Physical Address
Sai Samarpanam, Satya Vihar, Bhubaneswar

ଡାକ୍ତର କିଶୋର ବିଶ୍ୱଜିତ ଜେନା ଲୋକେ କହନ୍ତି ଯେ ମୀନ, ପାନ, ଧାନ ଓ ଜ୍ଞାନର ରାଇଜ, ଅତି ଭୋଗେ ଭୋଗରାଇ ! କିନ୍ତୁ କିମ୍ବଦନ୍ତୀ କହେ ଜଳେଶ୍ବରର ମୋଗଲ ସୁବେଦାର ଥରେ ଭୋଗରାଇ ଗସ୍ତରେ ଆସିଥିଲେ, ମା’ ବିଜୟ ବାସୁଳୀ ଦେବୀଙ୍କ ନିକଟରେ ଅକଳନ୍ତି ଭୋଗରାଶି ଦେଖି ଚମତ୍କୃତ ହୋଇଥିଲେ ଏବଂ ସ୍ଥାନର ନାମ…

ଲେଖା: ଦେଵ ତ୍ରିପାଠୀ ଶକ୍ତି ଓ ଶିବଙ୍କର ଅପୂର୍ବ ମହାର୍ଘକ୍ଷେତ୍ର କଟକ ନଗରର ମଧ୍ୟସ୍ଥଳରେ ରହିଛି ବହୁ ପ୍ରାଚୀନ ଶୈବପୀଠ ଅମରେଶ୍ୱର ମନ୍ଦିର । ମନ୍ଦିରର ଅପରୂପ ସ୍ଥାପତ୍ୟ, ନିର୍ମାଣଶୈଳୀ ଓ ପରିପାଟିରୁ ଏହା ୧୨୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟର ପ୍ରାଚୀନ ବୋଲି ଅନୁମାନ କରାଯାଏ । ବହୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱର ଅଧିକାରୀ ସତ୍ତ୍ଵେ…

ଲେଖା: ଦେଵ ତ୍ରିପାଠୀ ଚଣ୍ଡୀମାତା, ଧବଳେଶ୍ଵର, ସିଦ୍ଧେଶ୍ୱର, ସର୍ପେଶ୍ୱର, ଅମରେଶ୍ୱର, ଗଡ଼ଗଡେଶ୍ୱର ପରି ବହୁବିଦିତ ପ୍ରାଚୀନ ମନ୍ଦିରଗୁଡିକ ପାଇଁ ଖ୍ୟାତିମାନ୍ ମହାନଗର କଟକରେ ମଧ୍ୟ ରହିଛି କେତୋଟି ପ୍ରାଚୀନ ଗଣେଶ ମନ୍ଦିର, ତନ୍ମଧ୍ୟରୁ କେଉଁଟି ମୋଗଲ ଓ ମରହଟ୍ଟା ସମୟର, ତ କେଉଁଟି କଳାମୁଗୁନି ପଥରର, ଆଉ କେଉଁଟି ଶଙ୍ଖମର୍ମର, ପୁଣି କେଉଁଟି ଅତ୍ୟନ୍ତ ବିରଳ…

ଲେଖା: ଦେଵ ତ୍ରିପାଠୀ ଇଏ ବୋଧହୁଏ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶ୍ରୀରାମ, ମା’ ସୀତା ଏବଂ ମହାବୀର ଲକ୍ଷ୍ମଣଙ୍କ ଦ୍ଵାରା ତିନୋଟି ଶିବଲିଙ୍ଗ ସ୍ଥାପନା ହେବାର ଜନଶ୍ରୁତି ରହିଛି । କଟକରୁ ନରସିଂହପୁର ଯିବା ରାସ୍ତାରେ ବୈଦେଶ୍ୱର ନିକଟରେ ରହିଛି ଏହି ରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶିବମନ୍ଦିର । ପ୍ରଭୁ ରାମଚନ୍ଦ୍ରଙ୍କ…

ଲେଖା: ଦେଵ ତ୍ରିପାଠୀ କଥାରେ ଅଛି, “ସାତଥର ଯିବ ପୁରୀ, ଥରେ ଯାଇଥିବ ରସିକାକଢି ସବୁ ପାପ ଯିବ ଛାଡ଼ି ।।” ଏଇ ଉକ୍ତିରୁ ଜଣାପଡ଼େ ଶ୍ରୀକ୍ଷେତ୍ରଠାରୁ ଏ କ୍ଷେତ୍ରରେ ପୁଣ୍ୟ ଫଳ ଅଧିକ । ଅବଶ୍ୟ ସତକଥା । ହରିଙ୍କ ସହ ହର ପୂଜାପାଉଛନ୍ତି ଏଇ ବିଶେଷ କ୍ଷେତ୍ରରେ । ହରିହରଙ୍କୁ ଏଠାରେ ଖେଚୁଡ଼ିଭୋଗ…

ଲେଖା: ଦେଵ ତ୍ରିପାଠୀ ୧୧୮୦ ଖ୍ରୀଷ୍ଟାବ୍ଦ ପାଖାପାଖି କୌଣସି ସମୟ । ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେଵ ଚଉଦ୍ଵାର ରାଜବାଟୀରୁ ମହାନଦୀ ପାର ହୋଇ ଆସି ପହଞ୍ଚିଲେ ସେଠାରେ । ସେ ସ୍ଥାନଟିର କି ଅଜଣା ଆକର୍ଷଣ ଓ ମାହାତ୍ମ୍ୟ ସେ ଅନୁଭବ କଲେ, କ୍ଷଣିକେ ଯୋଜନା କରିଥିଲେ ସେଠାରେ ଗଡ଼ଟିଏ ପ୍ରତିଷ୍ଠା କରିବା ପାଇଁ…

ଲେଖା: ଦେଵ ତ୍ରିପାଠୀ ଆସନ୍ତୁ ବୁଲିଯିବା ଶ୍ରୀକ୍ଷେତ୍ର ! ଏ ଏକ ସିଦ୍ଧପୀଠ ! ଏ ବିଶ୍ୱର ଏକ ବିରଳ ପୀଠ ଯେଉଁଠି ଦାରୁ ବିଗ୍ରହ ରୂପେ ପୂଜିତ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ଜଗଦ୍ଧାତ୍ରୀ ଦେବୀ ସୀତା ତଥା ମହାବୀର ଶ୍ରୀହନୁମାନ ! ଏ ପୀଠ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର ! ରଘୁନାଥଜୀଉ ପୀଠ ! ଏଠାରେ…

ଲେଖା: ଦେଵ ତ୍ରିପାଠୀ ଖ୍ରୀଷ୍ଟପୂ୍ର୍ବ ୨୬୧ର କଳିଙ୍ଗ ବିଜୟର ପ୍ରବଳ ରକ୍ତପାତ ଓ ସଂଖ୍ୟାଧିକ ମୃତାହତଙ୍କ ବିକଳ ଦୃଶ୍ୟ ଚଣ୍ଡାଶୋକକୁ ରୂପାନ୍ତରିତ କଲା ଧର୍ମାଶୋକରେ I ଏହି ପରିବର୍ତ୍ତନର ସ୍ମାରକୀରୂପେ ଖୋଦିତ ହେଲା ଶିଳାଲେଖ ଖ୍ରୀଷ୍ଟପୂର୍ବ ୨୫୭ରେ, ଧଉଳି ଓ ଜଉଗଡ଼ ଠାରେ I ଧଉଳି ଆଜି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣର ଅନୁପମ…

ଲେଖା: ଦେଵ ତ୍ରିପାଠୀ “ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍, କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II” ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ‘ବାମଦେବ ସଂହିତା’ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ନୀଳାଚଳ ପୁରୀକୁ ଭଗବାନଙ୍କ ଆୟୁଧ ଶଙ୍ଖ ସହ ସଂପୃକ୍ତ କରାଯାଇ ଶଙ୍ଖକ୍ଷେତ୍ର, ଏକାମ୍ରନଗରକୁ ଚକ୍ର ସହ ସଂଯୁକ୍ତ…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ନିଜର ସଂସ୍କୃତି ପରମ୍ପରା ତଥା ଐତିହ୍ୟ ପାଇଁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହାର କୋଣ ଅନୁକୋଣ ଇତିହାସ ସହ ସଂଶ୍ଳିଷ୍ଟ ରହିଛି । ପଶ୍ଚିମ ଓଡ଼ିଶାର ମାଳଭୂମି, ପାହାଡ଼, ଜଙ୍ଗଲ, ନଦୀ, ଝରଣା, ମନ୍ଦିର ମାନଙ୍କର ଏକ ବିଶେଷ ଆକର୍ଷଣ ରହିଛି…