Category ପର୍ଯ୍ୟଟନ ଆକର୍ଷଣ

ବାରିପଦା

ଲେଖା: ଋଷିରାଜ ପଟ୍ଟନାୟକ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆମ ବାରିପଦା ନାମକରଣ ପଛର କଥା ! ମୟୂରଭଞ୍ଜ ଜିଲ୍ଲାର ପ୍ରାଣ କେନ୍ଦ୍ର ବାରିପଦା । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ବା ସଦର ମହକୁମା ହେଉଛି ଏହି ବାରିପଦା । ଓଡ଼ିଶାର ଉତ୍ତରାଞ୍ଚଳରେ ସମୁଦ୍ର ପତନରୁ ୩୬ ମିଟର (୧୧୮ଫୁଟ) ଉଚ୍ଚରେ ଅବସ୍ଥିତ ଥିବା ଏହି…

ବକ୍ର ମନ୍ଦିର 

ଲେଖା: ଦେଵ ତ୍ରିପାଠୀ ସମ୍ବଲପୁରଠାରୁ ୨୮କି.ମି. ଦକ୍ଷିଣରେ ଚିରପ୍ରବାହମାନ ମହାନଦୀ କୂଳର ଐତିହାସିକ ହୁମା ଗ୍ରାମରେ ଘଟଣାପ୍ରବାହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇରହିଛି ବିଶ୍ୱର ଏକମାତ୍ର ବକ୍ର ତଥା ଜିଲ୍ଲାର ଅନ୍ୟତମ ଅଷ୍ଟଶମ୍ଭୁ ବାବା ବିମଳେଶ୍ୱର ମହାଦେବଙ୍କ ମନ୍ଦିର I ୧୫ ମିଟର ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ୪୧.୬ଂ ଢଳିଯାଇଥିବା…

ଗୁପ୍ତେଶ୍ୱର

ଉପସ୍ଥାପନା: ବିଶ୍ୱରଞ୍ଜନ ମହାପାତ୍ର ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ। ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି…

ଶିମିଳିପାଳ

ଲେଖା: ଦେଵ ତ୍ରିପାଠୀ ସେ ଏକ ଦେବଭୂମି ! ଦେବଗଣ ଓହ୍ଲାଇ ଆସନ୍ତି ସେ ପୁଣ୍ୟଭୂମିକୁ, ଘନ କୁହୁଡ଼ିର ଛାୟାରେ, ନିରବତାରେ, ନୂପୁରର ନିକ୍ୱଣରେ ଅବା କୀର୍ତ୍ତନର କୋଳାହଳରେ ! ଚମ୍ପା ଓ ବଣମଲ୍ଲୀର ମହକରେ ମହମହ ହୋଇ ମହକେ ସେ ପୁଣ୍ୟଭୂମିର ତୁଷାର ଆନତ ଧବଳ ପାର୍ବତୀୟ ଶୃଙ୍ଗ। ସେ ଭୂମିରେ ବର୍ଷକରେ ଥରେ…

ଗଙ୍ଗୁଆ 

ଲେଖା: ଦେଵ ତ୍ରିପାଠୀ ରାଜଧାନୀ ଭୁବନେଶ୍ଵରର ସୁଦୂର ଉତ୍ତର ପଶ୍ଚିମ ଚନ୍ଦକା ଅଞ୍ଚଳରେ ପ୍ରବାହିତ ଛୋଟ ଛୋଟ ଝରଣା ମିଶି ‘ବଡଯୋର’ ନାଳ ନାମରେ ପରିଚିତ । ଏଇ ବଡଯୋର ଚନ୍ଦକାର ଯାମକା, ଡେରାଶ ଓ କଣ୍ଟାବାଡ ଅଞ୍ଚଳରେ ଉତ୍ପତ୍ତି ହୋଇ କୁଜିମହଲ, ଶିଖରଚଣ୍ଡୀ ଦେଇ ରଘୁନାଥପୁର ନିକଟରେ ‘ତଳଯୋର’ ସହିତ ମିଶିଛି । ପୁନଶ୍ଚ…

ମହେନ୍ଦ୍ରଗିରି

ଲେଖା: ଦେଵ ତ୍ରିପାଠୀ ଉତ୍ତୁଙ୍ଗ, ମହାନ, ବିରାଟ, ପୁରାଣ, ମହିମା ଯାହାର ଘୋଷଇ ପୁରାଣ । ଦେବାତ୍ମା, ଭୀଷଣବପୁ,ଅଭ୍ରଂକଶ, ଯାଦଃପତି ଯାର ଯୋଗ୍ୟ ଆଦରଶ । + + + + + + + + + ସମଗ୍ର ଉତ୍କଳ – ଶୋଭା – ତିଳୋତ୍ତମା, ଛବିଳ ଉତ୍କଳେ ଏ ଛବିଳତମା । (ମହେନ୍ଦ୍ରଗିରି/କବିବର…

ଦେବୀ ସାବିତ୍ରୀ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଲିଙ୍ଗରାଜଙ୍କ ଦେଉଳବେଢାର ଦକ୍ଷିଣ ପଶ୍ଚିମ କୋଣରେ ଦେବୀ ସାବିତ୍ରୀ ଦେଉଳ ଅବସ୍ଥିତ। ଏହା ଏକ ଖାକରା ଶୈଳୀର ମନ୍ଦିର ଅଟେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଦେବୀ ଗୋପାଳୁଣୀଙ୍କ ମନ୍ଦିର ସହ ପ୍ରାୟତଃ ସମାନ। ଦେବୀଙ୍କ ତିନି ପାର୍ଶ୍ୱରେ ତିନିଜଣ ପାର୍ଶ୍ୱ ଦେବୀ ବିରାଜମାନ। ମୂର୍ତ୍ତିଗୁଡ଼ିକ କ୍ଷୟ ହୋଇଯାଇଥିବରୁ ସେମାନଙ୍କ ପରିଚୟ…

ବରାହୀ ଦେଉଳ

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ…