Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିବାଶିଷ ମହାପାତ୍ର ଆମ ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ ! ଅସୁମାରୀ ପରମ୍ପରାର ନାୟକ ! ସମ୍ବଲପୁର ତଥା ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ଵରୀ । ଦୂତୀବାହନ ଓଷା ବା ପୁଅ ଜିଉଁତିଆ ପୂଜାରୁ ଆରମ୍ଭ ହୋଇଥାଏ ଶାରଦୀୟ ଦୁର୍ଗାପୂଜା । ଏହାପର ଷୋହଳ ଦିନ ଧରି ହୋଇଥାଏ ଷୋଡ଼ଶ ଉପଚାର । ବିଭିନ୍ନ…

ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ ଓଡ଼ିଶାରେ ଶାକ୍ତ, ଶୈବ ଓ ବୈଷ୍ଣବ ପର୍ବଭଳି ସୌର ଉପାସନା ମଧ୍ୟ ଭାରି ଆଦୃତ। ପୌଷ ରବିବାର, ଶାମ୍ବ ଦଶମୀ, ତିଳ ସପ୍ତମୀ, ରବିନାରାୟଣ ଏକାଦଶୀ ଭଳି ଅନେକ ପର୍ବ ଏହାର ପରିଚୟ ଦିଏ। ଯେଉଁ ଦିନ ଶୁକ୍ଳ ପକ୍ଷ ଏକାଦଶୀ ରବିବାରରେ ପଡିଥାଏ। ସେହି ଦିନ ରବିନାରାୟଣ ଏକାଦଶୀ ବ୍ରତ…

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…

ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର ।…

ଆଲେଖ୍ୟ: ଶିଶିର ମନୋଜ ସାହୁ ଆଗେ ଶ୍ରାଵଣ ମାସରେ ଲୋକେ ଅନେକ ପର୍ଵ ପାଳୁଥିଲେ କିନ୍ତୁ ଯୋଉ ଦିନଠୁଁ ଉତ୍ତର ଭାରତର କାଉଡି ଯାତ୍ରାର ଧାରା ପଶିଆସିଛି ସେବେଠାରୁ ଶ୍ରାଵଣମାସର ପର୍ଵପର୍ଵାଣୀ ପାଳନ ଅନେକାଂଶରେ କମିଯାଇଛି ।ଶ୍ରାଵଣମାସର ପର୍ଵପର୍ଵାଣୀ ଗୁଡ଼ିକର ନାମୋଲ୍ଲେଖ କରାଗଲା । ୧. ଅନ୍ନଦାନ ଏକାଦଶୀ: ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର…

ଲେଖା: ଦେଵ ତ୍ରିପାଠୀ ପ୍ରତି ଦୁଇବର୍ଷରେ ଥରେ ବ୍ରହ୍ମପୁର ମହାନଗରୀରେ ପାଳିତ ହୁଏ ବୈଚିତ୍ର୍ୟମୟ, ପ୍ରାଣସ୍ଫୂର୍ତ୍ତିମୟ ବୁଢ଼ୀଠାକୁରାଣୀ ଯାତ୍ରା । ଶାବରୀ ଓ ଆର୍ଯ୍ୟସଂସ୍କୃତିର ସାର୍ଥକ ସଙ୍ଗମ ଏଇ ମହାନ ଯାତ୍ରା । ସଦାସର୍ବଦା ବିପୁଳ ଜନଚେତନାକୁ ଶୁଦ୍ଧପୂତ ଭାବେ ସଞ୍ଜୀବିତ କରେ ଏଇ ଯାତ୍ରା । ଚୈତ୍ର ଅବା ବୈଶାଖର ଉତ୍ତାପରେ ସମଗ୍ର ଦକ୍ଷିଣ…

ଉପସ୍ଥାପନା: ଶିବାଶିଷ ମହାପାତ୍ର ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଗୁରୁତ୍ବ ଦିଆଯାଇଛି । ପବିତ୍ର ମହାଳୟା ଦିନକୁ ଓଡ଼ିଆ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ତଥା ବିଶେଷ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ ପିତୃଲୋକରେ ଖାଦ୍ୟ,…
ଲେଖା: ଦେଵ ତ୍ରିପାଠୀ ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ବର୍ଷା ଶେଷ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ ଢୁମ୍ପା ସଙ୍ଗୀତ ଗଞ୍ଜାମର ପ୍ରସିଦ୍ଧ ଲୋକକଳା । ଢୁମ୍ପା ସଙ୍ଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବା ପାଇଁ ପଡିବ। ଗଞ୍ଜାମର ବଡଖେମୁଣ୍ଡିରେ ୧୭୮୯ ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର କବିସୂର୍ଯ୍ଯ ବଳଦେବ ରଥ। ୧୮୪୫ ମସିହାରେ ତାଙ୍କର…

ଲେଖା: ଦେଵ ତ୍ରିପାଠୀ ଫୁଲର ଫସଲ, ଫଗୁର ଫୁଆରା ଏବଂ ସମ୍ପ୍ରୀତିର ଫଲ୍ଗୁଧାରାକୁ ନେଇ ବର୍ଣ୍ଣମୟ, ବହମାନ ଏଇ ଫଗୁଣ । ପୁଣି କୃଷ୍ଣମୟତ୍ୱରେ ପରିପୂର୍ଣ୍ଣ ଏ ଫଗୁଣ । ନିର୍ବାସିତ ଶୀତ ଓ ଧସେଇ ପଶୁଥିବା ଗ୍ରୀଷ୍ମର ମଧ୍ୟବର୍ତ୍ତୀ ଏଇ ଋତୁ ତା’ର ଭୌଗୋଳିକ ଉପସ୍ଥିତିରେ ଯେପରି ଆବେଶମୟ, ତାକୁ ନେଇ ଆମର ପରମ୍ପରା,…