Category ପର୍ଯ୍ୟଟନ ଆକର୍ଷଣ

ତ୍ରିଲୋଚନେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ହିରଣ୍ୟଗର୍ଭା ଆମ କଳିଙ୍ଗ-ଉତ୍କଳ, ଆମ ଓଡିଶାର କୋଣ ଅନୁକୋଣରେ ଅନେକ ଐତିହ୍ୟ, ଅନେକ କୀର୍ତ୍ତିରାଜି l ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ସର୍ଵ ପୁରାତନ ଶୈବ ପୀଠ ହେଉଛି କୁଣ୍ଡେଶ୍ୱର ଗ୍ରାମରେ ଥିବା ଅଷ୍ଟମ ଶତାବ୍ଦୀରେ ନିର୍ମିତ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର (Trilochaneswar Temple) l ଏହି ମନ୍ଦିରଟି ଲିଙ୍ଗରାଜ ମନ୍ଦିର…

ଜତନନଗର

ଲେଖା: ଶ୍ରୀକାନ୍ତ ସିଂହ ଢେଙ୍କାନାଳ ଇତିହାସରେ ବର୍ବରତା ଓ ନିର୍ଯ୍ୟାତନାର ଅନନ୍ୟ ପ୍ରାସାଦ ହେଉଛି “ଜତନନଗର ରାଜପ୍ରାସାଦ” l ଲୋକ ମୁଖରୁ ଯାହା ଶୁଣାଯାଏ, ଏହା “ଜତନନଗର” ନୁହେଁ ଯାତନା ନଗର l ଏହି ମହଲ ନିର୍ମାଣ ସମୟରେ କୁଆଡ଼େ ଅନେକ ପ୍ରଜାଙ୍କର ଜୀବନ ନିର୍ବାପିତ ହୋଇଛି l ସେମାନଙ୍କ ଯନ୍ତ୍ରଣା ଜର୍ଜରିତ, ପାରିଶ୍ରମିକ ବିହୀନ…

ଭୁବନେଶ୍ୱର ମହାଦେବ

ଲେଖା: ଶ୍ରୀକାନ୍ତ ସିଂହ ଭୁବନର ଅଧିଶ୍ୱର “ଭୁବନେଶ୍ୱର” ସୃଷ୍ଟି ସ୍ଥିତି ଓ ପ୍ରଳୟର ସର୍ବ ନିଅନ୍ତା ତଥା ଭୂତ ଭବିଷ୍ୟ ଓ ବର୍ତ୍ତମାନର ମୂଳ କାରଣ l ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନ ଜଗତସିଂହପୁର ନିକଟରେ ବିଲୁଆଖାଇ ନଦୀଗର୍ଭରେ ଅନନ୍ୟ ଏକ ପ୍ରାଚୀନ ଶୈବପୀଠ ହେଉଛି ଭୁବନେଶ୍ୱର ମହାଦେବ ମନ୍ଦିର (Bhubaneswar Mahadev Temple)…

ମା’ ଶାରଳା ପୀଠ

ଲେଖା: ଦେଵ ତ୍ରିପାଠୀ ମା’ ଶାରଳା ପୀଠ ! ଏ ପୀଠ ଓଡ଼ିଶା ମାଟିର ପ୍ରଥମ ତନ୍ତ୍ରପୀଠ । ଏ ପୀଠ ମଧ୍ୟ ଭାରତବର୍ଷର ପ୍ରଥମ ବାଗଦେବୀ ପୀଠ, ଏହାର ଅନୁକରଣରେ ଦେଶର ବିଭିନ୍ନ ସ୍ଥାନର ବାଗଦେବୀ ପୀଠ ପ୍ରତିଷ୍ଠା ହୋଇଥିଲା । ତେବେ ଏ ପୀଠରେ ଅଧିଷ୍ଠାତ୍ରୀ ଦେବୀଙ୍କ କୃପାଦୃଷ୍ଟିରୁ ଆମର ଭାଷାଟି ସମୃଦ୍ଧ,…

ଆତ୍ମାମାମା

ଲେଖା: ଶିଶିର ସାହୁ ମନୋଜ କନ୍ଧଜାତିର ପ୍ରସିଦ୍ଧ ଦେଵତା ହେଉଛନ୍ତି ଆତ୍ମାମାମା । ନାରାୟଣ ପାଟଣାର ଆତ୍ମା ପର୍ଵତ ସହିତ ତାଙ୍କର ଅଭିନ୍ନତା ଵିଶ୍ଵାସ କରାଯାଏ । ଲୋକ ଵିଶ୍ଵାସ ରହିଛି ଯେ, ଆତ୍ମାମାମା ରାଗିଲେ ବର୍ଷା ହୁଏନି, ଫସଲରେ ପୋକ ଲାଗେ, ମହାମାରୀ ଵ୍ୟାପେ ଓ ମଣିଷ ଆଦି ଜୀବମାନେ ପୋକମାଛି ପରି ମରିହଜି…

ସୁବର୍ଣ୍ଣ ମେରୁ

ଲେଖା: ଶିଶିର ସାହୁ ମନୋଜ ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ ଆଗେ ସହର ନଥାଇ ଗୋଟିଏ ଛୋଟ ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ । ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନି ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ । ସେହି ଗାଆଁରୁ ଖଣ୍ଡେ ଦୂର…

ମା’ ତାରିଣୀ

ଲେଖା: ଶିଶିର ସାହୁ ମନୋଜ କିମ୍ବଦନ୍ତୀ ଅଛି ଯେ ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚିକୁ ପରାସ୍ତ କରି ପାରିଲେନି, ଶ୍ରୀଜଗନ୍ନାଥଙ୍କ ସେବକମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ ।  ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ…

ଆଠମଲ୍ଲିକ

ଲେଖା: ଶିବାଶିଷ ମହାପାତ୍ର ୧୮୯୦ ମସିହାର ଆଠମଲ୍ଲିକ ରାଜ୍ୟ । ଏକ ସ୍ବତନ୍ତ୍ର ରାଜ୍ୟର ପରିଚୟ ଲାଭ କରିବା ପୂର୍ବରୁ ଥିଲା ଏକ ଜମିଦାରୀ । ୧୮୭୪ ମସିହା ବେଳକୁ ଜମିଦାରୀ ଯାଗିରି ଉଠି ବନିଯାଇଥିଲା ଏକ ସ୍ବତନ୍ତ୍ର ରାଜ୍ୟ । କିମ୍ବଦନ୍ତୀ ଅନୁସାରେ କଦମ୍ବ ବଂଶଜ ରାଜା ପ୍ରତାପ ଦେଓ ଏଗାର ଶହ ଶତାବ୍ଦୀରେ…

କଣ୍ଟିଲୋ

ଲେଖା: କୁଳମଣି ଷଡ଼ଙ୍ଗୀ ମହାନଦୀକୁ ‘ଉତ୍କଳଗଙ୍ଗା’ ନାମରେ ନାମିତ କରିବାର ଯଥାର୍ଥତା ଅଛି। ଅମର କଣ୍ଟକରୁ ବାହାରି, ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି । ପ୍ରଥମତଃ ସୁବର୍ଣ୍ଣପୁର ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପଦଧୌତକରି ପବିତ୍ର ହେବାପରେ, ମହାନଦୀ କଣ୍ଟିଲୋ ଠାରେ…