Category ପର୍ଯ୍ୟଟନ ଆକର୍ଷଣ

ନୀଳମାଧବ

ଲେଖା: କୁଳମଣି ଷଡ଼ଙ୍ଗୀ ନୟାଗଡ଼ଠାରୁ ୩୦ କିଲୋମିଟର ଦୂରରେ, ମହାନଦୀ କୂଳରେ ବ୍ରହ୍ମାଦ୍ରି-ନାଥ‌ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ଅବସ୍ଥିତ। ଉତ୍ତରରେ ଉତ୍କଳ-ଗଙ୍ଗା ମହାନଦୀ, ଦକ୍ଷିଣ ପଶ୍ଚିମରେ କୁମାରୀକା (କୁଆଁରୀଆ ନଦୀ) ଏବଂ ପୂର୍ବରେ କୁସୁମୀ ନଦୀ ଦ୍ୱାରା ବେଷ୍ଟିତ ଦ୍ୱୀପ ସଦୃଶ ଏକ ଭୂଖଣ୍ଡ ଭିତରେ ‘କାଳିଆ ପଲ୍ଲୀ‘ ନାମରେ ଶବର ଅଧ୍ୟୁଷିତ ଗାଁ’ଟିଏ ଅଛି।…

କନିକା କୋଠି

ଲେଖା: ଦେଵ ତ୍ରିପାଠୀ ୧୯୦୩ ମସିହା । ମାନ୍ଦ୍ରାଜରେ କଂଗ୍ରେସ ଅଧିବେଶନରେ ଓଡ଼ିଆ ପ୍ରତିନିଧି ତଥା ସ୍ବାଭିମାନୀ ଓଡ଼ିଆ ମଧୁବାବୁ ଯୋଗଦେଇ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରାଇବାର ପ୍ରସ୍ତାବ ରଖିଥିଲେ । ତେଲୁଗୁ ପ୍ରତିନିଧିଗଣ ଏକଜୁଟ ହୋଇ ଗଞ୍ଜାମ ଜିଲ୍ଲା ଓ ମାନ୍ଦ୍ରାଜ ପ୍ରଦେଶର କୌଣସି ଅଂଶ ଓଡ଼ିଶା ସହ ମିଶିବ…

ରଘୁନାଥଜୀଉ

ଲେଖା: ଦେଵ ତ୍ରିପାଠୀ ଅଢ଼େଇ ହଜାର ବର୍ଷର ନଗର ଏଇ କଟକ । ଏଠାକାର ବାଲି, ଗୋଡ଼ି ମାଟିରେ ରହିଛି ଇତିହାସର ମହକ । ସେଥିପାଇଁ ତ ଓଡ଼ିଶା ମାଟିର ଗାରିମାର କଥା ପଢ଼ିବାକୁ ହେଲେ ସର୍ବାଗ୍ରେ ଆସେ ଐତିହ୍ୟ ନଗରୀ କଟକର ଇତିହାସ ! ମହାନଗରୀରେ ଥିବା ଅନେକ ପ୍ରାଚୀନ ମନ୍ଦିର ମଧ୍ୟରୁ ଦେବୋତ୍ତର…

ସିଦ୍ଧେଶ୍ବର ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଓ ମୁକ୍ତେଶ୍ଵର ଦେଉଳର ଠିକ୍ ପାର୍ଶ୍ୱରେ ସିଦ୍ଧେଶ୍ୱର ଦେଉଳ ଅବସ୍ଥିତ। ଜଗନ୍ନାଥ ସଡକର ଦକ୍ଷିଣ ପଟକୁ ଲାଗି ଏହି ସ୍ଥାନ। କେଦାରେଶ୍ବର, ଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ଦେଉଳକୁ ଲୋକ ଯେମିତି ଜାଣନ୍ତି ପ୍ରାୟ ସମସ୍ତେ ଏହାଙ୍କୁ ସେମିତି ଜାଣନ୍ତି…

ଜଳୌକା

ଲେଖା: ପ୍ରଭାସ ରଞ୍ଜନ ଖଟୁଆ ପୁରାଣପ୍ରସିଦ୍ଧ ପଵିତ୍ର ଜଳୌକା ପାହାଡ଼ କଟକରୁ ପ୍ରାୟ ୩୦ କି.ମି. ଦୂର ଛତିଆର ଦକ୍ଷିଣ-ପୂର୍ବ ଓ ଟାଙ୍ଗିର ଉତ୍ତର-ପୂର୍ଵ କୋଣରେ ବିରୂପା ନଦୀକୂଳରେ ଦଣ୍ଡାୟମାନ । ମାଣ୍ଡୁକା ପାହାଡ଼ ଓ ଜଳୌକା ପାହାଡ଼ ସମାନ୍ତରାଳ ଭାବେ ରହିଛି । ଏହି ଦୁଇ ପାହାଡ଼ର ମଧ୍ୟବର୍ତ୍ତୀ ପ୍ରଶସ୍ଥ ସ୍ଥାନ ଅତ୍ୟନ୍ତ ମନୋରମ…

ଲଡୁବାବା

ଉପସ୍ଥାପନା: ଆଫ଼ତାବ ହୋସେନ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଲଡୁବାବା ଅନ୍ୟତମ। ଏହିଠାରେ ଭଗବାନ ଶିବ ଲଡୁକେଶ୍ବର ନାମରେ ପୂଜା ପାଆନ୍ତି। ଏହି ମନ୍ଦିର ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଅବସ୍ଥିତ। ଏହି ମନ୍ଦିରର ଭାସ୍କର୍ଯ୍ଯକଳା ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀର ସମିଶ୍ରଣ । ଶିବରାତ୍ରିରେ  ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି। ଲଡ଼ୁକେଶ୍ବର…

ଦେବୀ ଗୋପାଳୁଣୀ

ଲେଖା: ଅରବିନ୍ଦ ମହାନ୍ତି ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ସୁପରିଚିତା ଦେବୀ ଭୁବନେଶ୍ଵରୀ। ଏକାମ୍ର କ୍ଷେତ୍ର ଯେପରି ଗୁପ୍ତ ସେଇଭଳି ଗୁପ୍ତ ରହସ୍ୟଯୁକ୍ତ ଦେବୀଙ୍କ ତତ୍ଵ ମଧ୍ୟ। ସେ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଶକ୍ତି ସ୍ୱରୁପା। ସେଥିଲାଗି ତାଙ୍କ ନାମ ମଧ୍ୟ ତ୍ରିଭୁବନେଶ୍ଵରୀ। ତ୍ରିଭୁବନେଶ୍ଵରୀ ଶବ୍ଦରୁ ପରବର୍ତ୍ତୀ କାଳରେ ଭୁବନେଶ୍ଵରୀ ନାମ ଉଦ୍ଧୃତ ହୋଇଅଛି।…

କେଦାରେଶ୍ବର

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ କେଦାରେଶ୍ବର ମନ୍ଦିର ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ହିମରାଜ ହିମାଳୟଙ୍କ ଇଷ୍ଟ ହେତୁ ଏହି ଲିଙ୍ଗଙ୍କ ନାମ କେଦାରେଶ୍ବର ହୋଇଅଛି। ଏହି ଲିଙ୍ଗ ଦଶଲକ୍ଷ ଶିବ ଲିଙ୍ଗଙ୍କ ସମାହାର ଅଟେ। ଯେତେବେଳେ ହିମାବନ ନିଜ ପୁତ୍ରୀ ପାର୍ବତୀ ଓ ଜ୍ୱାଇଁ ମହେଶ୍ୱରଙ୍କୁ ଦେଖା କରିବାକୁ ଏକାମ୍ରକୁ ଆସିଲେ…

Kaptipada Estate

By: Rusiraj Pattanayak Kaptipada Estate in the district of Mayurbhanj was a separate Estate till its merger with Mayurbhanj in1890. From 1890, Kaptipada was continuing as a Sarbarakar under the  rulers of Mayurbhanj. The ancient history  of Kaptipada Estate is…