଇ ଯିବାକୁ ହେଲା ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟକୁ । ସେଠାରୁ ହିଁ ମୋର ନିଯୁକ୍ତି ପତ୍ର (Posting Order )…

ରାଧାକୃଷ୍ଣ ବିଶୋୟୀ

ଲେଖା: ନିରଞ୍ଜନ ସାହୁ ଭାରତ ଇତିହାସରେ ଏକ ଘଟଣାବହୁଳ ଓ ଅଭିଶପ୍ତ ଅଧ୍ୟାୟ ରଚିତ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ । ସେହି ସମୟରେ ସାମ୍ରାଜ୍ୟବାଦୀ ଇଂରେଜମାନେ ରବର୍ଟ କ୍ଲାଇବଙ୍କ ନେତୃତ୍ୱରେ ଭାରତରେ ଇଂରେଜ ଶାସନର ମୂଳଭିତ୍ତି ସ୍ଥାପନ କଲେ । ଦେଶ ପାଇଁ କ୍ରମେ କ୍ରମେ ପରାଧୀନତାର ଅମା ଅନ୍ଧାର ମାଡ଼ି ଆସିଲା ।…

ହାରାମଣୀ ବିଶୋୟୀ

ଲେଖା: ନିରଞ୍ଜନ ସାହୁ ୧୮୦୩ ମସିହା ବେଳକୁ ଇଂରେଜମାନେ ସମଗ୍ର ଓଡ଼ିଶା ଦଖଲ କରିନେଲେ । ତା ପୂର୍ବରୁ ସେମାନେ ଓଡ଼ିଶାର ଦକ୍ଷିଣରେ ଆସ୍ଥାନ ଜମେଇ ସାରିଥିଲେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଗଞ୍ଜାମ ଜିଲ୍ଲା ଇଂରେଜ ଶାସନାଧୀନ ହେଲା । ଗଞ୍ଜାମର ଲୋକେ ଥିଲେ ଶୌର୍ଯ୍ୟର ପ୍ରତୀକ । କୌଣସି ଅନ୍ୟାୟ, ଅତ୍ୟାଚାର,…

ଚକାନୟନକୁ ପତିତ କେହି

ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ) ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ…