ସଂସ୍କୃତି ଓ ପରମ୍ପରା

ଘୁମୁରା

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା'ଟିଏ କୋଳର ଶିଶୁକୁ ବିକିବା ଓ…

5 years ago

ଖୁଲଣା ସୁନ୍ଦରୀ

ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ…

5 years ago

ଶ୍ରାଵଣମାସର ପର୍ଵପର୍ଵାଣୀ

ଆଲେଖ୍ୟ: ଶିଶିର ମନୋଜ ସାହୁ ଆଗେ ଶ୍ରାଵଣ ମାସରେ ଲୋକେ ଅନେକ ପର୍ଵ ପାଳୁଥିଲେ କିନ୍ତୁ ଯୋଉ ଦିନଠୁଁ ଉତ୍ତର ଭାରତର କାଉଡି ଯାତ୍ରାର ଧାରା ପଶିଆସିଛି…

5 years ago

ବୁଢ଼ୀଠାକୁରାଣୀ ଯାତ୍ରା

ଲେଖା: ଦେଵ ତ୍ରିପାଠୀ ପ୍ରତି ଦୁଇବର୍ଷରେ ଥରେ ବ୍ରହ୍ମପୁର ମହାନଗରୀରେ ପାଳିତ ହୁଏ ବୈଚିତ୍ର୍ୟମୟ, ପ୍ରାଣସ୍ଫୂର୍ତ୍ତିମୟ ବୁଢ଼ୀଠାକୁରାଣୀ ଯାତ୍ରା । ଶାବରୀ ଓ ଆର୍ଯ୍ୟସଂସ୍କୃତିର ସାର୍ଥକ ସଙ୍ଗମ…

5 years ago

ବାଉତି ଛତର୍ ଯାତ୍ରା

ଉପସ୍ଥାପନା: ଶିବାଶିଷ ମହାପାତ୍ର ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଗୁରୁତ୍ବ ଦିଆଯାଇଛି । ପବିତ୍ର ମହାଳୟା ଦିନକୁ ଓଡ଼ିଆ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ତଥା…

5 years ago

ନୂଆଖାଇ

ଲେଖା: ଦେଵ ତ୍ରିପାଠୀ ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର…

5 years ago

ଢୁମ୍ଫା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ ଢୁମ୍ପା ସଙ୍ଗୀତ ଗଞ୍ଜାମର ପ୍ରସିଦ୍ଧ ଲୋକକଳା । ଢୁମ୍ପା ସଙ୍ଗୀତର ଇତିହାସ ଜାଣିବାକୁ ହେଲେ…

5 years ago

ଭିତର ଫଗୁଖେଳ

ଲେଖା: ଦେଵ ତ୍ରିପାଠୀ ଫୁଲର ଫସଲ, ଫଗୁର ଫୁଆରା ଏବଂ ସମ୍ପ୍ରୀତିର ଫଲ୍ଗୁଧାରାକୁ ନେଇ ବର୍ଣ୍ଣମୟ, ବହମାନ ଏଇ ଫଗୁଣ । ପୁଣି କୃଷ୍ଣମୟତ୍ୱରେ ପରିପୂର୍ଣ୍ଣ ଏ…

5 years ago

ମୋଗଲ ତାମସା

ଲେଖା: ଦେଵ ତ୍ରିପାଠୀ "ଵଉଳଗାଡିଆ ପଥର ଛାତିରେ ହସେ ଆମ ଚାରୁକଳା, ମୋଗଲ ତାମସା ସ୍ମୃତି ଓ ସଂସ୍କୃତି ଚିରକାଳ ମଧୁବୋଳା" । ଖାଇବର ଗିରିପଥ ଦେଇ…

5 years ago

ଦେବୀଙ୍କ ବାହାନ

ଲେଖା: ଅରବିନ୍ଦ ମହାନ୍ତି ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରତିପଦରୁ ନବଦିନାତ୍ମକ ପୂଜା ଆରମ୍ଭ ହୁଏ। ଏହା ଶାରଦୀୟ ନବରାତ୍ରୀ ନାମରେ ପ୍ରସିଦ୍ଧ। ସିଂହବାହିନୀ ଦେବୀ ଦୁର୍ଗା ଏବର୍ଷ…

5 years ago