Search Results for କଳିଙ୍ଗ

ପଖାଳ

ଲେଖା: ଶିଶିର ସାହୁ ମନୋଜ ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ଧାନଚାଷ ହୁଏ ଓ ଧାନଚାଷ ହେଉଥିଵା ହେତୁ ଏଠାରେ ଧାନ୍ଯ ସମ୍ଵନ୍ଧୀୟ ଖାଦ୍ୟ ମଧ୍ୟ ମିଳିଥାଏ । ଵିଶ୍ଵରେ ସର୍ଵପ୍ରଥମେ ଆମ କୋରାପୁଟରେ ଧାନଚାଷ ହୋଇଥିଵା ପ୍ରମାଣ ମିଳେ । ଧାନଗଛର ଵିଭିନ୍ନ ଜାତି ରହିଛି ପ୍ରାୟତଃ ୩୦୦ରୁ ଅଧିକ ଜାତିର…

ପିଜୁଳି

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ  ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର…

ଝଜ

ଲେଖା: ଶିଶିର ସାହୁ ମନୋଜ ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପକୁ ଗଞ୍ଜାମ ଜିଲ୍ଲାର ଉପକୂଳଵର୍ତ୍ତୀ ଅଞ୍ଚଳରେ ଝଜ କୁହନ୍ତି । ସମ୍ଭଵତଃ ଏ ଶବ୍ଦଟି ଝଞ୍ଜା ଶବ୍ଦ ସହିତ ସମଦ୍ଧୃତ । ଝଜ ଏକ ଵିଶେଷ୍ଯ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ ଠିକ୍ ସେଇଭଳି ଝଞ୍ଜା ଶବ୍ଦ ବି ଏକ ଵିଶେଷ୍ଯ ଶବ୍ଦ ଅଟଇ ।…

ଅଙ୍ଗି

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ସାର୍ଟ ଅର୍ଥରେ ଵ୍ୟଵହୃତ ଏହି ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦଟି ଓଡ଼ିଶାର ଏକ ବହୁପ୍ରଚଳିତ ଦେଶଜ ଶବ୍ଦ ଏଵଂ ଏହାର ସଂସ୍କୃତ ସମଧୃତ ପ୍ରତିଶବ୍ଦ ହେଲା ‛ଅଙ୍ଗିକା’ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦର ନିମ୍ନଲିଖିତ ଅର୍ଥ ପ୍ରଦାନ କରାଯାଇଛି । ◆ ଅଙ୍ଗରଖା;…

ଛାମୁ

ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’ ଓ ‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା । ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି…

କରକଣ୍ଡୁ

ଲେଖା: ଶିଶିର ସାହୁ ମନୋଜ ଚମ୍ପା ନଗରର  ରାଜା  ଦଧିଵାହନ ଏବଂ ରାଣୀ  ଇନ୍ଦ୍ରାଵତୀ  ପଶ୍ଚିମ ଓଡ଼ିଶାର ଵନପ୍ରାନ୍ତରରେ ଵିହାର କରିବାକୁ ଆସି ପହଞ୍ଚିଲେ । ସେହି ଘଞ୍ଚ ଜଙ୍ଗଲରେ ବୁଲୁଥିଵା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା ! ଵାଘକୁ ଦେଖି ରାଣୀ ଭୟଭୀତ ହେଲେ ଏଵଂ…

ଶ୍ରୀକ୍ଷେତ୍ର

ଲେଖା: ଶିଶିର ସାହୁ ମନୋଜ ଶ୍ରୀକ୍ଷେତ୍ର ଅବା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ଅନେକ ନାମ ରହିଛି । ଏତେ ନାମ ଓଡ଼ିଶାର ଅନ୍ୟ କୌଣସି ଦେଵସ୍ଥଳୀର ଥିଵା ଜଣାଯାଏ ନାହିଁ ।  ● ଶ୍ରୀଜଗନ୍ନାଥ ଧାମ ● (ଶ୍ରୀ)ଜଗନ୍ନାଥ ପୁରୀ ● ମର୍ତ୍ତ୍ୟ ଵୈକୁଣ୍ଠ ● ଭୂସ୍ଵର୍ଗ ● ଶ୍ରୀକ୍ଷେତ୍ର ● ଶ୍ରୀନୀଳାଚଳ ● ନୀଳାଦ୍ରି ଵିହାର…

ବଙ୍ଗଳା ଓଡ଼ିଆର ଉପଜାତି

ଉପସ୍ଥାପନା: ଶିଶିର ସାହୁ ମନୋଜ ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ? ବଙ୍ଗଳା ଓଡ଼ିଆର ଉପଜାତି ଥିଲା ନା ଓଡ଼ିଆ ବଙ୍ଗଳାର ଉପଜାତି ଥିଲା ? ―ଭାଷା― ୧. ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ…

ଜାହାଜିଆ ଶବ୍ଦ

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି  ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି…

ଶ୍ରୀଜୀଉ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି…