Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ରବୀନ୍ଦ୍ର କୁମାର ରଣା ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଲ୍ଲିକୋଟ ପର୍ବତମାଳାର ଅଗ୍ରଭାଗରେ ମା’ ସିଂହସିନୀ ପୀଠ । ଓଡ଼ିଶାର ଅନେକ ଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ । ମନ୍ଦିରର ପରିବେଶ ଅତ୍ୟନ୍ତ ଶାନ୍ତିଦାୟକ । ମନ୍ଦିରଟି ନୂତନ ହେଲେ ମଧ୍ୟ ଗଠନଶୈଳୀ ମନୋମୁଗ୍ଧକର । ମନ୍ଦିରର ଚତୁଃପାର୍ଶ୍ୱରେ ବଣଭୋଜି ପାଇଁ…
ଲେଖା: ରବୀନ୍ଦ୍ର କୁମାର ରଣା କୁମାରେଶ୍ୱର ମନ୍ଦିର, ଇନ୍ଦିପୁର, ଡେଲାଙ୍ଗ, ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଅତି ପ୍ରାଚୀନ ମନ୍ଦିର । ଦଶମ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୁମାରେଶ୍ୱର ମନ୍ଦିର ମୁଖ୍ୟତଃ କଳା ମାଙ୍କଡ଼ା ପଥରରେ ତିଆରି ଓ କିଛି ଅଂଶ କଳାମୁଗୁନି ପଥରରେ ତିଆରି । ଡ଼େଲାଙ୍ଗ ରେଳ ଷ୍ଟେସନ ଛକରୁ…
By: Rabindra Kumar Rana Kaima, Biranchipur is a small village situated at a distance of 3km from Buguda on the Way to Budhhakhol. There is a Beautiful old Temple dedicated to Kubereswar Siva. The design of the main temple and…
ଲେଖା: ରବୀନ୍ଦ୍ର କୁମାର ରଣା ରାବଣ ପୂଜିତ କନ୍ଧମାଳ ଜିଲ୍ଲା ଚକାପାଦର ବିରୂପାକ୍ଷ ମନ୍ଦିର, ଓଡ଼ିଶାର ଏକ ପ୍ରାଚୀନ ଓ ପ୍ରତ୍ୟକ୍ଷ ଶୈବପୀଠ । ପୁରାଣ କିମ୍ବଦନ୍ତୀ ଅନୁସାରେ ଲଙ୍କାର ରାଜା ରାବଣ ଭଗବାନ ଶିବଙ୍କୁ ତପସ୍ୟା କରି ତୋଷ କରିବା ପରେ ନିଜ ରାଜ୍ୟରେ ଶିବଙ୍କୁ ପ୍ରତିଷ୍ଠା କରିବା ପାଇଁ ନେଇ ଯାଉଥିବା ବେଳେ…
ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶାର ଅନେକ ଐତିହାସିକ ଗ୍ରାମ ମଧ୍ୟରେ ନୟାଗଡ ଜିଲ୍ଲାର କୁରାଳ ଗ୍ରାମ ଅନ୍ୟତମ । ଏହି ଗ୍ରାମରେ ପ୍ରାୟତଃ ଦୁଇରୁ ତିନୋଟି ୨୦୦ ବର୍ଷର ପୁରୁଣା ମନ୍ଦିର ଅବସ୍ଥିତ । ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଚୈତନ୍ୟ ମନ୍ଦିର ଅନ୍ୟତମ । ଚୈତନ୍ୟ ମନ୍ଦିରର କାନ୍ଥରେ ଅନେକ ଆକର୍ଷଣୀୟ…
By: Rabindra Kumar Rana Dakhineswar Shiva temple/Nrusinghanath Swami Temple, along with its corner shrines has been erected within a spacious compound in the middle of the village Baragam, Bhanjanagar, Ganjam. The temple is assigned to the period of Bhanja Dynasty…
ଲେଖା: ରବୀନ୍ଦ୍ର କୁମାର ରଣା ଖିଚିଂର ମା’ କୀଚକେଶ୍ଵରୀ ମନ୍ଦିର ମୟୁରଭଞ୍ଜର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ପାହାଡ଼ ଓ ଅରଣ୍ୟରେ ଘେରା ଏହି ଖିଚିଂ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା । ଇତିହାସର ତଥ୍ଯ ଅନୁସାରେ ‘ଖିଚିଂ’ର ନାମ ‘ଖିଜିଙ୍ଗାକୋଟା’ରୁ ଆସିଥିବା ଜଣାଯାଏ, ଯାହାକି ପ୍ରାଚୀନ ଖିଜିଙ୍ଗାମଣ୍ଡଳର ରାଜଧାନୀ ଥିଲା ।…
ଲେଖା: ରବୀନ୍ଦ୍ର କୁମାର ରଣା ସୋମବଂଶୀ ରାଜାମାନଙ୍କ ଦ୍ଵାରା ଅଷ୍ଟମ ଶତବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୋଶଳେଶ୍ୱର ମନ୍ଦିର ସୋନପୁର ଜିଲ୍ଲାର ବୈଦ୍ୟନାଥଠାରେ ତେଲନଦୀ କୂଳରେ ଅବସ୍ଥିତ । ଐତିହାସିକ ମାନଙ୍କ ମତରେ ଏହି ମନ୍ଦିରର ନିର୍ମାଣ ସମୟ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀ । ରାଜା ମହାଭବଗୁପ୍ତଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇ…
ଲେଖା: ରବୀନ୍ଦ୍ର କୁମାର ରଣା ଅଷ୍ଟଶମ୍ଭୁ ମନ୍ଦିର, କୁଆଲୋ, ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ । ପ୍ରାଚୀନ ଶୁଳ୍କୀବଂଶୀୟ ରାଜାମାନଙ୍କର ସ୍ଵର୍ଣ୍ଣିମ ଇତିହାସର ଅଧ୍ୟାୟ ବହନ କରେ କୋଦାଳକ ମଣ୍ଡଳ ବା ଆଜିର କୁଆଲୋ ଗ୍ରାମର ଅଷ୍ଟଶମ୍ଭୁ ମନ୍ଦିର । ଅଷ୍ଟମ-ନବମ ଶତବ୍ଦୀରେ ଶୁଳ୍କୀମାନଙ୍କ ରାଜଧାନୀ ଥିଲା କୋଦାଳକ ବା କୁଆଲୋ ।…
ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ ଗାଁରେ ଅବସ୍ଥିତ କାଙ୍କଣ ଶିଖରୀ କ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର । ଖୋର୍ଦ୍ଧାରୁ ବ୍ରହ୍ମପୁର ଯାଇଥିବା ମୁଖ୍ୟ ଜାତୀୟ ରାଜପଥର ନାଚୁଣୀ ବଜାରରୁ ମାତ୍ର ୧୧ କି.ମି. ଦୂରରେ ଚିଲିକା କୂଳରେ ଅବସ୍ଥିତ ନଈରୀ ଏକ ଐତିହାସିକ ଗ୍ରାମ ।…