Category ପର୍ଯ୍ୟଟନ ଆକର୍ଷଣ

କୋଟି ଶିବଲିଙ୍ଗର ପାହାଡ଼

ଲେଖା: ଦେଵ ତ୍ରିପାଠୀ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ ୧୩କି.ମି. ଦୂର କୁଟୁଣଗୁଡାର କୁଟୁଣିପଦର ପାହାଡ଼ ଶିଖରରେ କୌଣସି ପ୍ରକାରର ଖନନ କରିବା ପୂର୍ବରୁ କେହି ବାରମ୍ବାର ଚିନ୍ତା କରିବାକୁ ବାଧ୍ୟହେବ, କାରଣ ଯେ କୌଣସି ସ୍ଥାନରୁ ଶିବଲିଙ୍ଗର ଆବିର୍ଭାବ ହୋଇପାରେ । ଉକ୍ତ ପାହାଡ଼ରେ କୋଟିଏରୁ ଉର୍ଦ୍ଧ୍ବ ଛୋଟବଡ଼ ଶିବଲିଙ୍ଗ ଥିବାର ସମ୍ଭାବନା ଅଛି…

ନାଗନାଥ

ଲେଖା: ସତ୍ୟବ୍ରତ ହାତୀ ଆମ ରାଜ୍ୟର ବହୁ ଅଜଣା ଇତିହାସକୁ ଲୋକଲୋଚନକୁ ଆଣିଥିବା ଜଣେ ବ୍ରିଟିଶ ଗବେଷକଙ୍କ ମତରେ ଭାରତର ପଶ୍ଚିମରେ ସୋମନାଥ, ହିମାଳୟ ପର୍ବତରେ କେଦାରନାଥ, ମଗଧଦେଶରେ ବୈଦ୍ୟନାଥ, ଦକ୍ଷିଣରେ ରାବଣର ଲଙ୍କାପୁରୀ ନିକଟରେ ରାମନାଥଙ୍କ ସମୟରେ ଓଡ଼ିଶା ମାଟିରେ ମଧ୍ୟ ପୂଜିତ ଥିଲେ ଶ୍ରୀ ଶ୍ରୀ ନାଗନାଥ ଅବା ନାଗନାଥେଶ୍ୱର ! ସେକାଳରେ…

ତିଗିରିଆ ଗଡ଼ଜାତ

ଲେଖା: ଅବିନାଶ ପତି ତିଗିରିଆ ଗଡ଼ଜାତ ରାଜାଙ୍କ କାହାଣୀ। ବିଳାସପୂର୍ଣ୍ଣ ରାଜମହଲରୁ ଆରମ୍ଭ ହୋଇ ମାଟିକୁଡ଼ିଆରେ ଶେଷ ହେଲା । ଆଜି ଆମେ ଓଡ଼ିଶାର ଏମିତି ଜଣେ ରାଜାଙ୍କ ବିଷୟରେ କହିବୁ ଯାହାଙ୍କର ଦିନେ ହାତ ଲେଉଟିଲେ ପୃଥି ଲେଉଟୁଥିଲା ବୋଲି ଲୋକେ କହନ୍ତି। ଆଖି ଝଲସିଲା ଭଳି ରାଜପ୍ରାସାଦ। ୨୫ଟି ବିଳାସପୂର୍ଣ୍ଣ କାର, ୩୦…