Physical Address
Sai Samarpanam, Satya Vihar, Bhubaneswar

ଲେଖା: Odisha Stories ଅନନ୍ୟ ଭାରତର ଇତିହାସ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟ । ମା’ଙ୍କ ଅନେକ ରୂପ ଯଥା ଶକ୍ତି, ସୁନ୍ଦର ତଥା ଭୟଙ୍କର ଭାବରେ ପରିଚିତ । ଓଡ଼ିଶାର ଏକ ପ୍ରସିଦ୍ଧ ଦେବୀ ସିଏ ପୁଣି ପୂଜା ପାଆନ୍ତି ପାକିସ୍ତାନ, ଆଫଗାନିସ୍ତାନ ତଥା ସୁଦୁର ଆସାମରେ । ଓଡ଼ିଶାର ଅନୁଗୋଳ ଜିଲ୍ଲାର ସିଙ୍ଗଡ଼ା…

ଲେଖା: ବନ୍ଧନ ଦଳାଇ ଶୈବଧର୍ମ ଓ ଶୈବ ସଂସ୍କୃତି ହେଉଛି ଉତ୍କଳ ଭୂଖଣ୍ଡର ଏକ ଆଧ୍ୟାତ୍ମିକ ଧାରା। ଭଗବାନ୍ ଶିବ ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ପ୍ରତୀକ ଓ ସକଳ କାର୍ଯ୍ୟର ମଙ୍ଗଳମୟ ଦେବତା । ମହାରୁଦ୍ରଙ୍କ ସର୍ବ ବ୍ୟାପକତା ଓ ମଙ୍ଗଳମୟ ଲୀଳା ସମ୍ପର୍କରେ ସପ୍ତର୍ଷି କୁହନ୍ତି ,’ସେ ଅନନ୍ତ, ଅବ୍ୟକ୍ତ ଓ…

ଲେଖା: ଋଷିରାଜ ପଟ୍ଟନାୟକ ବାମଣ୍ଡା ରାଜ୍ୟ ଥିଲା ଓଡ଼ିଶାର ଏକ ଆଦର୍ଶ ଗଡ଼ଜାତ ରାଜ୍ୟ । ଶୁଣାଯାଏ, ଉତ୍କଳର ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ସୁଭକ୍ତ ଏଠାରେ ରାଜୁତି କରୁଥିଲେ । ଫଳରେ ବାମଣ୍ଡାର ରାଜବଂଶ ନିଜକୁ ଗଙ୍ଗବଂଶୀ ବୋଲି କହିଥାଆନ୍ତି । କିନ୍ତୁ ପ୍ରଶ୍ନ ସୃଷ୍ଟି ହୁଏ ଗଜପତି କପିଳେନ୍ଦ୍ର ଦେବ ଯଦି ସୂର୍ଯ୍ୟବଂଶୀ…

By: Shibashish Mahapatra ~ Palaces of Western Odisha ~ A Palace is the residence of the royal or the home to a state head. The Odisha state was once home to fifty or more Gadajata Rajyas or Feudatory States. These…

ଲେଖା: ସନ୍ତୋଷ ପଟ୍ଟନାୟକ ~ ମାରଦା ମନ୍ଦିରର ଅନନ୍ୟ ଗାଥା ~ ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ…

ଲେଖା: ଅରବିନ୍ଦ ମହାନ୍ତି Astha Sambhu Temple ! ଦିନେ କୋଟିଲିଙ୍ଗର କ୍ଷେତ୍ର ବୋଲାଉଥିବା ଭୁବନେଶ୍ୱର, ସମୟର ଗତିରେ ଏହାର ବହୁ ମନ୍ଦିର ଓ ବିଗ୍ରହ ଲୁପ୍ତ ଓ ଲୁଣ୍ଠିତ ହୋଇ ପଡ଼ିଥିଲେ। ଏଥି ମଧ୍ୟରୁ ଅଷ୍ଟଶମ୍ଭୁ ମନ୍ଦିର ଅନ୍ୟତମ। ପବିତ୍ର ବିନ୍ଦୁସାଗରର ଉତ୍ତର ଦିଗରେ ଓ ଗୋଦାବରୀ ତୀର୍ଥ ଏବଂ ଉତ୍ତରେଶ୍ବରଙ୍କ ନିକଟରେ…

ଲେଖା: ଦେବୀ ପ୍ରସାଦ ଦାସ ଆସ ବୁଲିଯିବା ଦାସିଆ ବାଉରୀ ପୀଠ । ଦାସିଆ ବାଉରୀ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ । କେତେକ ଐତିହାସିକ ଓ ପୌରାଣିକ ତଥ୍ୟରୁ ଯାହା ଜଣାଯାଏ, ୧୫୦୦ ଶତାବ୍ଦୀ ବେଳକୁ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳସ୍ଥ ବାଲିଗାଁରେ ଗୋଟିଏ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମ ଗ୍ରହଣ…

ଲେଖା: ଋଷିରାଜ ପଟ୍ଟନାୟକ ଇତିହାସର ସ୍ମୃତିରେ ହୁକିଟୋଲା ଦ୍ୱୀପ ଓ ଓଡ଼ିଶାର ପ୍ରଥମ ବତୀଘର । କେନ୍ଦ୍ରାପଡ଼ାରୁ ୫୫କି.ମି. ଗଲାପରେ ମହାକାଳପଡ଼ା ପଡ଼ିଥାଏ l ଏଠାରୁ ଅନତି ଦୂରରେ ରାମନଗର ଓ ଖରନାସି ଅବସ୍ଥିତ । ବାଟରେ ଯିବାବେଳେ ପଡ଼ିଥାଏ ଏହି ଅଞ୍ଚଳର ଆରାଧ୍ୟ ଦେବୀଙ୍କ ପୀଠ ଯିଏ ବଙ୍ଗୋପସାଗର କୂଳରେ ମା’ ରାମଚଣ୍ଡୀଙ୍କ ରୂପେ…

ଲେଖା: ଶଶାଙ୍କ ତରାଇ ବାଖରାବାଦର ମା’ ଛିନ୍ନମସ୍ତା କାଳୀ ! ଐତିହ୍ୟ ନଗରୀ କଟକର ବିଭିନ୍ନ ସ୍ଥାନରେ ଦୀପାବଳି ସମୟରେ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଏ କିନ୍ତୁ ବାଖରାବାଦ ଅଞ୍ଚଳର ଏ ପୂଜା ସମ୍ପୂର୍ଣ୍ଣ ନିଆରା । କେବଳ ଓଡ଼ିଶା ନୁହଁ ସମ୍ପୂର୍ଣ୍ଣ ଭାରତବର୍ଷରେ କଟକର ବାଖରାବାଦରେ ମା’ ଛିନ୍ନମସ୍ତା କାଳୀଙ୍କୁ ପୂଜାମୂର୍ତ୍ତି ରୂପେ ପୂଜା…

By: Rusiraj Pattanayak Baba Kakharua Baidyanath. Now a days Lord God hesitates to appear before us, but He used to do/appear in the older days. Manatri (ମାଣତ୍ରୀ) is located to the south-east of Badasahi and 50 kms from Baripada. The…